Base Word
חֹרֶב
Short Definitiondrought or desolation
Long Definitiondryness, desolation, drought, heat
Derivationa collaterally form of H2719
International Phonetic Alphabetħoˈrɛb
IPA modχo̞wˈʁɛv
Syllableḥōreb
Dictionhoh-REB
Diction Modhoh-REV
Usagedesolation, drought, dry, heat, × utterly, waste
Part of speechn-m
Base Word
חֹרֶב
Short Definitiondrought or desolation
Long Definitiondryness, desolation, drought, heat
Derivationa collaterally form of H2719
International Phonetic Alphabetħoˈrɛb
IPA modχo̞wˈʁɛv
Syllableḥōreb
Dictionhoh-REB
Diction Modhoh-REV
Usagedesolation, drought, dry, heat, × utterly, waste
Part of speechn-m

ଆଦି ପୁସ୍ତକ 31:40
ଦିନର ଖରା ଏବଂ ରାତିର ଥଣ୍ଡା ରେ ମୁଁ କାର୍ୟ୍ଯ କରିଛି। ମୁଁ ନଶାଇେ ଏହି ପ୍ରକା ରେ ମୁଁ ତୁମ୍ଭର ସବୋ କଲି।

ବିଚାରକର୍ତାମାନଙ୍କ ବିବରଣ 6:37
ମୁ ଖଳା ରେ ମଷଚେମଡା ପକାଇବି ଯଦି ଖଳା ରେ ପଡିଥିବା ଚମଡା ଉପରେ କବଳେ କାକର ପଡିବ ଏ ଭୂମି ଶକ୍ସ୍ଟଷ୍କ ରହିବ। ତବେେ ମୁ ଜାଣିବି ଆପଣ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ରକ୍ଷା କରୁଛନ୍ତି,। ଆପଣଙ୍କର ବାକ୍ଯାନକ୍ସ୍ଟସା ରେ।

ବିଚାରକର୍ତାମାନଙ୍କ ବିବରଣ 6:39
ଏହାପରେ ଗିଦ୍ଦିୟୋନ ପରମେଶଓରଙ୍କୁ କହିଲେ, ମାେ ଉପରେ କୋରଧିତ ହକ୍ସ୍ଟଅ ନାହିଁ। ମାେତେ କବଳେ ଆଉ ଗୋଟିଏ କଥା ପଗ୍ଭରିବାକକ୍ସ୍ଟ ଅନକ୍ସ୍ଟମତି ଦିଅ। ଏହି ଚମଡାଦ୍ବାରା ମାେତେ ତୁମ୍ଭକୁ ପରୀକ୍ଷା କରିବାକୁ ଦିଅ। ଚମଡାଟି ଶକ୍ସ୍ଟଖିଯାଉ ଏବଂ ତା'ର ଗ୍ଭରିପାଖ ରେ ଥିବା ଭୂମି କାକର ରେ ଓଦା ଦେଉ।

ବିଚାରକର୍ତାମାନଙ୍କ ବିବରଣ 6:40
ସହେିଦିନ ରାତ୍ରି ରେ ପରମେଶଓରଙ୍କୁ ଠିକ୍ ସହେିପରି କଲେ, ଚମଡାଟି ଶକ୍ସ୍ଟଷ୍କ ହାଇଗେଲା କିନ୍ତୁ ଭୂମିର ଚତକ୍ସ୍ଟଃପାଶର୍‌ବସ୍ଥ କାକର ଦ୍ବାରା ଓଦା ରହିଲା।

ଆୟୁବ ପୁସ୍ତକ 30:30
ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।

ଯିଶାଇୟ 4:6
ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହବେ। ଏହା ଦିବସ ରେ ସୂର୍ୟ୍ଯ ତାପରୁ ସୁରକ୍ଷା ଦବେ ଓ ସମସ୍ତ ବନ୍ଯା, ଝଡ଼ ଓ ବର୍ଷାରୁ ଏହି ଛାଯା ରକ୍ଷା କରିବ।

ଯିଶାଇୟ 25:4
ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ଯା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ଯ ଗୃହ ମଧିଅରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରଯସ୍ଥଳ।

ଯିଶାଇୟ 25:5
ଶୁଷ୍କ ଦେଶ ରେ ତାପକୁ ଦୂର କଲାପରି ବିଦେଶୀମାନଙ୍କର କୋଳାହଳକୁ ତୁମେ ନିବାରଣ କରିବ। ମେଘ ରେ ଛାଯା ଯେପରି ଗରମ ଦିନ ରେ ତାପକୁ କୋମଳ କରେ, ତୁମେ ପରମେଶ୍ବର ଭୟଙ୍କର ଲୋକମାନଙ୍କର ଗୀତକୁ ବନ୍ଦ କରିବ।

ଯିଶାଇୟ 25:5
ଶୁଷ୍କ ଦେଶ ରେ ତାପକୁ ଦୂର କଲାପରି ବିଦେଶୀମାନଙ୍କର କୋଳାହଳକୁ ତୁମେ ନିବାରଣ କରିବ। ମେଘ ରେ ଛାଯା ଯେପରି ଗରମ ଦିନ ରେ ତାପକୁ କୋମଳ କରେ, ତୁମେ ପରମେଶ୍ବର ଭୟଙ୍କର ଲୋକମାନଙ୍କର ଗୀତକୁ ବନ୍ଦ କରିବ।

ଯିଶାଇୟ 61:4
ସମାନେେ ପୁରାତନ ଧ୍ବସ୍ତ ବିଧ୍ବସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସମାନେେ ବିନଷ୍ଟ ଓ ଅନକେ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்