Base Word
חֵץ
Short Definitionproperly, a piercer, i.e., an arrow; by implication, a wound; figuratively, (of God) thunder-bolt; the shaft of a spear
Long Definitionarrow
Derivationfrom H2686; also by interchange for H6086
International Phonetic Alphabetħet͡sˤ
IPA modχet͡s
Syllableḥēṣ
Dictionhayts
Diction Modhayts
Usage+ archer, arrow, dart, shaft, staff, wound
Part of speechn-m

ଆଦି ପୁସ୍ତକ 49:23
ଧନୁର୍ଦ୍ଧରମାନେ ତାଙ୍କୁ ଅତିଶଯ କ୍ଲେଶ ଦଇେଛନ୍ତି। ପୁଣି ତାକୁ ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି।

ଗଣନା ପୁସ୍ତକ 24:8
ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣିଛନ୍ତି। ସମାନଙ୍କେର, ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳି। ସମାନେେ ସମାନଙ୍କେର ବିରୋଧିମାନଙ୍କୁ ପରାସ୍ତ କରିବେ ଓ ସମାନଙ୍କେର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ବାରା ସମାନଙ୍କେୁ ଭଦେ କରିବେ।

ଦିତୀୟ ବିବରଣ 32:23
'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପରେ ଅମଙ୍ଗଳ ଦବୋ। ଆମ୍ଭେ ଆପଣା ବାଣସବୁ ସମାନଙ୍କେ ଉପରେ ବ୍ଯଯ କରିବା।

ଦିତୀୟ ବିବରଣ 32:42
ମାରେ ବାଣମାନ ତାଙ୍କ ରକ୍ତ ରେ ମାତାଲ ହବେ ଏବଂ ମାେ ଖଡ୍ଗ ମାରେ ଶତୃମାନଙ୍କର ମାଂସକକ୍ସ୍ଟ ଗ୍ରାସ କରିବ, ସମାନଙ୍କେର ରକ୍ତ ରଂଜିତ ଶରୀରରକ୍ସ୍ଟ କେଶପୂର୍ଣ ମକ୍ସ୍ଟଣ୍ତ ପର୍ୟ୍ଯନ୍ତ।'

ପ୍ରଥମ ଶାମୁୟେଲ 17:7
ତା'ର ବର୍ଚ୍ଛାର ଦଣ୍ତ ବକ୍ସ୍ଟଣାକାରର କାଠ ତକ୍ସ୍ଟଲ୍ଯ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶକେଲ ଲୌହ ଢାଳର ସମ୍ମକ୍ସ୍ଟଖ ରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।

ପ୍ରଥମ ଶାମୁୟେଲ 20:20
ତୃତୀୟ ଦିନ ମୁ ସହେି ପର୍ବତପାଖକକ୍ସ୍ଟ ୟିବି ଏବଂ ମୁ ଅଭିନଯ କରିବି ଯେପରି ମୁ ଲକ୍ଷ୍ଯକରି ତୀର ମାରିବି।

ପ୍ରଥମ ଶାମୁୟେଲ 20:21
ତା'ପରେ ମୁ ସେ ପିଲାକକ୍ସ୍ଟ ତୀରଗକ୍ସ୍ଟଡିକ ସାଉଁଟି ଆଣିବା ପାଇଁ କହିବି। ଯଦି ସବୁକଥା ଭଲ ଥାଏ, ତବେେ ମୁ ସେ ପିଲାକକ୍ସ୍ଟ କହିବି, 'ତୁମ୍ଭେ ବହକ୍ସ୍ଟତ ଦୂରକକ୍ସ୍ଟ ୟାଇଅଛ ତୀରଗକ୍ସ୍ଟଡିକ ମାେ ପାଖାପାଖି ଅଛି। ଫରେିଆସ ଏବଂ ସଗେକ୍ସ୍ଟଡିକ ସଂଗ୍ରହ କର।' ଯଦି ମୁ ଏହା କ ହେ, ତବେେ ତୁମ୍ଭେ ସଠାେରକ୍ସ୍ଟ ବାହାରି ଆସିବ। ମୁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭେ ନିରାପଦ, ତକ୍ସ୍ଟମ୍ଭ ଉପରେ ବିପଦ ନାହିଁ।

ପ୍ରଥମ ଶାମୁୟେଲ 20:21
ତା'ପରେ ମୁ ସେ ପିଲାକକ୍ସ୍ଟ ତୀରଗକ୍ସ୍ଟଡିକ ସାଉଁଟି ଆଣିବା ପାଇଁ କହିବି। ଯଦି ସବୁକଥା ଭଲ ଥାଏ, ତବେେ ମୁ ସେ ପିଲାକକ୍ସ୍ଟ କହିବି, 'ତୁମ୍ଭେ ବହକ୍ସ୍ଟତ ଦୂରକକ୍ସ୍ଟ ୟାଇଅଛ ତୀରଗକ୍ସ୍ଟଡିକ ମାେ ପାଖାପାଖି ଅଛି। ଫରେିଆସ ଏବଂ ସଗେକ୍ସ୍ଟଡିକ ସଂଗ୍ରହ କର।' ଯଦି ମୁ ଏହା କ ହେ, ତବେେ ତୁମ୍ଭେ ସଠାେରକ୍ସ୍ଟ ବାହାରି ଆସିବ। ମୁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭେ ନିରାପଦ, ତକ୍ସ୍ଟମ୍ଭ ଉପରେ ବିପଦ ନାହିଁ।

ପ୍ରଥମ ଶାମୁୟେଲ 20:22
ଯଦି ଅସକ୍ସ୍ଟବିଧା ଥାଏ ତବେେ ମୁ ସେ ବାଳକକକ୍ସ୍ଟ କହିବି, 'ତୀରଗକ୍ସ୍ଟଡିକ ବହକ୍ସ୍ଟତ ଦୂର ପଳାଇଛି। ୟାଅ ସଗେୁଡିକୁ ସଂଗ୍ରହ କର।' ଯଦି ମୁ ଏହା କ ହେ, ତବେେ ତୁମ୍ଭେ ସେ ସ୍ଥାନ ଛାଡି ପଳାଇ ୟିବ। ସଦାପ୍ରଭୁ ତୁମ୍ଭକୁ ଦୂରକକ୍ସ୍ଟ ପଠାଇ ଦବେେ।

ପ୍ରଥମ ଶାମୁୟେଲ 20:36
ଯୋନାଥନ ସହେି ବାଳକକକ୍ସ୍ଟ କହିଲା, ତୁମ୍ଭେ ଦୌଡି ମୁ ଯେଉଁ ତୀର ମାରିଲି ସଗେୁଡିକୁ ଗୋଟାଇ ଆଣ। ବାଳକଟି ଦୌଡିବାକକ୍ସ୍ଟ ଲାଗିଲା ଏବଂ ଯୋନାଥନ ସେ ବାଳକ ମକ୍ସ୍ଟଣ୍ତ ଉପରେ ତୀରଗୁଡିକୁ ମାରିଲେ।

Occurences : 52

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்