Base Word
חֹסֶר
Short Definitionpoverty
Long Definitionwant, lack, want of, lack of
Derivationfrom H2637
International Phonetic Alphabetħoˈsɛr
IPA modχo̞wˈsɛʁ
Syllableḥōser
Dictionhoh-SER
Diction Modhoh-SER
Usagein want of
Part of speechn-m

ଦିତୀୟ ବିବରଣ 28:48
ତେଣୁ ସଦାପ୍ରଭୁ ଯେଉଁ ଶତୃମାନଙ୍କୁ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ପଠାଇବେ, ତୁମ୍ଭେ କ୍ଷକ୍ସ୍ଟଧା ରେ ଓ ତୃଷା ରେ ଓ ଉଲଙ୍ଗତା ରେ ଏବଂ ସବୁପ୍ରକାର ଅଭାବରେ ସମାନଙ୍କେର ଦାସକର୍ମ କରିବ। ଆଉ ଶତୃ ତୁମ୍ଭକୁ ବିନଷ୍ଟ କରିବା ୟାଏ ତକ୍ସ୍ଟମ୍ଭ କାନ୍ଧ ରେ ଲକ୍ସ୍ଟହାର ଜକ୍ସ୍ଟଆଳି ଦବେ।

ଦିତୀୟ ବିବରଣ 28:57
ଏପରି ହବେ ସହେି ସ୍ତ୍ରୀ ଲୋକ ଯେଉଁ ପିଲାକକ୍ସ୍ଟ ଜନ୍ମ ଦବେ ତାକକ୍ସ୍ଟ ଓ ତାହା ସହିତ ବାହାରିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସେ ଖାଇ ପକାଇବ। ଯେତବେେଳେ ଶତୃମାନେ ତୁମ୍ଭମାନଙ୍କୁ କବଳିତ କରି ରଖିବେ, ସହେି ସମୟରେ ଏପରି କର୍ମମାନ ଘଟିବ।

ଆମୋଷ 4:6
ଏଗୁଡିକ କରିବା ଦ୍ବାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫରୋଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦଲେୁ ନାହିଁ। ତୁମ୍ଭର ନଗରୀଗୁଡିକରେ କୌଣସି ଖାଦ୍ୟ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ। ସଦାପ୍ରଭୁ ଏହା କହନ୍ତି।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்