Base Word
חֲנַמְאֵל
Short DefinitionChanamel, an Israelite
Long Definitionson of Shallum and cousin of Jeremiah
Derivationprobably by orthographical variation for H2606
International Phonetic Alphabetħə̆.n̪ɑmˈʔel
IPA modχə̆.nɑmˈʔel
Syllableḥănamʾēl
Dictionhuh-nahm-ALE
Diction Modhuh-nahm-ALE
UsageHanameel
Part of speechn-pr-m

ଯିରିମିୟ 32:7
ହେ ଯିରିମିୟ, ତୁମ୍ଭ ପିତୃବ୍ଯ ଶଲୂମର ପୁତ୍ର ହନନଲେ ତୁମ୍ଭ ନିକଟକୁ ଆସି ଏହି କଥା କହିବ, 'ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ନିଜ ପାଇଁ କ୍ରଯ କର। କାରଣ ତୁମ୍ଭେ ମାରେ ଅତି ନିକଟ ସର୍କୀଯ ଓ ତୁମ୍ଭର କ୍ରଯ କରିବାର ସୂର୍ଣ୍ଣ ଅଧିକାର ଅଛି।'

ଯିରିମିୟ 32:8
ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମାରେ ପିତୃବ୍ଯର ପୁତ୍ର ହନନଲେ ପ୍ରହରୀ ପ୍ରାଙ୍ଗଣ ରେ ମାେ ନିକଟକୁ ଆସି କହିଲା, 'ମୁଁ ଅନୁରୋଧ କରୁଛି, ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରଯ କର, ଯାହା ବିନ୍ଯାମୀନଙ୍କର ଗୋଷ୍ଠୀଯ ରେ ଅଛି। କାରଣ ତାହାକୁ କ୍ରଯ କରିବାର ଅଧିକାର କବଳେ ତୁମ୍ଭର ଅଛି।'

ଯିରିମିୟ 32:9
ଆଉ ମାରେ ପିତୃବ୍ଯ ପୁଅ ହନନଲଠାରୁେ ଅନାେଥାତସ୍ଥିତ ସହେି କ୍ଷେତ୍ର କ୍ରଯ କଲି ଓ ତାହାର ମୂଲ୍ଯ ସ୍ବରୂପ ସତର ସକେଲ ରୂପା ତୌଲି ତାହାକୁ ଦଲେି।

ଯିରିମିୟ 32:12
ପୁଣି ମାେ ପିତୃବ୍ଯର ପୁତ୍ର ହନନଲରେ ସାକ୍ଷାତ ରେ, କ୍ରଯପତ୍ରର ସ୍ବାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତ ରେ ମୁଁ ସହେି କ୍ରଯପତ୍ର ମହ ସଯରେ ପୌତ୍ର ନରେିଯର ପୁତ୍ର ବାରୂକର ହସ୍ତ ରେ ସମର୍ପଣ କଲି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்