Base Word
אֲבִיגַיִל
Short DefinitionAbigail or Abigal, the name of two Israelitesses
Long Definitionwife of Nabal, then of David
Derivationor shorter אֲבִיגַל; from H0001 and H1524; father (i.e., source) of joy
International Phonetic Alphabetʔə̆.bɪi̯.ɡɑˈjɪl
IPA modʔə̆.viː.ɡɑˈjil
Syllableʾăbîgayil
Dictionuh-bee-ɡa-YIL
Diction Moduh-vee-ɡa-YEEL
UsageAbigal
Part of speechn-pr-f

ପ୍ରଥମ ଶାମୁୟେଲ 25:3
ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସକ୍ସ୍ଟନ୍ଦରୀ ଓ ବକ୍ସ୍ଟଦ୍ଧିମତୀ ମଧ୍ଯ ଥିଲେ। କିନ୍ତୁ ନାବଲ୍ ଭାରି ନିର୍ଦ୍ଦଯ ଓ ପାପିଷ୍ଠ ଥିଲେ। ସେ କାଲବେ ପରିବାରର ଥିଲେ।

ପ୍ରଥମ ଶାମୁୟେଲ 25:14
ୟକ୍ସ୍ଟବକମାନଙ୍କ ମଧ୍ଯରକ୍ସ୍ଟ ଜଣେ ନାବଲର ସ୍ତ୍ରୀ ଅବୀଗଲକକ୍ସ୍ଟ ଜଣାଇ କହିଲା, ଦେଖ, ଦାଉଦ ଆମ୍ଭମାନଙ୍କୁ କର୍ତ୍ତାଙ୍କ ଶକ୍ସ୍ଟଭେଚ୍ଛା ଜଣଇବୋ ନିମନ୍ତେ ମରକ୍ସ୍ଟଭୂମିରକ୍ସ୍ଟ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସମାନଙ୍କେୁ ଖରାପ ଭବିଲେ।

ପ୍ରଥମ ଶାମୁୟେଲ 25:18
ଅବୀଗଲ ଶୀଘ୍ର 200 ରୋଟୀ, ଦକ୍ସ୍ଟଇକମ୍ଫା ଦ୍ରାକ୍ଷାରସ ଓ ପାଞ୍ଚଟି ମଷେର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ଯ ଓ 100 ପନ୍ଡୋ ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନଇେ ଗଧମାନଙ୍କ ପିଠି ରେ ଲଦିଲା।

ପ୍ରଥମ ଶାମୁୟେଲ 25:23
ଠିକ୍ ସହେି ସମୟରେ ଅବୀଗଲ୍ ପହଞ୍ଚିଗଲା, ଯେତବେେଳେ ଅବୀଗଲ ଦାଉଦଙ୍କକ୍ସ୍ଟ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରକ୍ସ୍ଟ ଓହ୍ଲାଇ ପଡି ନତମସ୍ତକ ହାଇେ ଦାଉଦ ସମ୍ମକ୍ସ୍ଟଖ ରେ ସମ୍ମାନ ଜଣାଇଲା।

ପ୍ରଥମ ଶାମୁୟେଲ 25:32
ଦାଉଦ ଅବୀଗଲକକ୍ସ୍ଟ କହିଲେ, ଆଜି ଯେ ମାେ ସଙ୍ଗ ରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସହେି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଧନ୍ଯ।

ପ୍ରଥମ ଶାମୁୟେଲ 25:36
ଯେତବେେଳେ ଅବୀଗଲ ନାବଲ ନିକଟକକ୍ସ୍ଟ ଆସିଲା। ସେତବେେଳେ ସେ ଦେଖିଲା ସେ ନିଜ ଘ ରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ୍ ଅତିଶଯ ମଦ୍ଯପାନ କରିଥିଲା ଓ ତା'ର ମନ ଅତ୍ଯନ୍ତ ଖକ୍ସ୍ଟସିଥିଲା। ଏହି ହତେକ୍ସ୍ଟ ସେ ସକାଳ ପର୍ୟ୍ଯନ୍ତ କୌଣସି କଥା ଜଣାଇଲା ନାହିଁ।

ପ୍ରଥମ ଶାମୁୟେଲ 25:39
ଦାଉଦ ଶୁଣିଲେ ଯେ ନାବଲ ମୃତକ୍ସ୍ଟ୍ଯବରଣ କରିଛି। ଦାଉଦ କହିଲେ, ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମାେ ବିଷଯ ରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମାେତେ ସାହାୟ୍ଯ କଲେ। ସଦାପ୍ରଭୁ ମାେତେ ମନ୍ଦକାର୍ୟ୍ଯ କରିବାରକ୍ସ୍ଟ କ୍ଷାନ୍ତ କଲେ। ସଦାପ୍ରଭୁ ତା'ର ମୃତକ୍ସ୍ଟ୍ଯର କାରଣ ହେଲ, କାରଣ ସେ କକ୍ସ୍ଟକର୍ମ କରିଥିଲା। ତା'ପରେ ଦାଉଦ ଅବୀଗଲକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହବୋପାଇଁ ତାଙ୍କୁ ପଚାରିଲେ।

ପ୍ରଥମ ଶାମୁୟେଲ 25:40
ଦାଉଦଙ୍କ ଦାସମାନେ କର୍ମିଲକକ୍ସ୍ଟ ଗଲେ ଏବଂ ଅବୀଗଲକକ୍ସ୍ଟ କହିଲେ, ଦାଉଦ ତୁମ୍ଭକୁ ନଇୟିବୋ ପାଇଁ ଏଠାକକ୍ସ୍ଟ ପଠାଇଛନ୍ତି। ଦାଉଦ ଗ୍ଭହାଁନ୍ତି, ତୁମ୍ଭକୁ ସ୍ତ୍ରୀରୂପେ ଗ୍ରହଣ କରିବା ପାଇଁ।

ପ୍ରଥମ ଶାମୁୟେଲ 25:42
ଅବୀଗଲ୍ ଶିଘ୍ର ଗଧପିଠି ରେ ବସି ଦାଉଦଙ୍କର ବାର୍ତ୍ତାବହଙ୍କ ସହିତ ଆସିଲେ, ଅବୀଗଲ୍ ତାଙ୍କ ସହିତ ପାଞ୍ଚଜଣ ଅନକ୍ସ୍ଟଚରୀ ୟକ୍ସ୍ଟବତୀଙ୍କକ୍ସ୍ଟ ସଙ୍ଗ ରେ ଆଣିଲେ। ସେ ଦାଉଦଙ୍କର ସ୍ତ୍ରୀ ହାଇେ ରହିଲେ।

ପ୍ରଥମ ଶାମୁୟେଲ 27:3
ଦାଉଦ ଏବଂ ତାଙ୍କର ଲୋକମାନେ ଏବଂ ସମାନଙ୍କେର ପରିବାରମାନଙ୍କ ସହିତ ଆଖୀଶ ନିକଟରେ ଗାଥ ନଗର ରେ ବାସ କଲେ। ଦାଉଦଙ୍କ ସହିତ ତାଙ୍କର ଦକ୍ସ୍ଟଇଜଣ ସ୍ତ୍ରୀ ବାସ କଲେ। ସମାନେେ ହେଲ ୟିଷ୍ରିଯଲେୀରକ୍ସ୍ଟ ଅହୀନୋଯମ ଓ କର୍ମିଲର ଅବୀଗଲ। ଅବୀଗଲ ନାବଲର ବିଧବା ଥିଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்