Base Word
חֲנֻכָּא
Short Definitionconsecration
Long Definitiondedication
Derivationcorresponding to H2598
International Phonetic Alphabetħə̆.n̪uk̚ˈkɔːʔ
IPA modχə̆.nuˈkɑːʔ
Syllableḥănukkāʾ
Dictionhuh-nook-KAW
Diction Modhuh-noo-KA
Usagededication
Part of speechn-f

ଏଜ୍ରା 6:16
ଏହାପରେ ଇଶ୍ରାୟେଲର ଲୋକମାନେ, ଯାଜକମାନେ, ଲବେୀୟମାନେ ଓ ନିର୍ବାସୀତର ଅବଶିଷ୍ଟ ଲୋକମାନେ ଆନନ୍ଦ ରେ ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।

ଏଜ୍ରା 6:17
ପୁଣି ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସମାନେେ 100 ବୃଷ, 200 ଅଣ୍ତିରା ମଷେ, 400 ମଷେଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇଶ୍ରାୟେଲର ପାପାର୍ଥକ ବଳିଦାନ ନିମନ୍ତେ ଇଶ୍ରାୟେଲୀୟ ଗୋଷ୍ଠୀର ସଂଖ୍ଯା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ।

ଦାନିଏଲ 3:2
ସହେି ପ୍ରତିମା ସ୍ଥାପନର ପ୍ରତିଷ୍ଠା ନିମନ୍ତେ ଆସିବାକୁ ରାଜା ସମସ୍ତ କ୍ଷିତିପାଳ, ରାଜପ୍ରତିନିଧି, ଦଶାେଧ୍ଯକ୍ଷ ବିଗ୍ଭରକର୍ତ୍ତା, କୋଷଧ୍ଯକ୍ଷ, ବ୍ଯବସ୍ଥାପକ, ବବେର୍ତ୍ତା ଓ ପ୍ରାଦେଶିକ ଶାସକଙ୍କୁ ଏକତ୍ର କରିବା ନିମନ୍ତେ ଲୋକ ପ୍ ରରଣେ କଲା।

ଦାନିଏଲ 3:3
ତେଣୁ ସମାନେେ ରାଜାଙ୍କ ଆହ୍ବାନ ରେ ସମସ୍ତେ ଆସିଲେ ଓ ସ୍ଥାପିତ ପ୍ରତିମାର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଲେ। ଆଉ ସମାନେେ ସହେି ସ୍ଥାପିତ ପ୍ରତିମାର ସମ୍ମୁଖ ରେ ଠିଆ ହେଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்