Base Word
חֲמִשִּׁים
Short Definitionfifty
Long Definitionfifty
Derivationmultiple of H2568
International Phonetic Alphabetħə̆.mɪʃˈʃɪi̯m
IPA modχə̆.miˈʃːiːm
Syllableḥămiššîm
Dictionhuh-mish-SHEEM
Diction Modhuh-mee-SHEEM
Usagefifty
Part of speechn

ଆଦି ପୁସ୍ତକ 6:15
ସହେି ଜାରାଜଟିକୁ ଏହିପରି ନିର୍ମାଣ କର ଯେ, ଏହାର ଲମ୍ବ ଯେପରି 300 ହାତ, ପ୍ରସ୍ଥ ପଚ଼ାଶ ହାତ ଏବଂ ତାହାର ଉଚ୍ଚତା ତିରିଶ ହାତ ହବେ।

ଆଦି ପୁସ୍ତକ 7:24
ଏହିପରି ଭାବରେ ପୃଥିବୀ 150 ଦିନ ଜଳ ମଗ୍ନ ହାଇେ ରହିଲା।

ଆଦି ପୁସ୍ତକ 8:3
ପୃଥିବୀକୁ ଆଚ୍ଛାଦନ କରିଥିବା ପାଣି ତଳକୁ ତଳକୁ ଚାଲିଗଲା।ଏବଂ 15 0ଦିନପରେ ଜଳ ପତ୍ତନ ଧି ରଧେି ରେ କମିଗଲା।

ଆଦି ପୁସ୍ତକ 9:28
ବନ୍ଯାପରେ ନୋହ ତିନିଶହ ପଚ଼ାଶ ବର୍ଷ ବଞ୍ଚିଲେ।

ଆଦି ପୁସ୍ତକ 9:29
ଏହି ପରି ନୋହ ମାଟେ ରେ 950 ବର୍ଷ ବଞ୍ଚିଲେ। ଏହାପରେ ମୃତ୍ଯୁବରଣ କଲେ।

ଆଦି ପୁସ୍ତକ 18:24
ଯଦି ପଚାଶ ଜଣ ଧାର୍ମିକ ଲୋକ ସହେି ନଗର ରେ ଥାନ୍ତି, ତୁମ୍ଭେ କ'ଣ କରିବ?ତୁମ୍ଭେ କ'ଣ ସମ୍ପୁର୍ଣରୂପେ ସହେି ଦେଶକୁ ଧ୍ବଂସ କରିବ?ପଚ଼ାଶ ଜଣ ଧାର୍ମିକଙ୍କ ସକା ସେ କଣ ସହେି ସ୍ଥାନ ରକ୍ଷା ନକରି ସଂହାର କରିବେ?

ଆଦି ପୁସ୍ତକ 18:24
ଯଦି ପଚାଶ ଜଣ ଧାର୍ମିକ ଲୋକ ସହେି ନଗର ରେ ଥାନ୍ତି, ତୁମ୍ଭେ କ'ଣ କରିବ?ତୁମ୍ଭେ କ'ଣ ସମ୍ପୁର୍ଣରୂପେ ସହେି ଦେଶକୁ ଧ୍ବଂସ କରିବ?ପଚ଼ାଶ ଜଣ ଧାର୍ମିକଙ୍କ ସକା ସେ କଣ ସହେି ସ୍ଥାନ ରକ୍ଷା ନକରି ସଂହାର କରିବେ?

ଆଦି ପୁସ୍ତକ 18:26
ଏହାପରେ ସଦାପ୍ରଭୁ କହିଲେ, ମୁଁ ଯଦି ପଚାଶ ଜଣ ଭଲ ବ୍ଯକ୍ତି ସଦୋମ ରେ ଦେଖିବି, ମୁଁ ସହେି ସହରକୁ ଧ୍ବଂସ କରିବି ନାହିଁ।

ଆଦି ପୁସ୍ତକ 18:28
ହାଇପୋ ରେ ସହେି ପଚାଶ ଜଣଙ୍କ ମଧ୍ଯରୁ ପାଞ୍ଚଜଣ ଉଣା ହାଇପୋରନ୍ତି, ତୁମ୍ଭେ କ'ଣ ଏହି ପାଞ୍ଚଜଣଙ୍କ କାରଣରୁ ସହେି ସହରକୁ ଧ୍ବଂସ କରିବେ କି?

ଯାତ୍ରା ପୁସ୍ତକ 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍

Occurences : 163

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்