Base Word
אַחְאָב
Short DefinitionAchab, the name of a king of Israel and of a prophet at Babylon
Long Definitionking of Israel, son of Omri, husband of Jezebel
Derivationonce (by contraction) אֶחָב (Jeremiah 29:22); from H0251 and H0001; brother (i.e., friend) of (his) father
International Phonetic Alphabetʔɑħˈʔɔːb
IPA modʔɑχˈʔɑːv
Syllableʾaḥʾāb
Dictionah-AWB
Diction Modak-AV
UsageAhab
Part of speechn-pr-m

ପ୍ରଥମ ରାଜାବଳୀ 16:28
ଅମ୍ରିଙ୍କର ମୃତ୍ଯୁପରେ ସେ ଶମରିଯା ରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ।

ପ୍ରଥମ ରାଜାବଳୀ 16:29
ଯିହୁଦା ରେ ଆସାଙ୍କ ରାଜତ୍ବ କାଳର ଅଠତିରିଶ ବର୍ଷ ରେ ଅମ୍ରିଙ୍କ ପୁତ୍ର ଆହାବ୍ ଇଶ୍ରାୟେଲର ରାଜା ହେଲେ। ଆହାବ୍ ଇଶ୍ରାୟେଲର ଶମରିଯା ନଗର ରେ ବାଇଶ ବର୍ଷ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 16:29
ଯିହୁଦା ରେ ଆସାଙ୍କ ରାଜତ୍ବ କାଳର ଅଠତିରିଶ ବର୍ଷ ରେ ଅମ୍ରିଙ୍କ ପୁତ୍ର ଆହାବ୍ ଇଶ୍ରାୟେଲର ରାଜା ହେଲେ। ଆହାବ୍ ଇଶ୍ରାୟେଲର ଶମରିଯା ନଗର ରେ ବାଇଶ ବର୍ଷ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 16:30
ଆହାବ୍ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ତାଙ୍କ ପୂର୍ବବର୍ତ୍ତୀ ଅନ୍ୟ ରାଜାମାନଙ୍କଠାରୁ ଅଧିକ ଦୁଷ୍ଟାଚରଣ କଲେ।

ପ୍ରଥମ ରାଜାବଳୀ 16:33
ଆହାବ୍ ଉପାସନା କରିବା ପାଇଁ ଆଶରୋ ସ୍ତମ୍ଭ ନିର୍ମାଣ କଲେ, ସେ ତାଙ୍କ ପୂର୍ବବର୍ତ୍ତୀ ରାଜାମାନଙ୍କଠାରୁ ଅଧିକ ପାପ କରି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ବିରକ୍ତି କଲେ।

ପ୍ରଥମ ରାଜାବଳୀ 16:33
ଆହାବ୍ ଉପାସନା କରିବା ପାଇଁ ଆଶରୋ ସ୍ତମ୍ଭ ନିର୍ମାଣ କଲେ, ସେ ତାଙ୍କ ପୂର୍ବବର୍ତ୍ତୀ ରାଜାମାନଙ୍କଠାରୁ ଅଧିକ ପାପ କରି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ବିରକ୍ତି କଲେ।

ପ୍ରଥମ ରାଜାବଳୀ 17:1
ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।

ପ୍ରଥମ ରାଜାବଳୀ 18:1
ଅନାବୃଷ୍ଟିର ତୃତୀୟ ବର୍ଷ ରେ ସଦାପ୍ରଭୁ ଏଲିଯଙ୍କୁ କହିଲେ, ତୁମ୍ଭେ ୟାଇ ରାଜା ଆହାବ୍ଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।

ପ୍ରଥମ ରାଜାବଳୀ 18:2
ତେଣୁ ଏଲିଯ ରାଜା ଆହାବଙ୍କୁ ଭଟେିବାକୁ ଗଲେ।

ପ୍ରଥମ ରାଜାବଳୀ 18:3
ତେଣୁ ରାଜା ଆହାବ୍ ରାଜଗୃହର ଅଧ୍ଯକ୍ଷ ଓବଦିଯକୁ ଡକାଇଲେ। ଓବଦିଯ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ।

Occurences : 93

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்