Base Word
חָמֵץ
Short Definitionferment, (figuratively) extortion
Long Definitionthe thing leavened, leaven
Derivationfrom H2556
International Phonetic Alphabetħɔːˈmet͡sˤ
IPA modχɑːˈmet͡s
Syllableḥāmēṣ
Dictionhaw-MAYTS
Diction Modha-MAYTS
Usageleaven, leavened (bread)
Part of speechn-m

ଯାତ୍ରା ପୁସ୍ତକ 12:15
ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।

ଯାତ୍ରା ପୁସ୍ତକ 12:19
ସପ୍ତା ହେ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ଗୃହ ରେ ଲେଶମାତ୍ର ତାଡି ନ ରହୁ କାରଣ ବିଦେଶୀ ଅବା ସ୍ବଦେଶୀ ଯେଉଁ ଜନ ଏଥିମଧିଅରେ ତାଡି ମିଶ୍ରିତ ଦ୍ରବ୍ଯ ଖାଇବ, ସେ ପ୍ରାଣୀ ଇଶ୍ରାୟେଲ ମସ୍ତକରୁ ଉଚ୍ଛିନ୍ନ ହବେ।

ଯାତ୍ରା ପୁସ୍ତକ 12:20
ଏହି ପର୍ବ ରେ, ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ ନାହିଁ। ତୁମ୍ଭମାନେେ ଯେଉଁ ସ୍ଥାନ ରେ ବାସ କରନା କାହିଁକି ତାଡିଶୂନ୍ଯ ରୋଟୀ ଖାଇବ।

ଯାତ୍ରା ପୁସ୍ତକ 13:3
ମାଶାେ ଲୋକମାନଙ୍କୁ କହିଲେ, ଏହି ଦିବସକୁ ମନେ ରଖ, ତୁମ୍ଭମାନେେ ମିଶର ରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଭକ୍ଷଣ କରିବ।

ଯାତ୍ରା ପୁସ୍ତକ 13:7
ତେଣୁ ସାତଦିନ ପାଇଁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶ ରେ କୌଣସିଠା ରେ ତାଡୀ ମିଶ୍ରୀତ ରୋଟୀ ଯେପରି କହେି ନଖାନ୍ତି।

ଯାତ୍ରା ପୁସ୍ତକ 23:18
ଯେତବେେଳେ ତୁମ୍ଭମାନେେ ପଶୁ ହତ୍ଯା କରିବ ତା'ର ରକ୍ତ ମାେ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ତୁମ୍ଭମାନେେ ତାଡିୟୁକ୍ତ ରୋଟୀ ମାେତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତବେେଳେ ବଳିର ମାଂସ ଖାଇବ ସେତବେେଳେ ସହେି ମାଂସକୁ ଗୋଟିଏ ଦିନ ରେ ଖାଇ ଶଷେ କରିବ। ତା' ପରଦିନକୁ ବଳକା ମାଂସ ରଖିବ ନାହିଁ।

ଯାତ୍ରା ପୁସ୍ତକ 34:25
ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିୟୁକ୍ତ ଦ୍ରବ୍ଯ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।

ଲେବୀୟ ପୁସ୍ତକ 2:11
ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେ କୌଣସି ଶସ୍ଯ-ନବୈେଦ୍ଯ ଆଣିବ, ତାହା ତାଡିଶୂନ୍ଯ ହବୋ ଉଚିତ୍। ତୁମ୍ବମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ତାଡି କି ମଧୁ କବେେ ଦଗ୍ଧ କରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 6:17
ଶସ୍ଯ ନବୈେଦ୍ଯ ବିନା ତାଡି ରେ ପାକ କରାୟିବ। ମାେତେ ଦିଆୟାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦଇେଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ଯ ମହାପବିତ୍ର ରୂପେ ବ୍ଯବହାର କରାୟିବା ଉଚିତ୍।

ଲେବୀୟ ପୁସ୍ତକ 7:13
ମଙ୍ଗଳାର୍ଥକ ବଳିର ଅର୍ଥ ଜଣେ ବ୍ଯକ୍ତି ସଦାପ୍ରଭୁଙ୍କୁ ଧନ୍ଯବାଦ ପ୍ରକାଶ କରିବା ଓ ପ୍ରଶଂସାର ସହିତ ଅର୍ପଣ କରୁଥିବା ବଳି। ଏହି ଉପହାର ସହିତ ସେ ତାଡିୟୁକ୍ତ ପିଠା ମଧ୍ଯ ଆଣିବା ଉଚିତ୍।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்