Base Word
חֵמָה
Short Definitionheat; figuratively, anger, poison (from its fever)
Long Definitionheat, rage, hot displeasure, indignation, anger, wrath, poison, bottles
Derivationor (Daniel 11:44) חֵמָא; from H3179
International Phonetic Alphabetħeˈmɔː
IPA modχeˈmɑː
Syllableḥēmâ
Dictionhay-MAW
Diction Modhay-MA
Usageanger, bottles, hot displeasure, furious(-ly, -ry), heat, indignation, poison, rage, wrath(-ful)
Part of speechn-f

ଆଦି ପୁସ୍ତକ 27:44
ତାଙ୍କ ପାଖ ରେ ଅଳ୍ପ ସମୟ ପାଇଁ ରୁହ। ତୁମ୍ଭ ଭାଇର ରାଗ ଶାନ୍ତ ହବୋ ପର୍ୟ୍ଯନ୍ତ ତୁମ୍ଭେ ସଠାେରେ ରୁହ।

ଲେବୀୟ ପୁସ୍ତକ 26:28
ତବେେ ଆମ୍ଭେ କୋର୍ଧ ରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦବୋ।

ଗଣନା ପୁସ୍ତକ 25:11
ପୀନହସ ଯାଜକ ହାରୋଣର ନାତି ଏବଂ ଇଲିଯାସରର ପୁତ୍ର ଇଶ୍ରାୟେଲର ଲୋକମାନଙ୍କ ଉପରେ କୋର୍ଧ ଦଖାଇବୋ ପାଇଁ ମାେତେ ଅଟକାଇଲେ। ମାେତେ କୋରଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ ସେଥି ରେ ବ୍ଯତିବ୍ଯସ୍ତ ହାଇଗେଲେ। ତେଣୁ ମୁଁ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ହତ୍ଯା କଲି ନାହିଁ।

ଦିତୀୟ ବିବରଣ 9:19
କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଯେଉଁ କୋରଧ କଲେ, ସହେି କୋପ ଓ ପ୍ରଚଣ୍ତତା ଆଗ ରେ ମୁ ଭୟ କଲି, ମାତ୍ର ସଦାପ୍ରଭୁ ସେଥି ରେ ମଧ୍ଯ ମାରେ କଥା ଶୁଣିଲେ।

ଦିତୀୟ ବିବରଣ 29:23
ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।

ଦିତୀୟ ବିବରଣ 29:28
ପକ୍ସ୍ଟଣି ସଦାପ୍ରଭୁ କୋର୍ଧ ରେ ଓ ପ୍ରଚଣ୍ତତା ରେ ଓ ମହା କୋପରେ ସମାନଙ୍କେ ଦେଶରକ୍ସ୍ଟ ସମାନଙ୍କେୁ ଉତ୍ପାଟନ କଲେ ଓ ସମାନଙ୍କେୁ ଅନ୍ୟ ଦେଶ ରେ ନିକ୍ଷପେ କଲେ, ଯେଉଁଠା ରେ ସମାନେେ ଆଜି ଅଛନ୍ତି।'

ଦିତୀୟ ବିବରଣ 32:24
ସମାନେେ ଭୋକ ଯୋଗୁ କ୍ଷୀଣ ହବେେ। ସମାନେେ ବ୍ଯାଧିର ଜ୍ବଳା ରେ ଓ ବିଷାକ୍ତ ମହାମାରୀ ରେ ଗ୍ରାସୀତ ହବେେ। ମୁ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ସମାନଙ୍କେୁ ଦଂଶନ କରିବା ପାଇଁ ବନ୍ଯଜନ୍ତକ୍ସ୍ଟମାନଙ୍କୁ, ଏବଂ ଧୂଳି ରେ ଗକ୍ସ୍ଟରକ୍ସ୍ଟଣ୍ତୁଥିବା ବିଷାକ୍ତ ପୋକଜୋକ ପଠାଇବି।

ଦିତୀୟ ବିବରଣ 32:33
ସମାନଙ୍କେର ଦ୍ରାକ୍ଷାରସ ସର୍ପ ବିଷ ତକ୍ସ୍ଟଲ୍ଯ ବିଷମଯ ଅଟେ।

ଦିତୀୟ ଶାମୁୟେଲ 11:20
ରାଜା ଏଥି ରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, 'ଆମ୍ଭର ସୈନ୍ଯଗଣ କାହିଁକି ୟକ୍ସ୍ଟଦ୍ଧ କରିବା ପାଇଁ ନଗରର ଏତେ ନିକଟକକ୍ସ୍ଟ ଗଲେ? ସମାନେେ ପ୍ରାଚୀରରକ୍ସ୍ଟ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି?

ଦିତୀୟ ରାଜାବଳୀ 5:12
ଇଶ୍ରାୟେଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀ ରେ ସ୍ନାନ କରି କାହିଁକି ଶୁଚି ନ ହବେି? ତେଣୁ ସେ ରାଗି ଗ୍ଭଲିଗଲେ।

Occurences : 124

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்