Base Word
חֹם
Short Definitionheat
Long Definitionheat, hot
Derivationfrom H2552
International Phonetic Alphabetħom
IPA modχo̞wm
Syllableḥōm
Dictionhome
Diction Modhome
Usageheat, to be hot (warm)
Part of speechn-m

ଆଦି ପୁସ୍ତକ 8:22
ଯେ ପର୍ୟ୍ଯନ୍ତ ପୃଥିବୀ ରହିଛି, ସପେର୍ୟ୍ଯନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ ଥଣ୍ଡା ଓ ଗରମ, ପୁଣି ଗ୍ରୀଷ୍ମ ଓ ଶୀତକାଳ, ଦିବସ ଓ ରାତ୍ରି ଏସବୁ ପୃଥିବୀ ରେ ଚ଼ାଲିଥିବ।

ଆଦି ପୁସ୍ତକ 18:1
ଏହାପରେ, ପୁନଃର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଆଲୋନ ବୃକ୍ଷ ନିକଟରେ ଦଖାଦେେଲେ। ମଧ୍ଯାନ୍ନ ସମୟରେ ଅବ୍ରହାମ ତାଙ୍କର ଦମ୍ବୁର ଦ୍ବାର ଦେଶ ରେ ବସିଥିଲେ।

ପ୍ରଥମ ଶାମୁୟେଲ 11:9
ଶାଉଲ ଏବଂ ତାଙ୍କ ସୈନ୍ଯମାନେ ୟାବେଶ୍ର ଦୂତମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦର ଲୋକମାନଙ୍କୁ କକ୍ସ୍ଟହ ଆସନ୍ତା କାଲି ମଧ୍ଯାହ୍ନ ସକ୍ସ୍ଟଦ୍ଧା ସମାନେେ ମକ୍ସ୍ଟକ୍ତ ହବେେ।

ପ୍ରଥମ ଶାମୁୟେଲ 11:11
ତା' ପରଦିନ ପ୍ରଭାତ ରେ ଶାଉଲ ତାଙ୍କ ସୈନ୍ଯମାନଙ୍କୁ ତିନିଭାଗ କରି ସୂର୍ େଯ୍ଯାଦଯ ସମୟରେ ଅେମ୍ମାନୀୟ ଶିବିର ରେ ଆତର୍କିତ ଆକ୍ରମଣ କଲେ। ସମାନେେ ସମାନଙ୍କେର ପ୍ରହରୀସବୁ ପରବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରକ୍ସ୍ଟ ଶାଉଲ ଏବଂ ତାଙ୍କ ସୈନ୍ଯ ତାଙ୍କୁ ପରାସ୍ତ କଲେ ଅମ୍ମାନେୀୟମାନେ ବିଭିନ୍ନ ଆଡେ ଦୌଡି ପଳାଇଲେ। ସୈନ୍ଯମାନେ ଏପରି ପଳାଯନ କଲେ ଯେ, ଦକ୍ସ୍ଟଇଟି ସୈନ୍ଯ ଏକତ୍ରୀତ ହାଇେ ପାରିଲେ ନାହିଁ।

ପ୍ରଥମ ଶାମୁୟେଲ 21:6
ଦାଉଦ ଯାଜକଙ୍କକ୍ସ୍ଟ ଉତ୍ତର ଦେଲେ, ଆମ୍ଭମାନଙ୍କର କୌଣସି ସ୍ତ୍ରୀଲୋକମାନଙ୍କ ସହିତ ୟୌନ ସଐର୍କ ନାହିଁ। ମାରେ ଲୋକମାନେ ସର୍ବଦା ଶରୀରକକ୍ସ୍ଟ ପବିତ୍ର ରଖିଥାନ୍ତି। ଯେତବେେଳେ ଆମ୍ଭେ ୟକ୍ସ୍ଟଦ୍ଧକକ୍ସ୍ଟ ଯାଉ ଏପରିକି କବଳେ ସାଧାରଣ ଅଭିୟାନ ହେଲବେି ଏବଂ ଆଜି ତ ଏକ ସ୍ବତନ୍ତ୍ର ଦିନ ଅଟେ, କାରଣ ଆମର ଅଭିୟାନ ଆଜି ବହକ୍ସ୍ଟତ ସ୍ବତନ୍ତ୍ର।

ଦିତୀୟ ଶାମୁୟେଲ 4:5
ରେଖବ୍ ଓ ବାନା, ୟିଏ କି ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର। ସମାନେେ ମଧ୍ଯାନ୍ନ ସମୟରେ ଈଶ୍ବୋଶତ୍ଙ୍କ ଗୃହ ରେ ପ୍ରବେଶ କଲେ। ସହେି ସମୟରେ ଇଶ୍ବୋତ୍ ବିଶ୍ରାମ ନେଉଥିଲେ, କାରଣ ସହେି ଅପରାହ୍ନ ବହକ୍ସ୍ଟତ ଗରମ ଥିଲା।

ନିହିମିୟା 7:3
ଆଉ ମୁଁ ହନାନିକୁ ଓ ହନାନିଯକୁ କହିଲି, ଦିନ ରେ ସୂର୍ୟ୍ଯ ପ୍ରଚଣ୍ତ ନ ହବୋ ପର୍ୟ୍ଯନ୍ତ ଯେପରି ଫାଟକ ନ ଖୋଲା ୟାଏ, ଆଉ ଲୋକମାନେ ପ୍ରହରୀ କର୍ମ ରେ ଠିଆ ହବୋ ବେଳେ ସୁର୍ୟ୍ଯାସ୍ତ ସମୟରେ ଦ୍ବାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭମାନେେ ୟିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିୟୁକ୍ତ କର। କେତକେ ପ୍ରହରୀ ସମାନଙ୍କେ ଶିବିର ରେ ଛିଡା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହ ରେ ସମ୍ମୁଖ ରେ ରହନ୍ତୁ।

ଆୟୁବ ପୁସ୍ତକ 6:17
କିନ୍ତୁ ସେତବେେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ।

ଆୟୁବ ପୁସ୍ତକ 24:19
ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନଇୟୋଏ। ଠିକ୍ ସହେିଭଳି ସେ ପାପୀମାନେ କବରକୁ ବୁହା ହବେେ।

ଯିଶାଇୟ 18:4
ସଦାପ୍ରଭୁ କହିଲେ, ମୁଁ ମାରେ ବାସ ସ୍ଥାନ ରେ ରହି ଶାନ୍ତ ଭାବରେ ଏହିସବୁ ଘଟିବାର ନିରୀକ୍ଷଣ କରିବ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்