Base Word
חָלָץ
Short Definitionthe loins (as the seat of vigor)
Long Definitionloins
Derivationfrom H2502 (in the sense of strength); only in the dual
International Phonetic Alphabetħɔːˈlɔːt͡sˤ
IPA modχɑːˈlɑːt͡s
Syllableḥālāṣ
Dictionhaw-LAWTS
Diction Modha-LAHTS
Usageloins, reins
Part of speechn-f

ଆଦି ପୁସ୍ତକ 35:11
ପରମେଶ୍ବର ତାଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।

ପ୍ରଥମ ରାଜାବଳୀ 8:19
କିନ୍ତୁ ତୁମ୍ଭେ ସହେି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।'

ଦିତୀୟ ବଂଶାବଳୀ 6:9
କିନ୍ତୁ ତୁମ୍ଭେ ନୁହେଁ, ତୁମ୍ଭର ନିଜର ପୁତ୍ର ମାେ ନାମ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବ।'

ଆୟୁବ ପୁସ୍ତକ 31:20
ମୁଁ ସବୁବେଳେ ସମାନଙ୍କେୁ ବସ୍ତ୍ର ଦଇେଛି ଓ ମାେ ନିଜ ମେଣ୍ଢାର ପଶମ ଦଇେ ସମାନଙ୍କେୁ ଉଷ୍ଣତା ଦଇେଛି ଏବଂ ସମାନେେ ମଧ୍ଯ ହୃଦଯଭଳି ମାେତେ ଆଶୀର୍ବାଦ କରିଛନ୍ତି।

ଆୟୁବ ପୁସ୍ତକ 38:3
ଆୟୁବ, ଜଣେ ମଣିଷ ପରି ଛିଡ଼ା ହାଇୟୋଅ, ଯାହା ଫଳ ରେ ମୁଁ ତୁମ୍ଭକୁ ପ୍ରଶ୍ନ ପଚାରି ପାରିବି ଏବଂ ତୁମ୍ଭେ ମାେତେ ଉତ୍ତର ଦଇପୋରିବ।

ଆୟୁବ ପୁସ୍ତକ 40:7
ଆୟୁବ, କଟୀବନ୍ଧନ କରି ଜଣେ ମନୁଷ୍ଯ ପରି। ଏବଂ ମୁଁ ଯାହା ପ୍ରଶ୍ନ କରିବି ତା'ର ଉତ୍ତର ଦବୋକୁ ପ୍ରସ୍ତୁତ ହୁଅ।

ଯିଶାଇୟ 5:27
ସସହି ଶତ୍ରୁଗଣସକଲବ ଅବଶସହଲବ ନାହିଁ କିସସମାନଙ୍କର ପତନସହବ ନାହିଁ।ସସମାଲନସକଲବ ଢୁଳାଇବଲ ନାହିଁ କିସଶାଇଯିଲବ ନାହିଁ।ସସମାନଙ୍କର କଟିବନ୍ଧନସକଲବ ଫିଟିବ ନାହିଁ କି ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ।

ଯିଶାଇୟ 11:5
ପୁଣି ଯେତବେେଳେ ଦୁଷ୍ଟାଚାରୀମାନଙ୍କୁ ସଂହାର କରିବାକୁ ଆଦେଶ ଦବେେ, ସେତବେେଳେ ସମାନେେ ନିହତ ହବେେ। ଧର୍ମ ଓ ନ୍ଯାଯ ସେ ପିଲାକୁ ଶକ୍ତି ଦବେ। ସଗେୁଡ଼ିକ ତା'ର ଅଣ୍ଟାର ବଳଯ ସଦୃଶ ହବେ।

ଯିଶାଇୟ 32:11
ହେ ଶାନ୍ତିପ୍ରିଯ ନାରୀଗଣ, ତୁମ୍ଭମାନେେ କମ୍ପିତା ହବେ। ହେ ନିଶ୍ଚିତା ନାରୀଗଣ, ତୁମ୍ଭମାନେେ ଉଦ୍ ବିଗ୍ନା ହବେ। ତୁମ୍ଭମାନଙ୍କର ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ କଟି ଦେଶ ରେ ଚଟ ବାନ୍ଧ।

ଯିରିମିୟ 30:6
ପ୍ରେତ୍ୟକକ ଲୋକଙ୍କୁ ପଚାରି ବୁଝ, ସମାନେେ କ'ଣ ପ୍ରସବ ବଦନୋ ପାଉଛନ୍ତି ? ତାହା ନ ହେଲେ ପ୍ରେତ୍ୟକକ ପୁରୁଷ କାହିଁକି ପ୍ରସବ ବଦନୋ ପାଇଲା ପରି ଆପଣା କଟିଦେଶ ରେ ହସ୍ତ ରଖିଛନ୍ତି ଓ ପ୍ରେତ୍ୟକକଙ୍କର ମୁଖ ମଳିନ ପଡ଼ିଛି କାହିଁକି ?

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்