Base Word
חֲלִיפָה
Short Definitionalternation
Long Definitiona change, change (of garments), replacement
Derivationfrom H2498
International Phonetic Alphabetħə̆.lɪi̯ˈpɔː
IPA modχə̆.liːˈfɑː
Syllableḥălîpâ
Dictionhuh-lee-PAW
Diction Modhuh-lee-FA
Usagechange, course
Part of speechn-f

ଆଦି ପୁସ୍ତକ 45:22
ଯୋଷଫେ ତାଙ୍କର ପ୍ରେତ୍ୟକକ ଭାଇମାନଙ୍କୁ ଗୋଟିଏ ୟୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ଯାମୀନକୁ 300 ରେ ୗପ୍ୟ ମୁଦ୍ରା ଓ ଆଞ୍ଚ ୟୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ।

ଆଦି ପୁସ୍ତକ 45:22
ଯୋଷଫେ ତାଙ୍କର ପ୍ରେତ୍ୟକକ ଭାଇମାନଙ୍କୁ ଗୋଟିଏ ୟୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ଯାମୀନକୁ 300 ରେ ୗପ୍ୟ ମୁଦ୍ରା ଓ ଆଞ୍ଚ ୟୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ।

ବିଚାରକର୍ତାମାନଙ୍କ ବିବରଣ 14:12
ଏହାପରେ ଶାମ୍ଶାେନ୍ ସହେି ତିରିଶ ଜଣ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଏକ ରହସ୍ଯାବୃତ ପ୍ରଶ୍ନ କହିବାକକ୍ସ୍ଟ ଗ୍ଭ ହେଁ। ତୁମ୍ଭମାନେେ ଯବେେ ଏହି ଭୋଜିର ସାତଦିନ ମଧିଅରେ ତହିଁର ଅର୍ଥ ବାହାର କରି ମାେତେ ଜଣାଇବ। ତବେେ ତୁମ୍ଭମାନଙ୍କୁ ମୁ ତିରିଶ ରେଶମବସ୍ତ୍ର ଓ ତିରିଶ ୟୋଡା ପୋଷାକ ଦବେି।

ବିଚାରକର୍ତାମାନଙ୍କ ବିବରଣ 14:13
ଯଦି ତୁମ୍ଭେ କହେି ଉତ୍ତର ବାହାର କରି ନ ପାର, ତବେେ ତୁମ୍ଭମାନେେ ମାେତେ ତିରିଶଟି ମସିନା ବସ୍ତ୍ର ଓ ତିରିଶଟି ସାଜ ପୋଷାକ ଦବେ। ତେଣୁ ସହେି ତିରିଶ ଜଣ ଲୋକ ପଚାରିଲେ, ତୁମ୍ଭେ ତୁମ୍ଭର ପ୍ର ହଳେିକା କକ୍ସ୍ଟହ, ଆମ୍ଭେ ତାକକ୍ସ୍ଟ ଶୁଣିବାକୁ ଗ୍ଭହକ୍ସ୍ଟଁଅଛକ୍ସ୍ଟ।

ବିଚାରକର୍ତାମାନଙ୍କ ବିବରଣ 14:19
ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।

ପ୍ରଥମ ରାଜାବଳୀ 5:14
ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ଯକ୍ଷ ରୂପେ ନିୟୁକ୍ତି କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗ ରେ ବିଭକ୍ତ କଲେ। ପ୍ରତି ଦଳ ରେ 10,000 ଲୋକ ରହିଲେ। ଏହି ଲୋକମାନେ ମା ସେ ଲଖାେଁଏ ଲିବାନୋନ ରେ ଓ ଦୁଇମାସ ଲୋଖାଁଏ ଘ ରେ ରହିଲେ।

ଦିତୀୟ ରାଜାବଳୀ 5:5
ତା'ପରେ ଅରାମ୍ର ରାଜା କହିଲେ, ବର୍ତ୍ତମାନ ତୁମ୍ଭେ ୟାଅ, ଆଉ ମୁଁ ଇଶ୍ରାୟେଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।

ଦିତୀୟ ରାଜାବଳୀ 5:22
ଏହାପରେ ଗି ହଜେୀ କହିଲେ, ହଁ, ସବୁ କୁଶଳ। ମାରେ ମହାଶୟ ଇଲୀଶାୟ ମାେତେ ତୁମ୍ଭକୁ କହିବାକୁ ପଠାଇଛନ୍ତି, ' ଦେଖ ଏହିକ୍ଷଣି ଇଫ୍ରଯିମର ପର୍ବତମଯ ଦେଶରୁ ଭବିଷ୍ଯଦ୍ବକ୍ତାମାନଙ୍କ ପୁତ୍ରଗଣ ମଧ୍ଯରୁ ଦୁଇଜଣ ୟୁବକ ଆସିଲେ, ମୁଁ ବିନଯ କରୁଛି ସମାନଙ୍କେୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।

ଦିତୀୟ ରାଜାବଳୀ 5:23
ଏଥି ରେ ନାମାନ୍ କହିଲେ, ଅନୁଗ୍ରହପୂର୍ବକ ଦୁଇ ତାଳନ୍ତ ରୂପା ନିଅ। ଆଉ ସେ ଗି ହଜେୀକୁ ବହୁ ଅନୁ ରୋଧ କଲେ ରୂପା ନବୋକୁ। ସେ ଦୁଇଟି ଥଳୀ ରେ ଦୁଇ ତଳାନ୍ତ ରୂପା ରହିଥିବା ନଲୋ ଏବଂ ଦୁଇ ଶହ ସାଜ ପୋଷାକ ନେଲେ। ନାମାନ ଏସବୁ ଜିନିଷଗୁଡିକୁ ଗି ହଜେୀର ଦୁଇ ୟୁବକ ସାହାୟ୍ଯକାରୀଗଣଙ୍କୁ ଦେଲେ ଏବଂ ସମାନେେ ଏହିସବୁ ଗି ହଜେୀ ଆଗକୁ ବହନ କରି ନେଲେ।

ଆୟୁବ ପୁସ୍ତକ 10:17
ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମାେ ବିରୁଦ୍ଧ ରେ ନଇେଆସ ମାେତେ ଅଧର୍ମ ପ୍ରମାଣିତ କରିବା ପାଇଁ। ତୁମ୍ଭେ ଆପଣା ରାଗକୁ ମାେ ଉପରେ ବାରମ୍ବାର ନାନା ପ୍ରକାର ରେ ବୃଦ୍ଧି କରୁଛ। ତୁମ୍ଭେ ସୈନ୍ଯ ପରେ ସୈନ୍ଯ ମାେ ବରୁଦ୍ଧ ରେ ପଠାଇଛ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்