Base Word
חָכָה
Short Definitionproperly, to adhere to; hence, to await
Long Definitionto wait, wait for, await
Derivationa primitive root (apparently akin to H2707 through the idea of piercing)
International Phonetic Alphabetħɔːˈkɔː
IPA modχɑːˈχɑː
Syllableḥākâ
Dictionhaw-KAW
Diction Modha-HA
Usagelong, tarry, wait
Part of speechv

ଦିତୀୟ ରାଜାବଳୀ 7:9
ତା'ପରେ ଏହି କୁଷ୍ଠୀମାନେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଆମ୍ଭମାନେେ ଭଲ କରୁନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭମାନେେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହବୋ ପର୍ୟ୍ଯନ୍ତ ବିଳମ୍ବ କରିବା ତବେେ ଆମ୍ଭମାନେେ ଦଣ୍ତିତ ହବୋ। ତବେେ ଆସ ଏ ସମ୍ବାଦ ରାଜଗୃହ ରେ ଦବୋ।

ଦିତୀୟ ରାଜାବଳୀ 9:3
ଏହି େଛାଟ ତୈଳ ଶିଶି ନଇେ ତାଙ୍କ ମସ୍ତକରେ ତୈଳ ଢାଳି କୁହ, 'ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।' ତା'ପରେ ତୁମ୍ଭେ ଦ୍ବାର ଫିଟାଇ ଦୌଡି ୟାଅ, ଆଉ ବିଳମ୍ବ କରନାହିଁ।

ଆୟୁବ ପୁସ୍ତକ 3:21
ସହେି ବ୍ଯକ୍ତି ମରିବାକୁ ଚାହୁଁଛି ଅଥଚ ମୃତ୍ଯୁ ତା' ନିକଟକୁ ଆସୁନାହିଁ। ସହେି ଲୋକଟି ଗୁପ୍ତଧନ ସନ୍ଧାନଠାରୁ ଅଧିକ ମୃତ୍ଯୁକୁ ଖାଜେି ବୁଲୁଛି।

ଆୟୁବ ପୁସ୍ତକ 32:4
ଇଲୀହୁ ସଠାେରେ ସବୁଠାରୁ ସାନ ଥିଲା। ସେ ମଧ୍ଯ ସବୁ କଥା ଶୁଣିସାରିବା ପର୍ୟ୍ଯନ୍ତ ଅପେକ୍ଷା କରିଥିଲା। ତା'ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ।

ଗୀତସଂହିତା 33:20
ତଣେୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା। ସେ ଆମ୍ଭକୁ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି।

ଗୀତସଂହିତା 106:13
କିନ୍ତୁ ପରମେଶ୍ବର କରିଥିବା କାର୍ୟ୍ଯଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସମାନେେ ପରମେଶ୍ବରଙ୍କ ଉପଦେଶ ଶୁଣିଲେ ନାହିଁ।

ଯିଶାଇୟ 8:17
ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଅପେକ୍ଷା କରିବି। ଯେତବେେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଚାନ୍ତି। ମୁଁ ସଦାପ୍ରଭୁଙ୍କ ଉପ ରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।

ଯିଶାଇୟ 30:18
ସେଥି ସକାେଶ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ଯ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହବେେ। କାରଣ ସଦାପ୍ରଭୁ ନ୍ଯାଯ ବିଚାରକାରୀ ପରମେଶ୍ବର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ଯ।

ଯିଶାଇୟ 30:18
ସେଥି ସକାେଶ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ଯ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହବେେ। କାରଣ ସଦାପ୍ରଭୁ ନ୍ଯାଯ ବିଚାରକାରୀ ପରମେଶ୍ବର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ଯ।

ଯିଶାଇୟ 64:4
କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்