Base Word
חִטָּה
Short Definitionwheat, whether the grain or the plant
Long Definitionwheat
Derivationof uncertain derivation
International Phonetic Alphabetħɪt̪̚ˈt̪’ɔː
IPA modχiˈtɑː
Syllableḥiṭṭâ
Dictionhit-TAW
Diction Modhee-TA
Usagewheat(-en)
Part of speechn-f

ଆଦି ପୁସ୍ତକ 30:14
ଅନନ୍ତର ଗହମ କଟା ସମୟରେ ରୁବନ୍େ ବାହା ରେ ୟାଇ କ୍ଷତରେୁ ଦୂଦାଫଳ ପାଇଆଣି ଆପଣାମାତା ଲୟୋକୁ ଦଲୋ। ତହୁଁ ରାହେଲ ଲୟୋକୁ କହିଲା, ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମାେତେ ଦିଅ।

ଯାତ୍ରା ପୁସ୍ତକ 9:32
ମାତ୍ର ଗହମ ଓ ୟହ୍ନା ବଡ ହାଇେ ନଥିବାରୁ ନଷ୍ଟ ହେଲା ନାହିଁ।

ଯାତ୍ରା ପୁସ୍ତକ 29:2
ଏହାପରେ ତାଡିଶୁନ୍ଯ ରୋଟୀ ଓ ତୈଳୟୁକ୍ତ ତାଡିଶୂନ୍ଯ ଚକୁଳୀ, ଏବଂ ତୈଳୟୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡୀଶୂନ୍ଯ ଅଟାରୁ ପ୍ରସ୍ତୁତ କରିବ।

ଯାତ୍ରା ପୁସ୍ତକ 34:22
ତୁମ୍ଭମାନେେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶଷେ ଭାଗ ରେ ଶସ୍ଯ ଅମଳର ପର୍ବ ପାଳନ କରିବା ଉଚିତ୍।

ଦିତୀୟ ବିବରଣ 8:8
ଏହି ଦେଶ ଗହମ, ୟବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମଯ ଅଟେ। ସହେି ଦେଶ ମଧ୍ଯ ଜିତତୈଳ ଓ ମଧକ୍ସ୍ଟମଯ ଅଟେ।

ଦିତୀୟ ବିବରଣ 32:14
ସଦାପ୍ରଭୁ ଇଶ୍ରାୟେଲ ଗୋଦଧି ଓ ଛାଗଦୁଗ୍ଧ ଦବୋ ସହିତ ମଷେ ମଦେ, ବାଶନଦେଶୀଯ ମଷେ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ ରସ ଦେଲେ।

ବିଚାରକର୍ତାମାନଙ୍କ ବିବରଣ 6:11
ଏହାପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀଯେଷ୍ରୀଯ ଯୋୟାସର ଅଧିକାର ସ୍ଥିତି ଅଫ୍ରା ରେ ଅଲୋନ୍ ବୃକ୍ଷ ମୂଳ ରେ ବସିଲେ। ସହେି ସମୟରେ ତା'ର ପକ୍ସ୍ଟତ୍ର ଗିଦ୍ଦଯୋନ ଦ୍ରାକ୍ଷାକକ୍ସ୍ଟଣ୍ତ ରେ ଗହମ ଝାଡକ୍ସ୍ଟଥିଲେ। ସେ ଏଥିପାଇଁ ଲକ୍ସ୍ଟଚକ୍ସ୍ଟଥିଲେ ଯେ, ମିଦିଯନୀଯମାନେ ଯେପରି ଗହମ ନ ଦବେେ।

ବିଚାରକର୍ତାମାନଙ୍କ ବିବରଣ 15:1
ଅମଳ ସମୟରେ ଶାମ୍ଶାେନ୍ ଗୋଟିଏ ୟକ୍ସ୍ଟବା ଛଳେି ଉପହାର ଧରି ନିଜର ସ୍ତ୍ରୀକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ ଏବଂ ସେ କହିଲେ, ମୁ ମାରେ ସ୍ତ୍ରୀକକ୍ସ୍ଟ ଦେଖିବାକକ୍ସ୍ଟ ୟାଇପା ରେ କି?

ରୂତର ବିବରଣ 2:23
ତେଣୁ ଋତ ବୋୟଜଙ୍କର ସହେି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଠଭାବରେ କାର୍ୟ୍ଯ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପ୍ରର୍ୟ୍ଯନ୍ତ ସଂଗ୍ରହ କରି ଚାଲିଲେ। ତା ପରେ ସେ ଗହମ ଅମଳ ଶଷେ ପର୍ୟ୍ଯନ୍ତ ସଠାେରେ କାର୍ୟ୍ଯ କଲେ, ଏବଂ ତାଙ୍କର ଶାଶୂଙ୍କ ସହିତ ରହିବାକକ୍ସ୍ଟ ଲାଗିଲା।

ପ୍ରଥମ ଶାମୁୟେଲ 6:13
ସହେି ସମୟରେ ବୈଥ-ଶମେଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତବେେଳେ ସମାନେେ ଆଖି ଉଠାଇଲେ, ସମାନେେ ପବିତ୍ର ସିନ୍ଦକ୍ସ୍ଟକ ଦେଖିଲେ ଓ ଆନନ୍ଦିତ ହେଲେ।

Occurences : 30

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்