Base Word
חֹזֶק
Short Definitionpower
Long Definitionstrength
Derivationfrom H2388
International Phonetic Alphabetħoˈd͡zɛk’
IPA modχo̞wˈzɛk
Syllableḥōzeq
Dictionhoh-DZEK
Diction Modhoh-ZEK
Usagestrength
Part of speechn-m

ଯାତ୍ରା ପୁସ୍ତକ 13:3
ମାଶାେ ଲୋକମାନଙ୍କୁ କହିଲେ, ଏହି ଦିବସକୁ ମନେ ରଖ, ତୁମ୍ଭମାନେେ ମିଶର ରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଭକ୍ଷଣ କରିବ।

ଯାତ୍ରା ପୁସ୍ତକ 13:14
ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।

ଯାତ୍ରା ପୁସ୍ତକ 13:16
ଏହା ଚିହ୍ନ ସ୍ବରୂପେ ତୁମ୍ଭ ହସ୍ତ ରେ ଓ ଭୂଷଣ ସ୍ବରୂପେ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ବାହୁବଳ ରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।

ଆମୋଷ 6:13
ତୁମ୍ଭମାନେେ ତୁଚ୍ଛା ରେ ଆନନ୍ଦ କରୁଛ। ଆଉ ତୁମ୍ଭମାନେେ କହୁଛ, ଆମ୍ଭେ ନିଜ ତୁଚ୍ଛା ରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।

ହଗୟ 2:22
ଆମ୍ଭେ ବହୁ ରାଜ୍ଯ ଓ ରାଜାଙ୍କୁ ଓଲଟାଇ ଦବୋ, ଆମ୍ଭେ ରାଜ୍ଯର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସମାନଙ୍କେର ରଥ ଓ ଆ ରୋହୀଙ୍କୁ ଧ୍ବଂସ କରିବା। ଆମ୍ଭେ ସମାନଙ୍କେର ୟୁଦ୍ଧ ଅଶ୍ବ ଓ ଆ ରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସମାନେେ ପରସ୍ପର ବିରୁଦ୍ଧ ରେ ଯିବେ ଏବଂ ପରସ୍ପର ଖଣ୍ତା ରେ ହଣାହଣି ହାଇେ ମରିବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்