Base Word
חִזָּיוֹן
Short Definitiona revelation, expectation by dream
Long Definitionvision
Derivationfrom H2372
International Phonetic Alphabetħɪd͡zːɔːˈjon̪
IPA modχi.zɑːˈjo̞wn
Syllableḥizzāyôn
Dictionhidz-zaw-YONE
Diction Modhee-za-YONE
Usagevision
Part of speechn-m

ଦିତୀୟ ଶାମୁୟେଲ 7:17
ନାଥନ ଏ ସମସ୍ତ ବାକ୍ଯ ଦର୍ଶନ ଅନକ୍ସ୍ଟସା ରେ ସେ ପରମେଶ୍ବରଙ୍କର ବାକ୍ଯଗକ୍ସ୍ଟଡିକ ଅନକ୍ସ୍ଟସା ରେ ଦାଉଦଙ୍କକ୍ସ୍ଟ କହିଲେ।

ଆୟୁବ ପୁସ୍ତକ 4:13
ରାତ୍ରିର ଗୋଟିଏ ଖରାପ ସ୍ବପ୍ନ ଭଳି ଏହା ମାରେ ନିଦ୍ରାକୁ ନଷ୍ଟ କରି ଦଲୋ।

ଆୟୁବ ପୁସ୍ତକ 7:14
କିନ୍ତୁ ହେ ପରମେଶ୍ବର, ମାରେ ଶଯନ ସମୟରେ ତୁମ୍ଭେ ମାେତେ ସ୍ବପ୍ନ ରେ ଭୟ ଦଖାେଉଛ। ତା'ପରେ ତୁମ୍ଭେ ମାେତେ ଦର୍ଶନ ରେ ଡ଼ରାଉଛ।

ଆୟୁବ ପୁସ୍ତକ 20:8
ସେ ସ୍ବପ୍ନ ଭଳି ମିଳାଇୟିବ। ଆଉ ତାକୁ କହେି ପାଇବେ ନାହିଁ। ସେ ଗୋଟିଏ ରାତ୍ରିର ଦୁଃସ୍ବପ୍ନ ଭଳି ଭୁଲି ହାଇଯେିବ।

ଆୟୁବ ପୁସ୍ତକ 33:15
ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।

ଯିଶାଇୟ 22:1
ଦର୍ଶନ ଉପତ୍ୟକା ସମ୍ବନ୍ଧୀଯ ଏକ ଦୁଃଖବାର୍ତ୍ତା : ତୁମ୍ଭମାନଙ୍କର କ'ଣ ହାଇେଛି ? ତୁମ୍ଭମାନେେ କାହିଁକି ଛାତ ଉପରକୁ ୟାଇଅଛ?

ଯିଶାଇୟ 22:5
ସଦାପ୍ରଭୁ ଏକ ସ୍ବତନ୍ତ୍ର ଦିନ ବାଛିଛନ୍ତି। ସହେିଦିନ ସଠାେ ରେ ବିଦ୍ରୋହ ଓ ବ୍ଯାକୁଳତା ଦଖାେ ଦବେ। ଦର୍ଶନ ଉପତ୍ୟକା ରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସହେି ଲୋକମାନେ ଉପତ୍ୟକା ରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପ ରେ ଆର୍ତ୍ତନାଦ କରିବେ।

ଯୋୟେଲ 2:28
ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।

ଯିଖରିୟ 13:4
ସଦେିନ ପ୍ରେତ୍ୟକକ ଭବିଷ୍ଯତ-ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହବେେ। ସମାନେେ ଭବିଷ୍ଯତ୍ବକ୍ତାପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்