Base Word
חֵזֵו
Short Definitiona sight
Long Definitionvision, appearance
Derivationfrom H2370
International Phonetic Alphabetħeˈd͡zew
IPA modχeˈzev
Syllableḥēzēw
Dictionhay-DZAY
Diction Modhay-ZAVE
Usagelook, vision
Part of speechn-m

ଦାନିଏଲ 2:19
ଏହାପ ରେ ପରମେଶ୍ବର ଦାନିୟେଲକୁ ଦର୍ଶନ ଦଇେ ଗୁପ୍ତ ବିଷଯ ରେ ଜଣାଇଲେ। ତହୁଁ ଦାନିୟେଲ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ଧନ୍ଯବାଦ କଲେ।

ଦାନିଏଲ 2:28
ମାତ୍ର ସ୍ବର୍ଗସ୍ଥ ପରମେଶ୍ବର ହିଁ କବଳେ ନିଗୂଢ ବିଷଯମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ଯ ପରମେଶ୍ବର ନବୂଖଦ୍ନିତ୍ସଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ବପ୍ନ ଥିଲା ଏବଂ ଏହି ଗୁଡିକୁ ଆପଣ ବିଛଣା ରେ ଶୋଇଥିଲା ବେଳେ ଦେଖିଲେ।

ଦାନିଏଲ 4:5
ମୁଁ ଗୋଟିଏ ସ୍ବପ୍ନ ଦେଖିଲି ଓ ତାହା ମାେତେ ଭୟଭୀତ କଲା। ଆଉ ମୁଁ ଶୟ୍ଯା ଉପ ରେ ଥିଲା ବେଳେ ମାରେ ଚିନ୍ତା ଓ ମନର ଦର୍ଶନ ମାେତେ ଉଦ୍ବିଗ୍ନ କଲା।

ଦାନିଏଲ 4:9
ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ଯକ ବେଲ୍ଟଶତ୍ସର, ମୁଁ ଜଣେ, ପବିତ୍ର ଦବଗେଣର ଆତ୍ମା ତୁମ୍ଭ ଅନ୍ତର ରେ ଅଛନ୍ତି ଓ କୌଣସି ନିଗୂଢ ବାକ୍ଯ ବୁଝିବା ତୁମ୍ଭପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମାେତେ ମାରେ ସ୍ବପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ।

ଦାନିଏଲ 4:10
ମୁଁ ଶୟ୍ଯା ରେ ଶୋଇଥିଲା ବେଳେ ମାେ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳ ରେ ମଧ୍ଯସ୍ଥଳ ରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା।

ଦାନିଏଲ 4:13
ମୁଁ ଶୟ୍ଯା ଉପ ରେ ଥିଲା ବେଳେ ଦର୍ଶନ ପାଇଲି। ଏକ ପବିତ୍ର ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ।

ଦାନିଏଲ 7:1
ବାବିଲର ରାଜା ବେଲ୍ଟଶତ୍ସରଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଦାନିୟେଲ ଆପଣା ଶୟ୍ଯା ଉପ ରେ ସ୍ବପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସହେି ସ୍ବପ୍ନ ରେ ସାରକଥା ଲେଖି ରଖିଲେ।

ଦାନିଏଲ 7:2
ଦାନିୟେଲ କହିଲେ, ମୁଁ ରାତ୍ରିକାଳ ରେ ମାରେ ଦର୍ଶନ ପାଇଲି ଯେ ମହାସମୁଦ୍ର ଉପ ରେ ଆକାଶର ଚତୁର୍ଦ୍ଦିଗରୁ ବାଯୁ ପ୍ରଚଣ୍ତ ବଗେ ରେ ବହିଲା ସହେି ବାଯୁ ସମୁଦ୍ରକୁ ଅଶାନ୍ତ କଲା।

ଦାନିଏଲ 7:7
ଏହାପ ରେ ମୁଁ ରାତ୍ରିକାଳର ଦର୍ଶନ ରେ ଦେଖିଲି, ମାରେ ସମ୍ମୁଖ ରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶଯ ବଳବାନ୍ ଥିଲା ଓ ତାହାର ବଡ ବଡ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶଟି ଶିଙ୍ଗ ଥିଲା।

ଦାନିଏଲ 7:13
ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்