Base Word
חוּס
Short Definitionproperly, to cover, i.e., (figuratively) to compassionate
Long Definition(Qal) to pity, have compassion, spare, look upon with compassion
Derivationa primitive root
International Phonetic Alphabetħuːs
IPA modχus
Syllableḥûs
Dictionhoos
Diction Modhoos
Usagepity, regard, spare
Part of speechv

ଆଦି ପୁସ୍ତକ 45:20
ସମସ୍ତ ମିଶର ଦେଶର ଉତ୍ତମ ଦ୍ରବ୍ଯ ତୁମ୍ଭମାନଙ୍କର ଅଟେ। ତୁମ୍ଭର ସମ୍ପତ୍ତିକୁ ତୁମ୍ଭର ଜନ୍ମଭୂମିରେ ପରିତ୍ଯାଗ କରିବା ବିଷଯ ରେ ଦୁଃଖ କରନାହିଁ।

ଦିତୀୟ ବିବରଣ 7:16
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତ ରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସମାନଙ୍କେୁ ଗ୍ରାସ କରିବ। ତୁମ୍ଭର ଚକ୍ଷକ୍ସ୍ଟ ସମାନଙ୍କେୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସମାନଙ୍କେ ଦବଗେଣକକ୍ସ୍ଟ ସବୋ କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ବରୂପ ହବେ।

ଦିତୀୟ ବିବରଣ 13:8
ସହେି ବ୍ଯକ୍ତିର କଥା ତୁମ୍ଭମାନେେ ଶକ୍ସ୍ଟଣିବା ଉଚିତ୍ ନକ୍ସ୍ଟହଁ। ସମାନଙ୍କେ ପାଇଁ ଅନକ୍ସ୍ଟକଐା ଦଖାେଅ ନାହିଁ। ତାଙ୍କୁ ମକ୍ସ୍ଟକ୍ତି ଦିଅ ନାହିଁ କି ତାଙ୍କୁ ସକ୍ସ୍ଟରକ୍ଷା ଦିଅନାହିଁ।

ଦିତୀୟ ବିବରଣ 19:13
ତୁମ୍ଭମାନେେ ତା'ପାଇଁ ଦକ୍ସ୍ଟଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧି ଲୋକକୁ ହତ୍ଯାକରି ପାପ କରିଛି। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ନିରୀହମାନଙ୍କର ରକ୍ତପାତ ଦୋଷରକ୍ସ୍ଟ ମକ୍ସ୍ଟକ୍ତି ପାଇବା ଉଚିତ୍। ତାହାହେଲେ କବଳେ ତୁମ୍ଭମାନଙ୍କର ମଙ୍ଗଳ ହବେ।

ଦିତୀୟ ବିବରଣ 19:21
ସହେି ଲୋକମାନଙ୍କୁ ଦଣ୍ତଦବୋ ସମୟରେ ତୁମ୍ଭମାନେେ ଦିଃଖ କରିବା ଉଚିତ୍ ନକ୍ସ୍ଟହଁ। ଯଦି କହେି ଜଣେ ଅନ୍ୟ ଜୀବନ ନଇେ ଥାଏ ତବେେ ତାକକ୍ସ୍ଟ ତାହାର ଜୀବନ ଦବୋ ଉଚିତ୍। ନିଯମ ଏପରି ହବେ, ଆଖି ପାଇଁ ଆଖି ଦବୋକକ୍ସ୍ଟ ପଡିବ, ଦାନ୍ତ ପାଇଁ ଦାନ୍ତ ଦବୋକକ୍ସ୍ଟ ପଡିବ, ହାତ ବଦଳ ରେ ହାତ ଓ ଗୋଡ ବଦଳ ରେ ଗୋଡ ଦବୋକକ୍ସ୍ଟ ପଡିବ।

ଦିତୀୟ ବିବରଣ 25:12
ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦକ୍ସ୍ଟଃଖ କରିବାର କିଛି ନାହିଁ।

ପ୍ରଥମ ଶାମୁୟେଲ 24:10
ମୁ ଗ୍ଭହିଁ ନଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ବଚକ୍ଷକ୍ସ୍ଟ ରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗକ୍ସ୍ଟମ୍ଫା ଭିତ ରେ ମାେ ପାଖ ରେ ତୁମ୍ଭକୁ ମାରିବା ପାଇଁ ସକ୍ସ୍ଟୟୋଗ ଦଇେଥିଲେ। କିନ୍ତୁ ମୁ ତୁମ୍ଭକୁ ମାରିବାକକ୍ସ୍ଟ ଇଚ୍ଛା କଲି ନାହିଁ। ମାରେତକ୍ସ୍ଟମ୍ଭ ପ୍ରତିଦୟା ଆସିଲା। ମୁ କହିଲି, 'ମୁ ମାରେ ପ୍ରଭକ୍ସ୍ଟଙ୍କକ୍ସ୍ଟ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ବାରା ବଛା ୟାଇଥିବା ରାଜା।'

ନିହିମିୟା 13:22
ଏହାପରେ ମୁଁ ଲବେୀୟମାନଙ୍କୁ ବିଶ୍ରାମଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ବାରସବୁ ଜଗିବାକୁ ଆଜ୍ଞା କଲି।

ଗୀତସଂହିତା 72:13
ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି। ରାଜା ସମାନଙ୍କେୁ ଜୀବିତ ରଖନ୍ତି।

ଯିଶାଇୟ 13:18
ସହେି ସୈନ୍ଯମାନେ ବାବିଲ ଆକ୍ରମଣ କରି ତା'ର ୟୁବକମାନଙ୍କୁ ହତ୍ଯା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସମାନେେ ଦୟା ଦଖାଇବେେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହ ମାରୋର ପରି ସଂପୂର୍ଣ୍ଣ ଧ୍ବଂସ ପାଇବ। ଯେତବେେଳେ ପରମେଶ୍ବର ସମାନଙ୍କେୁ ନଷ୍ଟ କରିବେ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்