Base Word
חוֹחַ
Short Definitiona thorn; by analogy, a ring for the nose
Long Definitionthorn, brier, bramble, thornbush, thicket
Derivationfrom an unused root apparently meaning to pierce
International Phonetic Alphabetˈħo.ɑħ
IPA modˈχo̞w.ɑχ
Syllableḥôaḥ
DictionHOH-ah
Diction ModHOH-ak
Usagebramble, thistle, thorn
Part of speechn-m

ପ୍ରଥମ ଶାମୁୟେଲ 13:6
ଇଶ୍ରାୟେଲୀୟମାନେ ଆପଣାମାନଙ୍କ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗକ୍ସ୍ଟମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ଯାନ୍ଯ ଗାତ୍ର ରେ ଆତ୍ମଗୋପନ କଲେ।

ଦିତୀୟ ରାଜାବଳୀ 14:9
ଇଶ୍ରାୟେଲର ରାଜା ୟୋଯାଶ ଯିହୁଦାର ରାଜା ଅମତ୍ସିଯ ନିକଟକୁ ଲୋକ ପଠାଇ କହିଲେ, ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, 'ତୁମ୍ଭ କନ୍ଯାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।' ମାତ୍ର ଲିବାନୋନ୍ର ଏକ ବନ୍ଯ ପଶୁ ସହେି ବାଟ ଦଇେ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦ ରେ ଦଳି ଦଲୋ।

ଦିତୀୟ ବଂଶାବଳୀ 25:18
ଏହାପରେ ଯୋୟାଶ୍ ଅମତ୍ସିଯଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇଶ୍ରାୟେଲର ରାଜା ଓ ଅମତ୍ସିଯ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ : ଲିବା ନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦବଦୋରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, 'ତୁମ୍ଭର କନ୍ଯା ମାରେ ପୁତ୍ରକୁ ବିବାହ କରୁ।' କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦଇେ ଚାଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦଲୋ।

ଦିତୀୟ ବଂଶାବଳୀ 33:11
ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।

ଆୟୁବ ପୁସ୍ତକ 31:40
ଯଦି ମୁଁ କବେେ ବି ସହେିସବୁ ଭୁଲ୍ କାମ କରିଥାଏ, ତବେେ ମାେ ଜମି ରେ ଗହମ ଓ ୟଅ ବଦଳ ରେ କଣ୍ଟା ଓ ବାଳୁଙ୍ଗା ଉଠୁ। ଏବଂ ତା'ପରେ ଆୟୁବର କଥା ସମାପ୍ତ ହେଲା।

ଆୟୁବ ପୁସ୍ତକ 41:2
ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ?

ହିତୋପଦେଶ 26:9
ମତ୍ତଲୋକର ହସ୍ତ ରେ କଣ୍ଟକ ଉଠାୟିବା ଯେପରି, ମୂର୍ଖମାନଙ୍କ ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି ଅଟେ।

ପରମଗୀତ 2:2
ହେ ମାରେ ପ୍ରିୟେ, କଣ୍ଟକ ମଧିଅରେ ଶାେଶନ୍ ପୁଷ୍ପ ସହେିପରି ତୁମ୍ଭେ ୟୁବତୀଗଣ ମଧିଅରେ ମାରେ ପ୍ରିଯା।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்