Base Word
חָדָה
Short Definitionto rejoice
Long Definitionto rejoice
Derivationa primitive root
International Phonetic Alphabetħɔːˈd̪ɔː
IPA modχɑːˈdɑː
Syllableḥādâ
Dictionhaw-DAW
Diction Modha-DA
Usagemake glad, be joined, rejoice
Part of speechv

ଯାତ୍ରା ପୁସ୍ତକ 18:9
ଯିଥ୍ରୋବହୁତ ଖୁସି ହେଲେ, ଯେତବେେଳେ ଜାଣିଲେ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ପାଇଁ ବହୁତ ଭଲ କର୍ମମାନ କରିଛନ୍ତି। ଏବଂ ସେ ବହୁତ ଖୁସି ହେଲେ ଯେ ସଦାପ୍ରଭୁ ମିଶରଠାରୁ ଇଶ୍ରାୟେଲକୁ ମୁକ୍ତ କରିଛନ୍ତି।

ଆୟୁବ ପୁସ୍ତକ 3:6
ସହେି ରାତ୍ରିଟିକୁ ଘନ ଅନ୍ଧକାର ଘାଡ଼ୋଇଦେଉ, ସହେି ରାତ୍ରିଟି କ୍ଯାଲେଣ୍ଡରରୁ ଲିଭିଯାଉ। ସହେି ରାତ୍ରିଟିକୁ କୌଣସି ମାସ ରେ ସ୍ଥାନ ଦିଆ ନ ଯାଉ।

ଗୀତସଂହିତା 21:6
ହେ ପରମେଶ୍ବର, ତୁମ୍ଭେ ପ୍ରକୃତରେ ସହେି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତବେେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିୟାଏ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்