Base Word
חָגַר
Short Definitionto gird on (as a belt, armor, etc.)
Long Definitionto gird, gird on, gird oneself, put on a belt
Derivationa primitive root
International Phonetic Alphabetħɔːˈɡɑr
IPA modχɑːˈɡɑʁ
Syllableḥāgar
Dictionhaw-ɡAHR
Diction Modha-ɡAHR
Usagebe able to put on, be afraid, appointed, gird, restrain, × on every side
Part of speechv

ଯାତ୍ରା ପୁସ୍ତକ 12:11
ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

ଯାତ୍ରା ପୁସ୍ତକ 29:9
ହାରୋଣର ଓ ତା'ର ପୁତ୍ରମାନଙ୍କର କଟୀ ରେ କଟୀବନ୍ଧନ ବାନ୍ଧିଦିଅ ଓ ସମାନଙ୍କେ ମସ୍ତକରେ ପଗଡି ବାନ୍ଧ। ତହିଁରେ ସମାନେେ ବିଶଷେ ବ୍ଯବସ୍ଥା ଅନୁସାରେ ସର୍ବଦା ଯାଜକ ହବେେ।

ଲେବୀୟ ପୁସ୍ତକ 8:7
ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

ଲେବୀୟ ପୁସ୍ତକ 8:7
ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

ଲେବୀୟ ପୁସ୍ତକ 8:13
ତା'ପରେ ମାଶାେ ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସମାନଙ୍କେୁ ଜାମା ପିନ୍ଧାଇଲେ, କଟୀ ରେ ସମାନଙ୍କେର କଟୀବନ୍ଧନୀ ବାନ୍ଧିଲେ ଓ ସମାନଙ୍କେୁ ଶିରୋଭୂଷଣ ରେ ଭୂଷିତ କଲେ। ମାଶାେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

ଲେବୀୟ ପୁସ୍ତକ 16:4
ହାରୋଣ ଜଳ ରେ ନିଜର ଶରୀରକୁ ଧେ ୗତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦହେ ରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟୀବନ୍ଧନୀ କଟି ରେ ବାନ୍ଧିବେ ଓ ଶୁଭ୍ର ପଗଡି ମୁଣ୍ଡ ରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।

ଦିତୀୟ ବିବରଣ 1:41
ଏହାପରେ ତୁମ୍ଭମାନେେ କହିଲ, ' ମାଶାେ, ଆମ୍ଭେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଆମ୍ଭେ ୟକ୍ସ୍ଟଦ୍ଧ କରିବା।' ଏହାପରେ ତୁମ୍ଭମାନେେ ନିଜ ନିଜର ୟକ୍ସ୍ଟଦ୍ଧଅସ୍ତ୍ର ଧରି ପର୍ବତ ଉପରକକ୍ସ୍ଟ ୟିବାକକ୍ସ୍ଟ ଅଗ୍ରସର ହେଲ। ତୁମ୍ଭମାନେେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ଯମଯ ଦେଶ ଅଧିକାର କରିବାକୁ ସକ୍ସ୍ଟବିଧା ହବେ।

ବିଚାରକର୍ତାମାନଙ୍କ ବିବରଣ 3:16
ଏହକ୍ସ୍ଟଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ର୍ଦୈଘ୍ଯ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ବିଧାର ବିଶିଷ୍ଟ ଥିଲା। ଏହାକକ୍ସ୍ଟ ତାଙ୍କର ଦକ୍ଷିଣ ଜଂଘ ରେ ବସ୍ତ୍ର ଭିତ ରେ ବାନ୍ଧି କଖିଲେ।

ବିଚାରକର୍ତାମାନଙ୍କ ବିବରଣ 18:11
ତେଣୁ ଦାନ ପରିବାରବର୍ଗରକ୍ସ୍ଟ 600 ଲୋକ ୟକ୍ସ୍ଟଦ୍ଧାସ୍ତ୍ର ରେ ସଜ୍ଜିତ ହାଇେ ସରିଯ ଓ ଇଷ୍ଟାଯୋଲ ପରିତ୍ଯାଗ କଲେ।

ବିଚାରକର୍ତାମାନଙ୍କ ବିବରଣ 18:16
ଦାନ ପରିବାରବର୍ଗର 600 ଲୋକ ଅସ୍ତ୍ର ରେ ସଜ୍ଜିତ ହାଇେଥିଲେ। ସମାନେେ ଫାଟକ ନିକଟରେ ଛିଡା ହେଲେ।

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்