Base Word
זָרַע
Short Definitionto sow; figuratively, to disseminate, plant, fructify
Long Definitionto sow, scatter seed
Derivationa primitive root
International Phonetic Alphabetd͡zɔːˈrɑʕ
IPA modzɑːˈʁɑʕ
Syllablezāraʿ
Dictiondzaw-RA
Diction Modza-RA
Usagebear, conceive seed, set with sow(-er), yield
Part of speechv

ଆଦି ପୁସ୍ତକ 1:11
ପରମେଶ୍ବର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ, ଏହିପରି ହେଲା।

ଆଦି ପୁସ୍ତକ 1:12
ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ଜୀବ ଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସଜୀବ ଫଳ ଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶୁଥିଲା।

ଆଦି ପୁସ୍ତକ 1:29
ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜ ଉତ୍ପାଦକ ଗଛ ଦେଉଛି ଏବଂ ପ୍ରେତ୍ୟକକ ଗଛ ଯାହାର ଫଳ ମଧିଅରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହବେ।

ଆଦି ପୁସ୍ତକ 1:29
ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜ ଉତ୍ପାଦକ ଗଛ ଦେଉଛି ଏବଂ ପ୍ରେତ୍ୟକକ ଗଛ ଯାହାର ଫଳ ମଧିଅରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହବେ।

ଆଦି ପୁସ୍ତକ 26:12
ଏହାପରେ ଇସ୍ହାକ ସହେି ଦେଶ ରେ କୃଷି କର୍ମ କରି ସହେି ବର୍ଷ ଯାହା ଲଗାଇଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।

ଆଦି ପୁସ୍ତକ 47:23
ଏହାପରେ ଯୋଷଫେ ପ୍ରଜାମାନଙ୍କୁ କହିଲେ, ଆଜି ପର୍ୟ୍ଯନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ। ଏବେ ଏହି ବିହନ ନଇେ ଭୂମିରେ ବୁଣ।

ଯାତ୍ରା ପୁସ୍ତକ 23:10
ମଞ୍ଜି ବୁଣା, ଶସ୍ଯ ଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର।

ଯାତ୍ରା ପୁସ୍ତକ 23:16
ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ବିତୀୟ ଉତ୍ସବ। ତୁମ୍ଭମାନେେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭ ରେ ପାଳନ କରିବ।

ଲେବୀୟ ପୁସ୍ତକ 11:37
ପୁଣି ବୁଣା ୟିବାକୁ ଥିବା ବିହନ ଉପରେ ଯଦି ସମାନଙ୍କେର ଶବର କିଛି ପଡେ ତବେେ ତାହା ଶୁଚି ରହିବ।

ଲେବୀୟ ପୁସ୍ତକ 12:2
ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, 'ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତବେେ ସେ ସ୍ତ୍ରୀ ଧର୍ମର ଅ େଶୗଚ ସମୟ ପରି ସାତଦିନ ୟାଏ ଅଶୁଚି ରହିବ।

Occurences : 56

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்