Base Word
אוּרִיאֵל
Short DefinitionUriel, the name of two Israelites
Long Definitionchief of the Levitical line of Kohath in David's time
Derivationfrom H0217 and H0410; flame of God
International Phonetic Alphabetʔuː.rɪi̯ˈʔel
IPA modʔu.ʁiːˈʔel
Syllableʾûrîʾēl
Dictionoo-ree-ALE
Diction Modoo-ree-ALE
UsageUriel
Part of speechn-pr-m

ପ୍ରଥମ ବଂଶାବଳୀ 6:24
ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିଯଲେ ତହତ୍ଙ୍କ ପୁତ୍ର ଥିଲେ। ଊଷିଯ ଉରିଯଲଙ୍କେ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 15:5
କହାତଙ୍କ ପରିବାରବର୍ଗରୁ 120 ଜଣ ଲୋକ ଆସିଲେ। ଉରିଯଲେ ସମାନଙ୍କେର ନେତା ଥିଲେ।

ପ୍ରଥମ ବଂଶାବଳୀ 15:11
2 ଜଣ ଲୋକ ଆସିଲେ। ଅମ୍ମୀନାଦବ ସମାନଙ୍କେର ନେତା ଥିଲେ। ଏହାପରେ ଦାଉଦ, ଯାଜକ ସାଦୋକ ଓ ଅବିଯାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲବେୀୟମାନଙ୍କୁ ମଧ୍ଯ ଡାକିଲେ : ଉରିଯଲେ, ଅସାଯ, ଯାୟେଲ, ଶମଯିଯ, ଇଲୀଯଲେ ଓ ଅମ୍ମୀନାଦବ।

ଦିତୀୟ ବଂଶାବଳୀ 13:2
ଅବିଯ ୟିରୁଶାଲମ ରେ ତିନିବର୍ଷ ରାଜାରୂପେ ରହିଲେ। ଅବିଯଙ୍କର ମାତା ଥିଲେ ମୀଖାଯା, ସେ ଉରିଯଲଙ୍କେର କନ୍ଯା ଥିଲେ। ଉରିଯଲେ ଗିବିଯା ସହରରୁ ଆସିଥିଲେ। ଅବିଯ ଓ ୟାରବିଯାମ୍ଙ୍କ ମଧିଅରେ ୟୁଦ୍ଧ ଲାଗି ରହିଥିଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்