Base Word
זֵר
Short Definitiona chaplet (as spread around the top), i.e., (specifically) a border moulding
Long Definitionborder, moulding, circlet
Derivationfrom H2237 (in the sense of scattering)
International Phonetic Alphabetd͡zer
IPA modzeʁ
Syllablezēr
Dictiondzare
Diction Modzare
Usagecrown
Part of speechn-m

ଯାତ୍ରା ପୁସ୍ତକ 25:11
ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣ ରେ ତାହା ମଡାଇବ। ତା'ର ଭିତର ପଟ ଓ ବାହାର ପଟେ ରେ ମଧ୍ଯ ମଡାଇବ। ଏବଂ ତା'ଉପରେ ଚତୁର୍ଦ୍ଦିଗ ରେ ସୁବର୍ଣ୍ଣର କନ୍ଥ କରିବ।

ଯାତ୍ରା ପୁସ୍ତକ 25:24
ଏହି ମଜେକୁ ଖାଣ୍ଟି ସୁବର୍ଣ୍ଣ ରେ ଆଚ୍ଛାଦନ କର ଏବଂ ତା'ର ଚତୁର୍ଦ୍ଦିଗ ରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ।

ଯାତ୍ରା ପୁସ୍ତକ 25:25
ଏହାପରେ ମଜେର ଚତୁଃପାଶର୍‌ବ ରେ ଏକ ହାତ ଓସାରର ଏକ ତକ୍ତା ତିଆରି କର ଏବଂ ଏକ ସୁବର୍ଣ୍ଣର କାନ୍ଥ ଲଗାଅ।

ଯାତ୍ରା ପୁସ୍ତକ 30:3
ଏହି ବଦେୀର ଉପର ଏବଂ ଚତୁଃପାଶର୍‌ବକୁ ନିର୍ମଳ ସୁନା ରେ ଆଚ୍ଛାଦନ କର ଏବଂ ଚାରିଆଡେ ସୁନା କାନ୍ଥ ଦବେ।

ଯାତ୍ରା ପୁସ୍ତକ 30:4
ସୁବର୍ଣ୍ଣର ବଳଯ ତଳେ ଦୁଇଟି କଣା କର। ଏବଂ ସଠାେରେ ଦୁଇଟି ସୁବର୍ଣ୍ଣର ଆଙ୍କୁଡା ଲଗାଅ। ୟଜ୍ଞବଦେୀକୁ ସାଙ୍ଗୀ ସାହାୟ୍ଯ ରେ ବହିନିଅ।

ଯାତ୍ରା ପୁସ୍ତକ 37:2
ସେ ଏହି ସିନ୍ଦକକୁ ଶୁଦ୍ଧ ସୁବର୍ଣ୍ଣ ଦ୍ବାରା ଭିତର ପଟ ଓ ବାହାର ପଟ ମଡାଇଲେ। ଏହାପରେ ସେ ସୁବର୍ଣ୍ଣର କାନ୍ଥ କଲେ।

ଯାତ୍ରା ପୁସ୍ତକ 37:11
ସେ ସହେି ମଜେକୁ ଶୁଦ୍ଧ ସୁବର୍ଣ୍ଣ ରେ ଆଚ୍ଛାଦନ କଲେ ଏବଂ ଟବେୁଲ ଚାରିପାଖ ରେ ଶୁଦ୍ଧ ସୁବର୍ଣ୍ଣର କାନ୍ଥ ତିଆରି କଲେ।

ଯାତ୍ରା ପୁସ୍ତକ 37:12
ତା'ପରେ ସେ ମଜେ ଚାରିପାଖ ଏକ ହାତ, ଓସାର ବିଶିଷ୍ଟ ଏକ ଢାଞ୍ଚା ତିଆରି କଲେ ଓ ଢାଞ୍ଚାର ଚାରିପଟେ ସୁବର୍ଣ୍ଣର ବଳଯ ତିଆରି କଲେ।

ଯାତ୍ରା ପୁସ୍ତକ 37:26
ଏବଂ ସହେି ଧୂପବଦେୀଟିର ଶିଙ୍ଗ ସହିତ ଉପରି ଭାଗ ଶୁଦ୍ଧ ସୁବର୍ଣ୍ଣ ରେ ଆଚ୍ଛାଦିତ ହାଇେଥିଲା। ଏବଂ ସେ ବଦେୀ ଚତୁଃପାଶର୍‌ବ ରେ ସୁବର୍ଣ୍ଣର ବଳଯ ନିର୍ମାଣ କଲେ।

ଯାତ୍ରା ପୁସ୍ତକ 37:27
ଧୂପବଦେୀକୁ ବହିବା ପାଇଁ ତା'ର ପ୍ରେତ୍ୟକକ ପାଶର୍‌ବ ରେ ସୁବର୍ଣ୍ଣର ବଳଯ ତଳେ ସୁବର୍ଣ୍ଣ ଦୁଇ କଡା ନିର୍ମାଣ କଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்