Base Word
אוּרִי
Short DefinitionUri, the name of three Israelites
Long Definitiona prince of Judah, a son of Hur who was used by God to prepare the tabernacle
Derivationfrom H0217; fiery
International Phonetic Alphabetʔuːˈrɪi̯
IPA modʔuˈʁiː
Syllableʾûrî
Dictionoo-REE
Diction Modoo-REE
UsageUri
Part of speechn-pr-m

ଯାତ୍ରା ପୁସ୍ତକ 31:2
ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ଯକ୍ତିକୁ ବାଛି ଅଛୁ ୟିଏକି ଆମ୍ଭ ପାଇଁ ଏକ ବିଶଷେ କାର୍ୟ୍ଯ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲଲେ।

ଯାତ୍ରା ପୁସ୍ତକ 35:30
ଏହାପରେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଦେଖ, ସଦାପ୍ରଭୁ ବତ୍ସଲଲକେୁ ମନୋନୀତ କଲେ। ୟିଏ ୟିହୂଦା ପରିବାରବର୍ଗର ଅନ୍ତଭୁର୍କ୍ତ ଅଟେ। ବତ୍ସଲଲେ ଊରିର ପୁତ୍ର ଏବଂ ଊରି ଦୂରର ପୁତ୍ର ଅଟେ।

ଯାତ୍ରା ପୁସ୍ତକ 38:22
ସଦାପ୍ରଭୁ ମାଶାଙ୍କେ ଦ୍ବାରା ଯେଉଁ ଆଜ୍ଞା ଦଇେଥିଲେ, ସହେି ଅନୁୟାଯୀ ଯିହୁଦା ପରିବାରବର୍ଗର ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲଲେ ସେ ସବୁ ନିର୍ମାଣ କରିଥିଲେ।

ପ୍ରଥମ ରାଜାବଳୀ 4:19
ଇମାରେୀୟମାନଙ୍କ ରାଜା ସୀହାନରେ ଓ ବାଶନର ରାଜା ଓଗର ଗିଲିଯଦ ଦେଶ ରେ ଊରିର ପୁତ୍ର ଗବରେ; ସେ ଦେଶ ରେ ସେ ଏକମାତ୍ର ଦଶାେଧ୍ଯକ୍ଷ ଥିଲା।

ପ୍ରଥମ ବଂଶାବଳୀ 2:20
ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲଲଙ୍କେର ପିତା ଥିଲେ।

ପ୍ରଥମ ବଂଶାବଳୀ 2:20
ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲଲଙ୍କେର ପିତା ଥିଲେ।

ଦିତୀୟ ବଂଶାବଳୀ 1:5
ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।

ଏଜ୍ରା 10:24
ଗାଯକମାନଙ୍କ ମଧ୍ଯରୁ ଇଲୀଯାଶୀବ୍, ଦ୍ବାରପାଳକମାନଙ୍କ ମଧ୍ଯରୁ ଶଲ୍ଲୁମ୍ ଓ ଟଲେମ୍ ଓ ଊରି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்