Base Word
אוֹצָר
Short Definitiona depository
Long Definitiontreasure, storehouse
Derivationfrom H0686
International Phonetic Alphabetʔoˈt͡sˤɔːr
IPA modʔo̞wˈt͡sɑːʁ
Syllableʾôṣār
Dictionoh-TSAWR
Diction Modoh-TSAHR
Usagearmory, cellar, garner, store(-house), treasure(-house, -y)
Part of speechn-m

ଦିତୀୟ ବିବରଣ 28:12
ଠିକ୍ ସମୟରେ ଉତ୍ତମ ବର୍ଷା ପ୍ରଦାନ କରିବାକୁ ସଦାପ୍ରଭୁ ତାଙ୍କର ଆକାଶର ଗନ୍ତାଘର ଖାଲିବେେ। ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ରେ ଆଶୀର୍ବାଦ କରିବେ। ତୁମ୍ଭେ ଅନ୍ୟ ଗୋ୍ଟୀଯ ଲୋକମାନଙ୍କୁ ଋଣ ଦବେ। କିନ୍ତୁ ତୁମ୍ଭେ ସମାନଙ୍କେ ଠାରକ୍ସ୍ଟ କିଛି ଉଧାର ଆଣିବ ନାହିଁ।

ଦିତୀୟ ବିବରଣ 32:34
ସଦାପ୍ରଭୁ କକ୍ସ୍ଟହନ୍ତି, 'ଆମ୍ଭେ ଏହାକକ୍ସ୍ଟ ସଞ୍ଚିତ ରଖିଛକ୍ସ୍ଟ। ଆମ୍ଭେ ଏହାକକ୍ସ୍ଟ କ'ଣ ଭଣ୍ତାର ରେ ସାଇତି ରଖି ନାହକ୍ସ୍ଟଁ।

ଯିହୋଶୂୟ 6:19
ସମସ୍ତ ରୂପା, ସକ୍ସ୍ଟନା, ସମସ୍ତ ପିତ୍ତଳ ଓ ଲକ୍ସ୍ଟହାର ପାତ୍ର ଓ କରଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରାୟିବ ଓ ଏହା ସଦାପ୍ରଭୁଙ୍କ ଭଣ୍ତାରକକ୍ସ୍ଟ ଗ୍ଭଲିୟିବ।

ଯିହୋଶୂୟ 6:24
ଏହାପରେ ଇଶ୍ରାୟେଲ ଲୋକମାନେ ସେ ସହର ରେ ଅଗ୍ନି ସଂୟୋଗ କଲେ। ସମାନେେ ସହରର ସକ୍ସ୍ଟନା, ରୂପା, ଲୌହବସ୍ତକ୍ସ୍ଟ ଓ ପିତ୍ତଳ ଇତ୍ଯାଦିକକ୍ସ୍ଟ ଛାଡି ସମସ୍ତ ବସ୍ତକ୍ସ୍ଟକକ୍ସ୍ଟ ପୋଡି଼ ନଷ୍ଟ କରି ଦେଲେ ଏବଂ ଏହି ବସ୍ତକ୍ସ୍ଟମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହ ରେ ଜମା କଲେ।

ପ୍ରଥମ ରାଜାବଳୀ 7:51
ଏହିରୂଲପ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ ରାଜା ଶଲଲାମନ ସଂପୂର୍ଣ କଲଲ।ସସ ମନ୍ଦିର ନିମନ୍ଲତ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିରରସକାଷାଗରସର ରଖିଲଲ।

ପ୍ରଥମ ରାଜାବଳୀ 14:26
ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ଯତୀତ ସୁବର୍ଣ୍ଣର ଢାଳସବୁ ନଇଗେଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନଇେଥିଲେ।

ପ୍ରଥମ ରାଜାବଳୀ 14:26
ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ଯତୀତ ସୁବର୍ଣ୍ଣର ଢାଳସବୁ ନଇଗେଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନଇେଥିଲେ।

ପ୍ରଥମ ରାଜାବଳୀ 15:18
ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନଇେ ଆପଣା ଦାସମାନଙ୍କ ହସ୍ତ ରେ ସମର୍ପଣ କଲେ। ସେ ହିଷିଯୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀଯ ରାଜା ନିକଟକୁ ସମାନଙ୍କେୁ ପଠାଇ ଏହି କଥା କହିଲେ।

ପ୍ରଥମ ରାଜାବଳୀ 15:18
ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନଇେ ଆପଣା ଦାସମାନଙ୍କ ହସ୍ତ ରେ ସମର୍ପଣ କଲେ। ସେ ହିଷିଯୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀଯ ରାଜା ନିକଟକୁ ସମାନଙ୍କେୁ ପଠାଇ ଏହି କଥା କହିଲେ।

ଦିତୀୟ ରାଜାବଳୀ 12:18
ଏଥି ରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ୟିହୋଶାଫଟ, ୟିହୋରାମ ଓ ଅହସିଯ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତ୍ର ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାର ରେ ଏବଂ ରାଜ ପ୍ରାସାଦ ରେ ରଖାୟାଇଥିବା ସୁବର୍ଣ୍ଣ ଆଦି ମୂଲ୍ଯବାନ ଦ୍ରବ୍ଯଗୁଡିକୁ ଅରାମର ରାଜା ହସାଯଲେ ନିକଟକୁ ପଠାଇଲେ, ତେଣୁ ସେ ଆଉ ୟିରୁଶାଲମ ବିରୁଦ୍ଧ ରେ ଗଲେ ନାହିଁ।

Occurences : 79

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்