Base Word | |
וָו | |
Short Definition | a hook (the name of the sixth Hebrew letter) |
Long Definition | hook, peg, nail, pin |
Derivation | probably |
International Phonetic Alphabet | wɔːw |
IPA mod | vɑːv |
Syllable | wāw |
Diction | waw |
Diction Mod | vahv |
Usage | hook |
Part of speech | n-m |
ଯାତ୍ରା ପୁସ୍ତକ 26:32
ତୁମ୍ଭେ ସହେି ପରଦାକୁ ଶିଟୀମ୍ କାଠର ଚାରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସଗେୁଡିକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କୁଡା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ଯବହାର କର।
ଯାତ୍ରା ପୁସ୍ତକ 26:37
ସହେି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡାଇବ। ପୁଣି ସୁବର୍ଣ୍ଣ ରେ ତହିଁର ଆଙ୍କୁଡା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।
ଯାତ୍ରା ପୁସ୍ତକ 27:10
ତହିଁର କୋଡିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହବେ। ପୁଣି ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ହବେ।
ଯାତ୍ରା ପୁସ୍ତକ 27:11
ତମ୍ବୁର ଉତ୍ତର ପାଶର୍ବ ରେ ଶ ହେ ହାତ ଲମ୍ବ ପରଦା ହବେ ଓ ତାହାର କୋଡିଏ ସ୍ତମ୍ଭ ଓ କୋଡିଏ ଚୁଙ୍ଗୀ ପିତ୍ତଳର ହବେ। ଏବଂ ସ୍ତମ୍ଭର ଆଙ୍କଡା ଛୁଞ୍ଚିଆ ରୂପାର ହବେ।
ଯାତ୍ରା ପୁସ୍ତକ 27:17
ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆ ରେ ବନ୍ଦ ହବେ ଓ ତା'ର ଅଙ୍ଗଡା ରୂପାର ଓ ଚୁଙ୍ଗୀ ପିତ୍ତଳର ହବେ।
ଯାତ୍ରା ପୁସ୍ତକ 36:36
ସମାନେେ ତା'ପାଇଁ ଶିଟୀମ୍ କାଠର ଚାରିସ୍ତମ୍ଭ କରି ସୁବର୍ଣ୍ଣ ରେ ମଡାଇଲେ। ଏବଂ ସେସବୁର ଆଙ୍କଡା ସୁନା ରେ ତିଆରି କଲେ ଓ ତହିଁ ନିମନ୍ତେ ରୂପାର ଚାରୋଟୀ ଚୁଙ୍ଗୀ ଢାଳିଲେ।
ଯାତ୍ରା ପୁସ୍ତକ 36:38
ତାହାର ପାଞ୍ଚଟି ସ୍ତମ୍ଭ ଏବଂ ସେସବୁର ଆଙ୍କଡା ତିଆରି କଲେ ଏବଂ ସେ ସବୁର ମୁଣ୍ଡାଳି ଓ ଛୁଞ୍ଚିଆ ସୁବର୍ଣ୍ଣ ରେ ମଡାଇଲେ। ମାତ୍ର ସମାନଙ୍କେର ପାଞ୍ଚଟି ଚୁଙ୍ଗୀ ପିତ୍ତଳର ଥିଲା।
ଯାତ୍ରା ପୁସ୍ତକ 38:10
ଏହାର କୋଡିଏଟି ସ୍ତମ୍ଭ କୋଡିଏଟି ଚୁଙ୍ଗୀ ପିତ୍ତଳର ଏବଂ ସହେି ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ଥିଲା।
ଯାତ୍ରା ପୁସ୍ତକ 38:11
ଉତ୍ତର ଦିଗର ପରଦା ଶ ହେ ହାତ ତାହାର କୋଡିଏଟି ସ୍ତମ୍ଭ କୋଡିଏଟି ପିତ୍ତଳର ଚୁଙ୍ଗୀ ଓ ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ଥିଲା।
ଯାତ୍ରା ପୁସ୍ତକ 38:12
ପଶ୍ଚିମ ପାଶର୍ବ ରେ ପରଦା ପଚାଶ ହାତ ଲମ୍ବ ଥିଲା। ଏହାର ଦଶଟି ସ୍ତମ୍ଭ ଦଶଟି ଚୁଙ୍ଗୀ, ସ୍ତମ୍ଭର ଅଙ୍ଗଡା ଛୁଞ୍ଚିଆ ରୂପାର ଥିଲା।
Occurences : 13
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்