Base Word
הָתַל
Short Definitionto deride; by implication, to cheat
Long Definition(Piel) to mock, deceive
Derivationa primitive root
International Phonetic Alphabethɔːˈt̪ɑl
IPA modhɑːˈtɑl
Syllablehātal
Dictionhaw-TAHL
Diction Modha-TAHL
Usagedeal deceitfully, deceive, mock
Part of speechv
Base Word
הָתַל
Short Definitionto deride; by implication, to cheat
Long Definition(Piel) to mock, deceive
Derivationa primitive root
International Phonetic Alphabethɔːˈt̪ɑl
IPA modhɑːˈtɑl
Syllablehātal
Dictionhaw-TAHL
Diction Modha-TAHL
Usagedeal deceitfully, deceive, mock
Part of speechv

ଆଦି ପୁସ୍ତକ 31:7
ତୁମ୍ଭର ପିତା ମାେତେ ପ୍ରତାରଣା କଲେ। ତୁମ୍ଭର ପିତା ମାରେ ବତନେ ଦଶଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କଲେ। ସେ ଲାବନକୁ ମାରେ କ୍ଷତି କରିବାକୁ ଦେଲେ ନାହିଁ।

ଯାତ୍ରା ପୁସ୍ତକ 8:29
ମାଶାେ କହିଲେ, ଦେଖ, ଏ ସ୍ଥାନରୁ ୟାଇ ମୁଁ ଆପଣଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ମାଛିମାନଙ୍କଠାରୁ ମୁକ୍ତି ପାଇବା ପାଇଁ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ପାଇଁ ଯାଉଥିବା ଲୋକମାନଙ୍କୁ ଅଟକାଇବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 16:10
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲା, ତୁମ୍ଭେ ମାେତେ ବୋକା ବନଇେଲ ଓ ମିଥ୍ଯା କହିଲ। ଏବେ ତୁମ୍ଭେ କେଉଁଥି ରେ ବନ୍ଧାୟାଇପାର କକ୍ସ୍ଟହ।

ବିଚାରକର୍ତାମାନଙ୍କ ବିବରଣ 16:13
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ତୁମ୍ଭେ ପକ୍ସ୍ଟନର୍ବାର ମାେତେ ନିର୍ବୋଧ ବନଇେଲ ଓ ମିଛ କହିଲ! ତୁମ୍ଭେ କାହିଁ ରେ ବନ୍ଧାୟାଇପାର, ମାେତେ କକ୍ସ୍ଟହ।

ବିଚାରକର୍ତାମାନଙ୍କ ବିବରଣ 16:15
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହାଲା, ତୁମ୍ଭେ ପକ୍ସ୍ଟଣି ଥରେ ମାେତେ କହିଲ, ତୁମ୍ଭେ କିପରି କହିପାରକ୍ସ୍ଟଛ, 'ମୁ ତୁମ୍ଭକୁ ଭଲ ପାଏ,' ତୁମ୍ଭେ କେତବେେଳେ ହେଲେ ମାେତେ ବିଶ୍ବାସ କରୁନାହଁ? ତୁମ୍ଭର ମହାବଳ କେଉଁଥି ରେ ଅଛି ମାେତେ କହି ନାହଁ। ତୁମ୍ଭେ ମାେତେ ତିନି ଥର ୟାକ ବୋକା ବନାଇଲ।

ପ୍ରଥମ ରାଜାବଳୀ 18:27
ଏଲିଯ ସମାନଙ୍କେୁ ପରିହାସ କରି କହିଲେ, ଯଦି ବାଲ୍ ସତ୍ଯ ଦବେତା, ତବେେ ଉଚ୍ଚସ୍ବର ରେ ଡାକ, ସେ ହୁଏତ ଧ୍ଯାନ କରୁଥିବ କିମ୍ବା ବାହାରକୁ ୟାଇଥିବ, କିମ୍ବା ୟାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ବର ରେ ଡାକ।

ଆୟୁବ ପୁସ୍ତକ 13:9
ଯଦି ପରମେଶ୍ବର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ'ଣ ଭଲ ହବେ ଯେ ତୁମ୍ଭକୁ ପରମେଶ୍ବର ଠିକ୍ ବୋଲି କହିବେ ? ତୁମ୍ଭେ କ'ଣ ସତ ରେ ଭାବୁଛ ତୁମ୍ଭେ ପରମେଶ୍ବରଙ୍କୁ ପ୍ରତାରିତ କରିବ, ଯମେିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର।

ଆୟୁବ ପୁସ୍ତକ 13:9
ଯଦି ପରମେଶ୍ବର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ'ଣ ଭଲ ହବେ ଯେ ତୁମ୍ଭକୁ ପରମେଶ୍ବର ଠିକ୍ ବୋଲି କହିବେ ? ତୁମ୍ଭେ କ'ଣ ସତ ରେ ଭାବୁଛ ତୁମ୍ଭେ ପରମେଶ୍ବରଙ୍କୁ ପ୍ରତାରିତ କରିବ, ଯମେିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର।

ଯିଶାଇୟ 44:20
ସଯ ଭସ୍ମସଭାଜନ କଲର,ସସ ନିଜର ଜୀବନକୁ ରକ୍ଷା କରିପାସର ନାହିଁ।ସମା ଦକ୍ଷିଣ ହସ୍ତସର ଏହି ସମସ୍ତ ବିଷଯସର କ'ଣସକୗଣସି ମିଥ୍ଯା ନାହିଁ ? କହିପାସର ନାହିଁ। ଏଣୁ ତା'ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।

ଯିରିମିୟ 9:5
ସମାନେେ ପ୍ରେତ୍ୟକକ ଆପଣା ପ୍ରତିବେଶୀକୁ ପ୍ରବ୍ଯଞ୍ଚନା କରିବେ ଓ କବେେ ସତ୍ଯକଥା କହିବେ ନାହିଁ। ସମାନେେ ମିଥ୍ଯା କହିବାକୁ ନିଜ ନିଜ ଜିହ୍ବାକୁ ଶିଖାଇ ଅଛନ୍ତି। ଥକିବା ପର୍ୟ୍ଯନ୍ତ ସମାନେେ ମନ୍ଦକର୍ମ କରନ୍ତି।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்