Base Word
אוֹן
Short Definitionability, power, (figuratively) wealth
Long Definitionvigour, generative power
Derivationprobably from the same as H0205 (in the sense of effort, but successful)
International Phonetic Alphabetʔon̪
IPA modʔo̞wn
Syllableʾôn
Dictionone
Diction Modone
Usageforce, goods, might, strength, substance
Part of speechn-m

ଆଦି ପୁସ୍ତକ 49:3
ହେ ମାରେ ପ୍ରଥମ ପୁତ୍ର ରୁବନ୍େ, ତୁମ୍ଭେ ମାରେ ପ୍ରଥମଜାତ ପୁତ୍ର। ତୁମ୍ଭେ ମାରେ ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମାରେ ପୁତ୍ରମାନଙ୍କ ମଧିଅରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳି ଥିଲ।

ଦିତୀୟ ବିବରଣ 21:17
ମାତ୍ର ସେ ଅପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଜ୍ଯୈଷ୍ଠ ବୋଲି ସ୍ବୀକାର କରି ଆପଣା ସର୍ବସ୍ବରକ୍ସ୍ଟ ଦକ୍ସ୍ଟଇଗକ୍ସ୍ଟଣ ଅଂଶ ତାହାକକ୍ସ୍ଟ ଦବେ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜେଷ୍ଠ ଅଧିକାର ତା'ର ଅଟେ।

ଆୟୁବ ପୁସ୍ତକ 18:7
ତାଙ୍କର ଶକ୍ତ ପାଦ କ୍ଷୀଣ ହାଇଯେିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।

ଆୟୁବ ପୁସ୍ତକ 18:12
ଖରାପ ବିଷଯ ତା' ପାଇଁ ଭୋକିଲା ଅଛି। ଧ୍ବଂସ ବିଧ୍ବସ୍ତ ତା' ପାଇଁ ପ୍ରସ୍ତୁତ ଅଛନ୍ତି ସେ ଯେତବେେଳେ ପଡ଼ିବ।

ଆୟୁବ ପୁସ୍ତକ 20:10
ଦୁଷ୍ଟ ବ୍ଯକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫରୋଇ ଦବେେ। ତା'ର ନିଜ ହାତ ମଧ୍ଯ ତା'ର ସମ୍ପତ୍ତିକୁ ଫରୋଇ ଦବେ।

ଆୟୁବ ପୁସ୍ତକ 40:16
ବେ ହମୋେତର ଶରୀର ରେ ଅତ୍ଯଧିକ ଶକ୍ତି ଅଛି। ତା'ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ।

ଗୀତସଂହିତା 78:51
ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ଯା କଲେ। ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।

ଗୀତସଂହିତା 105:36
ଏବଂ ପରମେଶ୍ବର ସମାନଙ୍କେ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ଯା କଲେ ଓ ସେ ସମାନଙ୍କେର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।

ଯିଶାଇୟ 40:26
ଆକାଶକୁ ଦେଖ ! କିଏ ସହେି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି ? କିଏ ସହେି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସମାନଙ୍କେ ନାମ ଧରି ସମାନଙ୍କେୁ ଡ଼ାକନ୍ତି। ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ଯ ହଜେ ନାହିଁ।'

ଯିଶାଇୟ 40:29
ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்