Base Word | |
הוֹן | |
Short Definition | wealth; by implication, enough |
Long Definition | (n m) wealth, riches, substance |
Derivation | from the same as H1951 in the sense of H0202 |
International Phonetic Alphabet | hon̪ |
IPA mod | ho̞wn |
Syllable | hôn |
Diction | hone |
Diction Mod | hone |
Usage | enough, for nought, riches, substance, wealth |
Part of speech | n-m |
ଗୀତସଂହିତା 44:12
ହେ ପରମେଶ୍ବର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ଯରେ ବିକ୍ରୀ କରି ଦେଉଛି ଓ ସମାନଙ୍କେର ଉଚିତ୍ ଦାମ ପାଇଁ ମଧ୍ଯ ଆଲୋଚନା କରି ନାହିଁ।
ଗୀତସଂହିତା 112:3
ସହେି ଲୋକର ପରିବାର ଧନଶାଳୀ ହବେେ ଏବଂ ତା'ର ଧର୍ମ ଚିରକାଳସ୍ଥାଯୀ ହବେ।
ଗୀତସଂହିତା 119:14
ତୁମ୍ଭର ବାକ୍ଯରେ ରହି ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
ହିତୋପଦେଶ 1:13
ଆମ୍ଭମାନେେ ତହିଁରୁ ସବୁପ୍ରକାର ବହୁମୂଲ୍ଯ ଧନ ପାଇବା। ଲୁଟିତ ଦ୍ରବ୍ଯ ରେ ଆମ୍ଭମାନଙ୍କର ଗୃହକୁ ପରିପୂର୍ଣ୍ଣ କରିବା।
ହିତୋପଦେଶ 3:9
ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।
ହିତୋପଦେଶ 6:31
ମାତ୍ର ଯଦି ଧରାପଡ଼େ, ତବେେ ତାକୁ ସାତଗୁଣ ଫରୋଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ବ ତାକୁ ଦବୋକୁ ହବେ।
ହିତୋପଦେଶ 8:18
ମାେ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ଯର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
ହିତୋପଦେଶ 10:15
ଧନୀ ଲୋକର ଧନ ତା'ର ଦୃଢ଼ ନଗର ସଦୃଶ। କିନ୍ତୁ ଦରିଦ୍ର ଲୋକମାନଙ୍କର ଦରିଦ୍ରତା ସମାନଙ୍କେର ବିନାଶ ଆଣେ।
ହିତୋପଦେଶ 11:4
ପ୍ରଭୁଙ୍କ କୋରଧର ଦିନ ରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ଯୁରୁ ରକ୍ଷା ପାଇବ।
ହିତୋପଦେଶ 12:27
ଅଳସୁଆ ମୃଗଯା ରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ଯମାନଙ୍କର ବହୁମୂଲ୍ଯ ସମ୍ପତ୍ତି ପରିଶ୍ରମର ପକ୍ଷ ରେ ରହେ।
Occurences : 26
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்