Base Word
הוּם
Short Definitionto make an uproar, or agitate greatly
Long Definitionto distract, ring again, make a (great) noise, murmur, roar, discomfit, be moved
Derivationa primitive root (compare H2000)
International Phonetic Alphabethuːm
IPA modhum
Syllablehûm
Dictionhoom
Diction Modhoom
Usagedestroy, move, make a noise, put, ring again
Part of speechv

ଦିତୀୟ ବିବରଣ 7:23
ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଆଗ ରେ ସମାନଙ୍କେୁ ସମର୍ପଣ କରିବେ ଓ ସମାନେେ ବିନଷ୍ଟ ନ ହବୋୟାଏ ସମାନଙ୍କେୁ ମହାବ୍ଯାକକ୍ସ୍ଟଳତା ରେ ବ୍ଯାକକ୍ସ୍ଟଳ କରିବେ।

ରୂତର ବିବରଣ 1:19
ନୟମୀ ଏବଂ ଋତ ବୈଥଲହମେକକ୍ସ୍ଟ ଗଲେ। ସମାନେେ ଯେତବେେଳେ ବୈଥ୍ଲହମେ ରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, ଏ କ'ଣ ପ୍ରକୃତ ରେ ନୟମୀ?

ପ୍ରଥମ ଶାମୁୟେଲ 4:5
ପକ୍ସ୍ଟଣି ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଛାଉଣୀକି ଆସନ୍ତେ ସମଗ୍ର ଇଶ୍ରାୟେଲ ଏପରି ମହା ଜଯଧ୍ବନି କଲେ, ଯେ ପୃଥିବୀ କଐିଲା।

ପ୍ରଥମ ରାଜାବଳୀ 1:45
ତା'ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ଯଦ୍ବକ୍ତା ଶଲୋମନଙ୍କୁ ଗୀହାନେ ଝରଣା ନିକଟରେ ଅଭିଷକେ କରାଇଲେ। ତା'ପରେ ସମାନେେ ନଗର ରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚାଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସହେି ଆନନ୍ଦଧ୍ବନି ତୁମ୍ଭେ ଶୁଣୁଥିଲ।

ଗୀତସଂହିତା 55:2
ଦୟାକରି ମାରେ କଥା ଶୁଣ ଓ ମାେତେ ଉତ୍ତର ଦିଅ। ମାେତେ ତୁମ୍ଭକୁ କହିବାକୁ ଦିଅ ଏବଂ ତୁମ୍ଭଙ୍କୁ କହିବି, ୟାହା ମାେତେ ବ୍ଯତିବ୍ଯସ୍ତ କରେ।

ମୀଖା 2:12
ହେ ଯାକୁବର ଲୋକମାନେ, ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରିବା। ଆଉ ମଧ୍ଯ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ ରେ ଓ ଗ୍ଭରଣ ଭୂମିରେ ମଷେମାନଙ୍କୁ ଏକତ୍ରୀତ କଲାପରି ସମାନଙ୍କେୁ ସମବତେ କରାଇବା। ସେତବେେଳେ ସେ ସ୍ଥାନଟି ଲୋକ ଗହଳି ରେ ମୁଖରିତ ଓ କୋଳାହଳପୂର୍ଣ୍ଣ ହବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்