Base Word
דֵּעָה
Short Definitionknowledge
Long Definitionknowledge (of God)
Derivationfeminine of H1843
International Phonetic Alphabetd̪eˈʕɔː
IPA moddeˈʕɑː
Syllabledēʿâ
Dictionday-AW
Diction Modday-AH
Usageknowledge
Part of speechn-f

ପ୍ରଥମ ଶାମୁୟେଲ 2:3
ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ବର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସମାନଙ୍କେର କର୍ମ ଅନକ୍ସ୍ଟୟାଯୀ ବିଗ୍ଭର କରନ୍ତି।

ଆୟୁବ ପୁସ୍ତକ 36:4
ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷଯ ରେ କଥାବାର୍ତ୍ତା କରୁଛି।

ଗୀତସଂହିତା 73:11
ସହେି ଦୁଷ୍ଟ ଲୋକମାନେ କହନ୍ତି, ପରମେଶ୍ବର ଜାଣି ନାହାଁନ୍ତି ଆମ୍ଭେ ୟାହା କରୁଛୁ। ସର୍ବୋପରିସ୍ଥ ପରମେଶ୍ବର ଏହା ଜାଣନ୍ତି ନାହିଁ!

ଯିଶାଇୟ 11:9
କୌଣସି ବ୍ଯକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମାରେ ପବିତ୍ର ପର୍ବତ ରେ କୌଣସି ବ୍ଯକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷଯ ରେ ସମାନଙ୍କେ ପରିପୂର୍ଣ୍ଣ ଜ୍ଞାନ ହବେ। ସମୁଦ୍ର ଯେପରି ଜଳ ରେ ପରିପୂର୍ଣ୍ଣ ପୃଥିବୀ ସହେିପରି ସଦାପ୍ରଭୁ ବିଷଯକ ଜ୍ଞାନ ରେ ପରିପୂର୍ଣ୍ଣ ହବେ।

ଯିଶାଇୟ 28:9
ସଦାପ୍ରଭୁ ଜ୍ଞାନ ଶିକ୍ଷା ଦବୋକୁ ଇଚ୍ଛା କରନ୍ତି। ଓ ତାଙ୍କ ସୁସମାଚାର ବୁଝାଇବାକୁ ଇଚ୍ଛା କରୁଛନ୍ତି। ମାତ୍ର ଲୋକମାନେ ଦୁଗ୍ଧ ପୋଷ୍ଯ ଶିଷ୍ଯ ସଦୃଶ ବୁଝିବାକୁ ଅକ୍ଷମ।

ଯିରିମିୟ 3:15
ତା'ପ ରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦବୋ, ଯେଉଁମାନେ କି ଆମ୍ଭପ୍ରତି ଅତ୍ଯନ୍ତ ବିଶ୍ବସ୍ତ ହବେେ। ସମାନେେ ଜ୍ଞାନ ଓ ବୁଦ୍ଧି ରେ ତୁମ୍ଭମାନଙ୍କୁ ଚଳାଇବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்