Base Word
אׇהֳלִיבָה
Short DefinitionOholibah, a symbolic name for Judah
Long Definition(metaphorically) Jerusalem as adulterous wife of Jehovah
Derivation(similarly with H0170) for אׇהֳלִיבָהּ ; from H0168; my tent (is) in her
International Phonetic Alphabetʔo.hŏ.lɪi̯ˈbɔː
IPA modʔo.ho.liːˈvɑː
Syllableʾohŏlîbâ
Dictionoh-hoh-lee-BAW
Diction Modoh-hoh-lee-VA
UsageAholibah
Part of speechn-pr-f

ଯିହିଜିକଲ 23:4
ଜ୍ଯଷ୍ଠୋର ନାମ ଅହଲା ଓ ତା'ର ଭଗିନୀର ନାମ ଅହଲୀବା ଥିଲା। ସମାନେେ ମାରେ ପତ୍ନ ହେଲେ ଓ ପୁତ୍ର କନ୍ଯା ପ୍ରସବ କଲେ। ବଡ ଭଉଣୀ ଅହଲା ଶମରିଯା ଅଟେ ଓ ସାନ ଭଉଣୀ ଅହଲୀବା ୟିରୁଶାଲମ ଅଟେ।

ଯିହିଜିକଲ 23:4
ଜ୍ଯଷ୍ଠୋର ନାମ ଅହଲା ଓ ତା'ର ଭଗିନୀର ନାମ ଅହଲୀବା ଥିଲା। ସମାନେେ ମାରେ ପତ୍ନ ହେଲେ ଓ ପୁତ୍ର କନ୍ଯା ପ୍ରସବ କଲେ। ବଡ ଭଉଣୀ ଅହଲା ଶମରିଯା ଅଟେ ଓ ସାନ ଭଉଣୀ ଅହଲୀବା ୟିରୁଶାଲମ ଅଟେ।

ଯିହିଜିକଲ 23:11
ଆଉ ତା'ର ଭଗିନୀ ଏସବୁ ଦେଖି ମଧ୍ଯ ବେଶ୍ଯାବୃତ୍ତି ରେ ଓ ପ୍ ରମାେଶକ୍ତି ରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା। ତା'ର ଭଗିନୀର ବ୍ଯଭିଚାରିତାଠାରୁ ସେ ଅଧିକ ବ୍ଯଭିଚାରିଣୀ ହେଲା।

ଯିହିଜିକଲ 23:22
ଏଣୁ ହେ ଅହଲୀବା, ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ମୁଁ ତୁମ୍ଭ୍ ପ୍ ରମେିକମାନଙ୍କୁ ତୁମ୍ଭ ବିରୁଦ୍ଧ ରେ ଉଠାଇବି। ସହେି ପ୍ ରମେିକମାନେ ୟିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘରେି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି।

ଯିହିଜିକଲ 23:36
ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଅହଲାର ଓ ଅହଲୀବାର ବିଚାର କରିବ ? ତବେେ ସମାନଙ୍କେର ଘୃଣା ଯୋଗ୍ଯ କ୍ରିଯାସବୁ ସମାନଙ୍କେୁ ଜଣାଅ।

ଯିହିଜିକଲ 23:44
ଲୋକମାନେ ବେଶ୍ଯା ନିକଟକୁ ଆସିଲା ପରି ସମାନେେ ତା' ନିକଟକୁ ଆସନ୍ତି। ଏହିପରି ସମାନେେ ଦୁଷ୍ଟା ସ୍ତ୍ରୀ ଅହଲା ଓ ଅହଲୀବା ନିକଟକୁ ଗମନ କଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்