Base Word
גֶּשֶׁם
Short Definitiona shower
Long Definitionrain, shower
Derivationfrom H1652
International Phonetic Alphabetɡɛˈʃɛm
IPA modɡɛˈʃɛm
Syllablegešem
Dictionɡeh-SHEM
Diction Modɡeh-SHEM
Usagerain, shower
Part of speechn-m

ଆଦି ପୁସ୍ତକ 7:12
ପୁଣି ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେଲା। ତହିଁରେ ଚ଼ାଳିଷ ଦିବାରାତ୍ର ବୃଷ୍ଟି ହେଲା। ସହେି ଦିନ ରେ ନୋହ, ଶମେ,

ଆଦି ପୁସ୍ତକ 8:2
ଆକାଶରୁ ବର୍ଷା ପଡ଼ିବା ବନ୍ଦ ହାଇଗେଲା ଏବଂ ଧରିତ୍ରୀ ତଳେ ଜଳଷୋର୍ତ ବନ୍ଦ ହାଇଗେଲା। ଆକାଶସ୍ଥ ଦ୍ବାର ସକଳ ବନ୍ଦ ହାଇଗେଲା।

ଲେବୀୟ ପୁସ୍ତକ 26:4
ଯଦି ତୁମ୍ଭେ ତାହା କର, ମୁଁ ଠିକ୍ ଋତୁ ରେ ବର୍ଷା କରିବି, ଆଉ ତୁମ୍ଭମାନେେ ସର୍ବଦା ମାରେକରୁଣା ପାଇବ ଏବଂ ତୁମ୍ଭମାନଙ୍କର ଦରକାର ଅନୁସାରେ ତୁମ୍ଭମାନେେ ବୃଷ୍ଟି ପାଇ ପାରିବ। ଭୂମି ୟଥେଷ୍ଟ ଶସ୍ଯ ଉତ୍ପନ୍ନ କରିବ ଓ ବୃକ୍ଷଗୁଡିକ ପ୍ରଚୁର ଫଳଧାରଣ କରିବେ।

ପ୍ରଥମ ରାଜାବଳୀ 17:7
ଅନାବୃଷ୍ଟି ହତେୁ କିଛି କାଳପରେ ଝରଣାଗୁଡିକ ଶୁଷ୍କ ହାଇଗେଲା।

ପ୍ରଥମ ରାଜାବଳୀ 17:14
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ' ଯେ ପର୍ୟ୍ଯନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ୟ୍ଯନ୍ତ ସେ କଳସ ରେ ମଇଦା ଶୂନ୍ଯ ହବେନାହିଁ କି ପାତ୍ର ରେ ତୈଳର ଅଭବ ରହିବ ନାହିଁ।'

ପ୍ରଥମ ରାଜାବଳୀ 18:41
ତତ୍ପରେ ଏଲିଯ ରାଜା ଆହାବ୍ଙ୍କୁ କହିଲେ, ବର୍ତ୍ତମାନ ତୁମ୍ଭେ ୟାଇ ପାନ, ଭୋଜନ କର। କାରଣ ପ୍ରବଳ ବର୍ଷା ଆସୁଅଛି।

ପ୍ରଥମ ରାଜାବଳୀ 18:44
ସପ୍ତମ ଥର ରେ ସବେକ ଫରେିଆସି କହିଲା, ମୁଁ ମନୁଷ୍ଯର ହାତମୁଠା ସଦୃଶ ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠିବାପରି ଦେଖୁଛି।

ପ୍ରଥମ ରାଜାବଳୀ 18:45
ଅଳ୍ପକ୍ଷଣ ପରେ ଆକାଶ କଳା ମେଘ ରେ ଆବୃତ ହାଇେ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହାଇଗେଲା। ଆହାବ୍ ତାଙ୍କର ରଥରେ ବସି ୟିଷ୍ରିଯଲକେୁ ଗଲେ।

ଦିତୀୟ ରାଜାବଳୀ 3:17
ସଦାପ୍ରଭୁ ଏହା ମଧ୍ଯ କହନ୍ତି, ତୁମ୍ଭମାନେେ ବାଯୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳ ରେ ପରିପୂର୍ଣ୍ଣ ହବେ। ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସମସ୍ତ ଗୋମଷୋଦି ପଶୁମାନେ ଜଳପାନ କରିବେ।

ଏଜ୍ରା 10:9
ତେଣୁ ଯିହୁଦା ଓ ବିନ୍ଯାମିନର ସମଗ୍ର ଲୋକ ତିନିଦିନ ମଧିଅରେ ୟିରୁଶାଲମ ରେ ଏକତ୍ରୀତ ହେଲ। ସହେିଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ବରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷଯ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।

Occurences : 35

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்