Base Word
גָּרַר
Short Definitionto drag off roughly; by implication, to bring up the cud (i.e., ruminate); by analogy, to saw
Long Definitionto drag, drag away
Derivationa primitive root
International Phonetic Alphabetɡɔːˈrɑr
IPA modɡɑːˈʁɑʁ
Syllablegārar
Dictionɡaw-RAHR
Diction Modɡa-RAHR
Usagecatch, chew, × continuing, destroy, saw
Part of speechv

ଲେବୀୟ ପୁସ୍ତକ 11:7
ଆଉ କେତକେ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସମାନେେ ପାକୁଳି କରନ୍ତି ନାହିଁ। ସଗେୁଡିକୁ ମଧ୍ଯ ତୁମ୍ଭମାନେେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ଯ ତୁମ୍ଭମାନଙ୍କ ପାଇଁ ଅଶୁଚି।

ପ୍ରଥମ ରାଜାବଳୀ 7:9
ଏହିସବୁ ଅଟାଳିକାଗୁଡିକ ମୂଲ୍ଯବାନ୍ ପଥରସର ନିର୍ମିତସହଲା। ଏହିସବୁ ପଥରଗୁଡିକ ନିର୍ଦ୍ଧିଷ୍ଟ ଆକାର ଅନୁସାଲର କରତସର କଟାଗଲା।ସସଗୁଡିକର ଆଗପଛ କଟାଗଲା। ଏହି ପଥରଗୁଡିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ୟ୍ଯନ୍ତ ବ୍ଯବହାରସହଲା। ପ୍ରାଙ୍ଗଣ ମଧ୍ଯ ବହୁମୂଲ୍ଯ ପ୍ରସ୍ତରସର ତିଆରିସହଲା।

ହିତୋପଦେଶ 21:7
ଦୁଷ୍ଟମାନଙ୍କର ଦୌରାତ୍ମ୍ଯ ସମାନଙ୍କେୁ ବିନାଶ କରିବ। ଯେ ହତେୁ ସମାନେେ ନ୍ଯାଯ କର୍ମ କରିବାକୁ ନାସ୍ତି କରନ୍ତି।

ଯିରିମିୟ 30:23
ଆଉ ସଦାପ୍ରଭୁଙ୍କର ପ୍ରଚଣ୍ଡ କୋରଧ ସର୍ବନାଶକାରୀ ଝଡ ଓ ତାଫୋନ ସଦୃଶ ଦୁଷ୍ଟମାନଙ୍କ ମସ୍ତକରେ ଆସି ଲାଗିବ।

ହବକକୂକ 1:15
ଶତୃ ଆଙ୍କୁଡି ଓ ଜାଲ ସାହାୟ୍ଯ ରେ ସମାନଙ୍କେୁ ଧ ରେ। ସମାନେେ ସମାନଙ୍କେୁ ଜାଲ ରେ ଧରି ଖୁସି ହୁଅନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்