Base Word
אֲהָהּ
Short DefinitionOh!
Long Definitionalas!, oh!, ah!
Derivationapparently a primitive word expressing pain exclamatorily
International Phonetic Alphabetʔə̆ˈhɔːh
IPA modʔə̆ˈhɑːh
Syllableʾăhāh
Dictionuh-HAW
Diction Moduh-HA
Usageah, alas
Part of speechinj

ଯିହୋଶୂୟ 7:7
ଯିହାଶୂେୟ କହିଲେ, ହେ ମାରେ ପ୍ରଭକ୍ସ୍ଟ, ଆପଣ କାହିଁକି ଏହି ଲୋକମାନଙ୍କୁ ୟର୍ଦ୍ଦନ ପାର ହବୋକକ୍ସ୍ଟ ଦେଲେ? କ'ଣ ଆମ୍ଭକକ୍ସ୍ଟ ଇ ମାରେୀଯମାନଙ୍କ ହସ୍ତ ରେ ବିନାଶ କରିବାକୁ, ଏହା କଲେ? ଆହା ଯଦି ମୁ ୟର୍ଦ୍ଦନ ସପୋରି ରେ ରହିଥାନ୍ତି।

ବିଚାରକର୍ତାମାନଙ୍କ ବିବରଣ 6:22
ଏହାପରେ ଗିଦ୍ଦିୟୋନ ହୃଦଯଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦ୍ଦିୟୋନ ଚିତ୍କାର କଲେ, ହେ ସର୍ବଶକ୍ତିମାନ ପରମେଶ୍ବର, ମାରେପ୍ରଭକ୍ସ୍ଟ, ମୁ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ ମକ୍ସ୍ଟହାଁ ମକ୍ସ୍ଟହିଁ ଦେଖିଛି!

ବିଚାରକର୍ତାମାନଙ୍କ ବିବରଣ 11:35
ଯେତବେେଳେ ୟିଲ୍ଗହ ଦେଖିଲେ ତାଙ୍କର କନ୍ଯା ଯେ କି ପ୍ରଥମେ ଗୃହରକ୍ସ୍ଟ ବାହାର ହାଇେ ତାଙ୍କୁ ଦଖାେ ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, ହେ ମାରେ କନ୍ଯା! ତୁମ୍ଭେ ମାେତେ ଧ୍ବଂସ କରିଦଲେ। ତୁମ୍ଭେ ମାରେ ଦକ୍ସ୍ଟଃଖର କାରଣ ହେଲ, କାରଣ ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ମକ୍ସ୍ଟଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ପ୍ରତିଜ୍ଞା ଫରୋଇ ନଇେପାରିବି ନାହିଁ।

ଦିତୀୟ ରାଜାବଳୀ 3:10
ଶଷେ ରେ ଇଶ୍ରାୟେଲର ରାଜା ଯିହାରୋମ୍ କହିଲେ, ହାୟ, ସଦାପ୍ରଭୁ ମାୟୋବ ହସ୍ତ ରେ ସମର୍ପଣ କରିବାକୁ ଆମ୍ଭ ତିନିଜଣଙ୍କୁ ଏକତ୍ର ଡାକିଛନ୍ତି।

ଦିତୀୟ ରାଜାବଳୀ 6:5
ମାତ୍ର ଜଣେ କଡିକାଠ କାଟୁ କାଟୁ କୁରାଢିଟିର ଲୁହା ବେଣ୍ଟରୁ ଖସି ପାଣି ରେ ପଡିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, ହାୟ, ମାରେପ୍ରଭୁ, ମୁଁ କୁରାଢିକୁ ମାଗି ଆଣିଥିଲି।

ଦିତୀୟ ରାଜାବଳୀ 6:15
ଇଲୀଶାୟର ଦାସ ପ୍ରତ୍ଯୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗ ରେ ଅଶ୍ବାରୋହୀ ଓ ରଥା ରୋହୀମାନଙ୍କୁ ବେଢି ରହିଥିବାର ଦେଖିଲା।

ଯିରିମିୟ 1:6
ତା'ପ ରେ ମୁଁ କହିଲି, ହାୟ, ହାୟ, ହେ ସୈନ୍ଯାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କବଳେ ବାଳକ।

ଯିରିମିୟ 4:10
ଏଥି ରେ ମୁଁ, ଯିରିମିୟ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ, ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ପ୍ରକୃତ ରେ ଭ୍ରାନ୍ତି ରେ ପକାଇଛ। ତୁମ୍ଭେ ସମାନଙ୍କେୁ କହିଛ, 'ତୁମ୍ଭମାନେେ ଶାନ୍ତି ପାଇବ, କିନ୍ତୁ ସମାନଙ୍କେ ଗଳା ପାଖ ରେ ଖଡ୍ଗ ଅଛି।

ଯିରିମିୟ 14:13
ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, ହେ ମାରେ ପ୍ରଭୁ ସଦାପ୍ରଭୁ, ଭବିଷ୍ଯଦବକ୍ତାଗଣ ସମାନଙ୍କେୁ ଭିନ୍ନ କଥା କହୁଛନ୍ତି। ସମାନେେ କହନ୍ତି, 'ତୁମ୍ଭମାନେେ ଖଡ୍ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ଦୃଢ଼ ଶାନ୍ତି ଦବେେ।'

ଯିରିମିୟ 32:17
ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ଯ କିଛି ନାହିଁ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்