Base Word
גַּנָּב
Short Definitiona stealer
Long Definitionthief
Derivationfrom H1589
International Phonetic Alphabetɡɑnˈnɔːb
IPA modɡɑˈnɑːv
Syllablegannāb
Dictionɡahn-NAWB
Diction Modɡa-NAHV
Usagethief
Part of speechn-m

ଯାତ୍ରା ପୁସ୍ତକ 22:2
ଯଦି ଏକ ଚୋର ଚୋରି କରିବା ସମୟରେ ରାତ୍ରି ରେ ମରିୟାଏ, ତବେେ ତା'ର ମୃତ୍ଯୁ ପାଇଁ କହେି ଦାଯୀ ହବେେ ନାହିଁ।

ଯାତ୍ରା ପୁସ୍ତକ 22:7
ଆଉ କହେି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ଯ ରଖିବା ପାଇଁ ସମର୍ପଣ କଲେ ତାହା ଯବେେ କହେି ସହେି ଲୋକର ଗୃହରୁ ଚୋରିକରେ ଓ ସହେି ଚୋର ଧରାପଡେ, ତବେେ ସେ ତା'ର ଦୁଇଗୁଣ ଦବେ।

ଯାତ୍ରା ପୁସ୍ତକ 22:8
କିନ୍ତୁ ଯଦି ଚୋର ଧରା ନପଡେ, ତବେେ ଗୃହସ୍ବାମୀ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେ ଅଛି କି ନାହିଁ, ଏହା ଜଣାୟିବା ନିମନ୍ତେ ସେ ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ।

ଦିତୀୟ ବିବରଣ 24:7
ଧରାଯାଉ କୌଣସି ମନକ୍ସ୍ଟଷ୍ଯ ଯବେେ ତାଙ୍କର ପଡ଼ୋଶୀକକ୍ସ୍ଟ ଅପହରଣ କରେ ଓ ସେ ତାକକ୍ସ୍ଟ ଯଦି ଦାସରୂପେ ବ୍ଯବହାର କରେ, ବା ତାହାକକ୍ସ୍ଟ ବିକ୍ରଯ କରେ, ତବେେ ସହେି ଅପହରଣକର୍ତ୍ତାକକ୍ସ୍ଟ ହତ୍ଯା କରାୟିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧରକ୍ସ୍ଟ ସହେି ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।

ଆୟୁବ ପୁସ୍ତକ 24:14
ହତ୍ଯାକାରୀ ସକାଳୁ ଉଠି ଗରିବ ଅସହାୟ ଲୋକକୁ ହତ୍ଯା କରେ ଏବଂ ରାତି ରେ ସେ ଚୋର ପାଲଟିୟାଏ।

ଆୟୁବ ପୁସ୍ତକ 30:5
ସମାନେେ ବାଧ୍ଯ ହାଇେ ଅନ୍ୟମାନଙ୍କଠାରୁ ପଳାଯନ କରନ୍ତି। ଚୋରକୁ ଦେଖିଲା ପରି, ଲୋକମାନେ ସମାନଙ୍କେ ଉପରେ ପାଟି କରନ୍ତି।

ଗୀତସଂହିତା 50:18
ତୁମ୍ଭେ ଗୋଟିଏ ଚୋରକୁ ଦେଖ ଓ ତା'ସହ ଦୌଡ଼ିୟାଇ ମିଶିୟାଅ। ଯେତବେେଳେ ବ୍ଯଭିଚାରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।

ହିତୋପଦେଶ 6:30
ଭୋକିଲା ୟୋଗୁ ଯଦି ଚୋରି କରେ। ତବେେ ଲୋକେ ତାକୁ ଘୃଣା କରିବେ।

ହିତୋପଦେଶ 29:24
ଚୋରର ଭାଗିଦାର ଆପଣା ପ୍ରାଣକୁ ଘୃଣା କରେ। ଯଦି ସେ ବିଚାରାଳଯ ରେ ବାଧ୍ଯ ହୁଏ କହିବାକୁ, ତବେେ ସେ ସତ୍ଯ କହିବାକୁ ବହୁତ ଭୟ କରିବ।

ଯିଶାଇୟ 1:23
ତୁମ୍ଭର ଶାସକଗଣ ବିଦ୍ରୋହୀ ହାଇେଛନ୍ତି ଓ ଚୋରମାନଙ୍କର ବନ୍ଧୁ ହାଇେଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ଯାଯ କାର୍ୟ୍ଯ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସହେି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସହେି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସମାନଙ୍କେର ଦରକାର ବେଳେ ସାହାୟ୍ଯ କରନ୍ତି ନାହିଁ।'

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்