Base Word
גָּזַז
Short Definitionto cut off; specifically to shear a flock or shave the hair; figuratively to destroy an enemy
Long Definitionto shear, mow
Derivationa primitive root (akin to H1468)
International Phonetic Alphabetɡɔːˈd͡zɑd͡z
IPA modɡɑːˈzɑz
Syllablegāzaz
Dictionɡaw-DZAHDZ
Diction Modɡa-ZAHZ
Usagecut off (down), poll, shave, (sheep-)shear(-er)
Part of speechv

ଆଦି ପୁସ୍ତକ 31:19
ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।

ଆଦି ପୁସ୍ତକ 38:12
ଅନକେ ସମୟ ପରେ ଶୂଯ ରେ କନ୍ଯା, ଯିହୁଦାର ସ୍ତ୍ରୀ ମୃତ୍ଯୁ ବରଣ କଲା। ଯେତବେେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମଷେମାନଙ୍କ ବାଳକାଟିବା ପାଇଁ ତା'ର ବନ୍ଧୁ ହୀରା ସହିତ ଗଲେ।

ଆଦି ପୁସ୍ତକ 38:13
ତାମର ଯିହୁଦାଠାରୁ ଜାଣିଲା ଯେ, ତା'ର ଶଶୁର ମଷେମାନଙ୍କର ଲୋମ କାଟିବାକୁ ତିମ୍ନାଥା ଯାଉଛନ୍ତି।

ଦିତୀୟ ବିବରଣ 15:19
ତୁମ୍ଭମାନେେ ଆପଣା ଗୋରୁ ପଲରକ୍ସ୍ଟ ଓ ମଷେ ପଲରକ୍ସ୍ଟ ଜନ୍ମ ହାଇେଥିବା ପ୍ରଥମ ଅଣ୍ତିରା ଛକ୍ସ୍ଟଆକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମ ଜାତକ ଦ୍ବାରା କିଛି କର୍ମ କରିବ ନାହିଁ। ମଷେପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛଦନେ କରିବ ନାହିଁ।

ପ୍ରଥମ ଶାମୁୟେଲ 25:2
ମାଯୋନ ରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3,000 ମେଣ୍ତା ଏବଂ 1,000 ଛଳେି ଥିଲା। ସେ ଲୋକ ଜଣକ କର୍ମୀଲକକ୍ସ୍ଟ ମେଣ୍ତାମାନଙ୍କର ଲୋମ କାଟିବାକକ୍ସ୍ଟ ୟାଇଥିଲା।

ପ୍ରଥମ ଶାମୁୟେଲ 25:4
ଦାଉଦ ମରକ୍ସ୍ଟଭୂମିରେ ଶୁଣିଲେ ଯେ ନାବଲ ତା'ର ଆପଣା ମେଣ୍ତାମାନଙ୍କର ଲୋମ କାଟକ୍ସ୍ଟଅଛି।

ପ୍ରଥମ ଶାମୁୟେଲ 25:7
ମୁ ଶକ୍ସ୍ଟଣିଲି ତୁମ୍ଭର ମଷେପାଳକମାନେ ମଷେମାନଙ୍କର ଲୋମ କାଟକ୍ସ୍ଟଛନ୍ତି। କିଛି ସମୟ ପାଇଁ ତୁମ୍ଭର ମଷେପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭମାନେେ ସମାନଙ୍କେର କୌଣସି କ୍ଷତି କରି ନାହକ୍ସ୍ଟଁ କି କର୍ମିଲ୍ ରେ ଥିବା ସମୟରେ ସମାନଙ୍କେର କିଛି ହଜି ନାହିଁ।

ପ୍ରଥମ ଶାମୁୟେଲ 25:11
ମୁ କ'ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛଦକମାନଙ୍କେ ନିମନ୍ତେ ହତ ପଶକ୍ସ୍ଟମାନଙ୍କ ମାଂସ ନଇେ କେଉଁ ଅଜ୍ଞାନ ଲୋକମାନଙ୍କୁ ଦବେି?

ଦିତୀୟ ଶାମୁୟେଲ 13:23
ଏହାପରେ ସଐୂର୍ଣ୍ଣ ଦକ୍ସ୍ଟଇ ବର୍ଷ ପରେ ଇଫ୍ରଯିମ ସୀମା ରେ ବାଲ୍ ହାତସୋର ରେ ଅବଶାଲୋମର ମଷେ ଲୋମ ଛଦନେ କଲା ଏବଂ ଅବଶା ଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।

ଦିତୀୟ ଶାମୁୟେଲ 13:24
ପକ୍ସ୍ଟଣି ଅବଶା ଲୋମ ରାଜାଙ୍କ ନିକଟକକ୍ସ୍ଟ ଆସିଲା ଓ କହିଲା, ଦେଖନ୍ତକ୍ସ୍ଟ ମାରେ ମଷଗେକ୍ସ୍ଟଡିକର ଲୋମ ଛଦନେ ହାଇେଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗ ରେ ଆସନ୍ତକ୍ସ୍ଟ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்