Base Word
גּוֹלָה
Short Definitionexile; concretely and collectively exiles
Long Definitionexiles, exile, captivity
Derivationor (shortened) גֹּלָה; active participle feminine of H1540
International Phonetic Alphabetɡoˈlɔː
IPA modɡo̞wˈlɑː
Syllablegôlâ
Dictionɡoh-LAW
Diction Modɡoh-LA
Usagecarried away, (carried away) captive(-ity), removing
Part of speechn-f

ଦିତୀୟ ରାଜାବଳୀ 24:14
ଆଉ ସେ ୟିରୁଶାଲମ୍ର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନଇଗେଲେ କବଳେ ଦେଶ ରେ ନିତାନ୍ତ ଦରିଦ୍ର ଲୋକ ଛଡା ଆଉ ଅବଶିଷ୍ଟ କହେି ରହିଲେ ନାହିଁ।

ଦିତୀୟ ରାଜାବଳୀ 24:15
ପୁଣି ନବୂଖଦ୍ନିତ୍ସର ଯିହାୟୋଦାରଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନଫୁସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କର ୟିରୁଶାଲମ୍ରୁ ବାବିଲକୁ ନଇେ ଗଲେ।

ଦିତୀୟ ରାଜାବଳୀ 24:16
ଆଉ ମଧ୍ଯ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଚାରୀମାନଙ୍କୁ ବନ୍ଦୀ କରି ୟିରୁଶାଲମରୁ ନଇଗେଲା। ଏମାନେ ସମସ୍ତେ ତାଲିମ୍ପ୍ରାପ୍ତ ସୈନିକ ଥିଲେ ଓ ୟୁଦ୍ଧ ଯୋଗ୍ଯ ଥିଲେ।

ପ୍ରଥମ ବଂଶାବଳୀ 5:22
ପରମେଶ୍ବର ସମାନଙ୍କେୁ ୟୁଦ୍ଧ ରେ ବିଜଯ ଲାଭ କରିବାକୁ ସାହାୟ୍ଯ କରିବାରୁ ଅନକେ ହାଗରୀଯ ଲୋକ ନିହତ ହେଲେ। ଏହାପରେ ମନଃଶିର, ରୂବନ୍େ ଓ ଗାଦ୍ ବଂଶର ବଂଶଧରଗଣ ହାଗରୀଯ ଲୋକମାନଙ୍କର ଦେଶ ରେ ସଠାରୁେ ବାବିଲକୁ ନିର୍ବାସିତ ହେଲା ପର୍ୟ୍ଯନ୍ତ ବାସ କଲେ।

ଏଜ୍ରା 1:11
ଏହି ସମସ୍ତ ମିଶି 5,400 ସ୍ବର୍ଣ୍ଣ ଓ ରୌପମଯ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ୟିରୁଶାଲମକୁ ଅଣାୟିବା ସମୟରେ ଶେଶବସର ଏହିସବୁ ଦ୍ରବ୍ଯ ଆଣିଥିଲା।

ଏଜ୍ରା 2:1
ପ୍ରଦେଶର ଏହି ଲୋକମାନେ ୟୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫରେି ଆସିଲେ। ଅତୀତ ରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନଇୟୋଇଥିଲେ। ସହେି ଲୋକମାନେ ୟିରୁଶାଲମ ଓ ଯିହୁଦାକୁ ଫରେି ଆସିଲେ। ପ୍ରେତ୍ୟକକ ଲୋକେ ସମାନଙ୍କେର ନିଜ ନିଜ ସହରକୁ ଫରେି ଆସିଲେ।

ଏଜ୍ରା 4:1
ବହୁତ ଲୋକ ସହେି ଅଞ୍ଚଳ ରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ଯାମୀନମାନଙ୍କୁ ବି ରୋଧ କରୁଥିଲେ। ସମାନେେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସହେି ଶତୃମାନେ ସରୁଦ୍ଦାନିଲ୍ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସମାନଙ୍କେୁ କହିଲେ, ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭମାନେେ ତୁମ୍ଭ ପରି ଅଟୁ।

ଏଜ୍ରା 6:19
ଏହାପରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ରେ ବନ୍ଦୀତ୍ବର ସନ୍ତାନଗଣ ନିସ୍ତାରପର୍ବ ପାଳନ କଲେ।

ଏଜ୍ରା 6:20
କାରଣ ଯାଜକମାନେ ଓ ଲବେୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ। ସେ ସମସ୍ତେ ଶୁଚି ହାଇେଥିଲେ। ଏଣୁ ସମାନେେ ବନ୍ଦୀତ୍ବର ସମଗ୍ର ସନ୍ତାନ ନିମନ୍ତେ ଆପଣା ଯାଜକ ଭାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାରପର୍ବ ରେ ମଷେ ବଳି ବଧ କଲେ।

ଏଜ୍ରା 6:21
ବଳିତ୍ବରୁ ପୁନରାଗତ ଇଶ୍ରାୟେଲ ସନ୍ତାନଗଣ ଓ ଯେଉଁମାନେ ସମାନଙ୍କେର ପକ୍ଷ ହାଇେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀଯମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିଲେ। ସମାନେେ ସମସ୍ତେ ନିସ୍ତାର ପର୍ବ ରେ ଭୋଜନ କଲେ।

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்