Base Word
אֲדָר
Short DefinitionAdar, the 12th Hebrew month
Long Definitiontwelfth month, corresponding to modern March or April
Derivationprobably of foreign derivation; perhaps meaning fire
International Phonetic Alphabetʔə̆ˈd̪ɔːr
IPA modʔə̆ˈdɑːʁ
Syllableʾădār
Dictionuh-DAWR
Diction Moduh-DAHR
UsageAdar
Part of speechn

ଏଷ୍ଟର ବିବରଣ 3:7
ରାଜା ଅକ୍ଷଶ୍ବରେଶ ଦ୍ବାଦଶ ବର୍ଷର ପ୍ରଥମ ମାସଟି, ଯାହାକି ନୀଷନ ବୋଲି ପରିଚିତ, ସମାନେେ ଆଖିବୁଜି ଦ୍ବାଦଶ ମାସକୁ ମନୋନୀତ କଲେ, ଏହା ଅଦର ୟିହୁଦୀମାନଙ୍କୁ ଧ୍ବଂସ କରିବା ବୋଲି ଜଣାୟାଏ।

ଏଷ୍ଟର ବିବରଣ 3:13
ସମସ୍ତ ୟିହୁଦୀଯ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ବଂସ କରିବା ପାଇଁ ଏବଂ ସମାନଙ୍କେର ଦ୍ରବ୍ଯଗୁଡିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ବାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନ ରେ କରାୟିବାର ଥିଲା, ତାହା ଦ୍ବାଦଶ ମାସର ତ୍ରଯୋଦଶ ଦିନ ଯାହା ଅଦର ମାସ କୁହାୟାଏ।

ଏଷ୍ଟର ବିବରଣ 8:12
ସଦେିନ ଥିଲା ଅକ୍ଷଶ୍ବରେଶ ରାଜାଙ୍କର ତ୍ରଯୋଦଶ ଦିନ ଦ୍ବାଦଶ ମାସର ଅଦାର ମାସ ରେ। ୟିହୁଦୀଯମାନଙ୍କୁ ସବୁ ପ୍ରଦେଶ ରେ ପ୍ରଗ୍ଭର କରିବା ପାଇଁ, ରାଜା ଅନୁମତି ଦଇେଥିଲେ।

ଏଷ୍ଟର ବିବରଣ 9:1
ଅଦର ନାମକ ଦ୍ବାଦଶ ମାସ ରେ ତ୍ରଯୋଦଶ ଦିନ ରେ ରାଜା ଆଜ୍ଞା ଓ ନିଯମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁଦିନ ୟିହୁଦୀଯମାନଙ୍କ ଶତୃଗଣ ସମାନଙ୍କେ ଉପରେ କତ୍ତୁର୍ତ୍ବ କରିବାକୁ ଅପେକ୍ଷା କରିଥିଲେ। ସହେିଦିନ ଏପରି ବିପରୀତ ଘଟଣା ହେଲା, ଯେ ୟିହୁଦୀଯମାନେ ନିଜର ଘୃଣାକାରୀମାନଙ୍କ ଉପରେ କତ୍ତୁର୍ତ୍ବ କଲେ।

ଏଷ୍ଟର ବିବରଣ 9:15
ୟିହୁଦୀଯମାନେ ତଚୁର୍ଦ୍ଦଶ ଦିନ ରେ ମଧ୍ଯ ସଠାେରେ ଏକତ୍ରୀତ ହେଲେ। ଅଦର ମାସ ରେ ସମାନେେ ଶୂଶନ ରେ 300 ଲୋକଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସମାନଙ୍କେର ଦ୍ରବ୍ଯ ଲୁଣ୍ଠନ କଲେ ନାହିଁ।

ଏଷ୍ଟର ବିବରଣ 9:17
ଏହି ସମସ୍ତ ଅଦର ମାସର ତ୍ରଯୋଦଶ ଦିନ ରେ ହେଲା ପୁଣି ସହେି ମାସର ଚତୁର୍ଦ୍ଦଶ ଦିନ ରେ ସମାନେେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।

ଏଷ୍ଟର ବିବରଣ 9:19
ଏଥି ନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘରେି ରହିଥିବା ନଗର ନିବାସୀ ୟିହୁଦୀଯମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥି ରେ ସମାନେେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।

ଏଷ୍ଟର ବିବରଣ 9:21
ଆଉ ଯେଉଁ ଦୁଇ ଦିନ ୟିହୁଦୀମାନେ ଆପଣାମାନଙ୍କ ଶତୃଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସ ରେ ସମାନଙ୍କେର ଦୁଃଖ ସୁଖ ରେ ଓ ଶାେକ ମଙ୍ଗଳ ଦିନ ରେ ପରିଗତ ହେଲା।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்