Base Word
גְּבֶרֶת
Short Definitionmistress
Long Definitionlady, queen
Derivationfeminine of H1376
International Phonetic Alphabetɡɛ̆.bɛˈrɛt̪
IPA modɡɛ̆.vɛˈʁɛt
Syllablegĕberet
Dictionɡeh-beh-RET
Diction Modɡeh-veh-RET
Usagelady, mistress
Part of speechn-f

ଆଦି ପୁସ୍ତକ 16:4
ହାଗାର ଅବ୍ରାମଙ୍କ ଦ୍ବାରା ଗର୍ଭବତୀ ହେଲା। ଯେତବେେଳେ ହାଗାର ଏପରି ଜାଣିଲା ତା'ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦଲୋ ନାହିଁ।

ଆଦି ପୁସ୍ତକ 16:8
ସଦାପ୍ରଭୁଙ୍କର ଦୂତ କହିଲେ, ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?

ଆଦି ପୁସ୍ତକ 16:9
ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, ତୁମ୍ଭର ମାଲିକାଣୀ ପାଖକୁ ଫରେିୟାଅ ଓ ନିଜକୁ ତା'ର ପାଖ ରେ ସମର୍ପଣ କର।

ଦିତୀୟ ରାଜାବଳୀ 5:3
ଅନନ୍ତର ସହେି ବାଳିକା ନିଜର କର୍ତ୍ତାକୁ କହିଲା, ମୁଁ ଆଶା କରୁଛି ମାରେ ମହାଶୟ ନାମାନ୍ ଯଦି ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିଯା ରେ ବାସ କରୁଛନ୍ତି। ସେ ନିଶ୍ଚଯ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।

ଗୀତସଂହିତା 123:2
କ୍ରୀତଦାସମାନେ ସମାନଙ୍କେ ଆବଶ୍ଯକ ଦ୍ରବ୍ଯ ପାଇଁ ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।

ହିତୋପଦେଶ 30:23
କହେି ଭଲ ପାଉ ନ ଥିବା ସ୍ତ୍ରୀଲୋକକୁ ଯାହାର ବିବାହ ହାଇୟୋଏ। ଏବଂ ଚାକରାଣୀର ଭାର ଯେତବେେଳେ ସେ ତା'ର ମାଲିକାଣିର ସ୍ଥାନ ନିଏ।

ଯିଶାଇୟ 24:2
ସେତବେେଳେ ସାଧାରଣ ଲୋକ ଓ ଯାଜକ, ଦାସ ଓ ତାହାର କର୍ତ୍ତା, ଦାସୀ ଓ ତାହାର କତ୍ତର୍‌ରୀ, କ୍ ରତାେ ଓ ବିକ୍ ରତାେ, ଖାତକ ଓ ମହାଜନ ଏବଂ ସୁଧଗ୍ରାହୀ ଓ ସୁଧଦାତା ସମାନ ହବେେ ଓ ସମାନ ଅବସ୍ଥା ଘଟିବ।

ଯିଶାଇୟ 47:5
ଆଗୋ କଲଦୀଯ କନ୍ଯାଗଣ, ତୁମ୍ଭମାନେେ ଅନ୍ଧାରକୁ ୟାଇ ନୀରବ ରେ ବସ। କାରଣ ତୁମ୍ଭମାନେେ 'ରାଜ୍ଯର ଆଉ ରାଣୀ' ବୋଲି କଥିତ ହବେ ନାହିଁ।

ଯିଶାଇୟ 47:7
ତୁମ୍ଭେ କହିଲ, ଆମ୍ଭେ ଚିରଦିନ ବଞ୍ଚିଲୁ ଓ ସଦାକାଳ ସାଆନ୍ତାଣୀ ହାଇେ ରହିବୁ।' ଏଣୁ ତୁମ୍ଭେ ଏସବୁ ବିଷଯ ରେ ମନୋୟୋଗ କର ନାହିଁ କିମ୍ବା ତା'ର ଶଷଫେଳ କ'ଣ ହବେ ସ୍ମରଣ କଲ ନାହିଁ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்