Base Word
אָבָה
Short Definitionto breathe after, i.e., (figuratively) to be acquiescent
Long Definitionto be willing, consent
Derivationa primitive root
International Phonetic Alphabetʔɔːˈbɔː
IPA modʔɑːˈvɑː
Syllableʾābâ
Dictionaw-BAW
Diction Modah-VA
Usageconsent, rest content will, be willing
Part of speechv

ଆଦି ପୁସ୍ତକ 24:5
ଦାସ ତାଙ୍କୁ କହିଲେ, ଏହା ସମ୍ଭବ ହାଇପୋ ରେ ଯେ, ଯବେେ କୌଣସି କନ୍ଯା ମାେ ସହିତ ଏହି ଭୁମିକୁ ଆସି ନପାରନ୍ତି, ତବେେ ମୁଁ ତୁମ୍ଭର ପୁତ୍ରକୁ ମାେ ସହିତ ତୁମ୍ଭର ଜନ୍ମ ସ୍ଥାନକୁ ନବୋ ଉଚିତ୍ କି?

ଆଦି ପୁସ୍ତକ 24:8
କିନ୍ତୁ ଯଦି ସରେି ଝିଅ ତୁମ୍ଭ ସହିତ ଆସିବା ପାଇଁ ମନା କରେ, ତବେେ ତୁମ୍ଭେ ତୁମ୍ଭର ପ୍ରତିଜ୍ଞାରୁ ମୁକ୍ତ ହବେ। କିନ୍ତୁ ତୁମ୍ଭେ ମାରେ ପୁତ୍ରକୁ ସହେି ସ୍ଥାନକୁ ନିଅ ନାହିଁ।

ଯାତ୍ରା ପୁସ୍ତକ 10:27
ସଦାପ୍ରଭୁ ଫାରୋଙ୍କର ହୃଦଯକୁ ପୁଣି କଠାେର କଲେ, ତେଣୁ ଫାରୋ ସମାନଙ୍କେୁ ଆଉ ୟିବାକୁ ଦେଲେ ନାହିଁ।

ଲେବୀୟ ପୁସ୍ତକ 26:21
ଆଉ ଯଦି ତୁମ୍ଭମାନେେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତବେେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଲେଶ ଦବୋ। ତୁମ୍ଭମାନେେ ଯେତେ ଅଧିକ ପାପ କରିବ େସତେ ଅଧିକ ଦଣ୍ତ ପାଇବ।

ଦିତୀୟ ବିବରଣ 1:26
କିନ୍ତୁ ତୁମ୍ଭେ ସେ ଦେଶକକ୍ସ୍ଟ ୟିବାକକ୍ସ୍ଟ ମନା କରିଦଲେ। ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ବିରକ୍ସ୍ଟଦ୍ଧ ରେ ବିଦ୍ରୋହ ଚରଣ କଲ।

ଦିତୀୟ ବିବରଣ 2:30
କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।

ଦିତୀୟ ବିବରଣ 10:10
ପ୍ରଥମଥର ପାଇଁ ମୁ ଚାଳିଶ ଦିନ ଓ ଚାଳିଶ ରାତି ପର୍ବତ ରେ ରହିଲା। ଏହିଥର ମଧ୍ଯ ପରମେଶ୍ବର ମାେ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଚାହିଁଲେ ନାହିଁ।

ଦିତୀୟ ବିବରଣ 13:8
ସହେି ବ୍ଯକ୍ତିର କଥା ତୁମ୍ଭମାନେେ ଶକ୍ସ୍ଟଣିବା ଉଚିତ୍ ନକ୍ସ୍ଟହଁ। ସମାନଙ୍କେ ପାଇଁ ଅନକ୍ସ୍ଟକଐା ଦଖାେଅ ନାହିଁ। ତାଙ୍କୁ ମକ୍ସ୍ଟକ୍ତି ଦିଅ ନାହିଁ କି ତାଙ୍କୁ ସକ୍ସ୍ଟରକ୍ଷା ଦିଅନାହିଁ।

ଦିତୀୟ ବିବରଣ 23:5
ତଥାପି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବିଲିଯମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ ରମେ କରିବାରକ୍ସ୍ଟ ସହେି ଶାପକକ୍ସ୍ଟ ଲେଉଟାଇ ଆଶୀର୍ବାଦ କଲେ।

ଦିତୀୟ ବିବରଣ 25:7
ଯଦି ସହେି ଲୋକର ଭାଇ ସହେି ସ୍ତ୍ରୀ ଲୋକକୁ ଗ୍ରହଣ କରିବାକୁ ମନାକରେ ତବେେ ସହେି ସ୍ତ୍ରୀ ନଗରଦ୍ବାର ରେ ପ୍ରାଚୀନବର୍ଗ ନିକଟକକ୍ସ୍ଟ ୟାଇ ଅଭିଯୋଗ କରି କହିବ ଯେ, 'ଆମ୍ଭ ଦବରେ ଇଶ୍ରାୟେଲ ମଧିଅରେ ଆପଣା ଭ୍ରାତାର ନାମ ରଖିବାକକ୍ସ୍ଟ ଅସମ୍ମତ, ସେ ଆମ୍ଭ ପ୍ରତି ଦବରରେ କର୍ତ୍ତବ୍ଯ କର୍ମ କରିବାକୁ ଇଛା କରେ। ନାହିଁ।'

Occurences : 54

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்