Base Word
גָּאַל
Short Definitionto soil or (figuratively) desecrate
Long Definitionto defile, pollute, desecrate
Derivationa primitive root, (rather identified with H1350, through the idea of freeing, i.e., repudiating)
International Phonetic Alphabetɡɔːˈʔɑl
IPA modɡɑːˈʔɑl
Syllablegāʾal
Dictionɡaw-AL
Diction Modɡa-AL
Usagedefile, pollute, stain
Part of speechv

ଏଜ୍ରା 2:62
ଏହି ଲୋକମାନେ ସମାନଙ୍କେର ବଂଶାବଳୀର ନଥିପତ୍ର ଖାଜେିଲେ, କିନ୍ତୁ ସଗେୁଡିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସମାନଙ୍କେୁ ଯାଜକତ୍ବରୁ ବାହାର କରି ଦିଆଗଲା।

ନିହିମିୟା 7:64
ସମାନେେ ସମାନଙ୍କେର ପରିବାରର ଇତିହାସ ଖାଜେିଲେ, ସମାନଙ୍କେର ମଧିଅରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହାଇେଥିଲେ, ମାତ୍ର ସମାନେେ ପାଇଲେ ନାହିଁ। ତେଣୁ ସମାନେେ ଯାଜକତ୍ବରୁ ଅ ଯୋଗ୍ଯ ଘୋଷିତ ହେଲେ।

ଯିଶାଇୟ 59:3
ତୁମ୍ଭମାନଙ୍କ ହସ୍ତ ରକ୍ତ ରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧ ରେ ଅଶୁଚି ହାଇେଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ଯା କରିଅଛି ଓ ଜିହ୍ବା ଦୁଷ୍ଟତା ବକି ଅଛି।

ଯିଶାଇୟ 63:3
ସେ ଉତ୍ତର କରନ୍ତି, ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ଯରୁ ଆମ୍ଭ ସଙ୍ଗେ କହେି ନ ଥିଲେ। ଆମ୍ଭେ ନିଜର କୋରଧ ରେ ସମାନଙ୍କେୁ ଦଳନ କଲୁ ଓ ନିଜର କୋପ ରେ ସମାନଙ୍କେୁ ମର୍ଦ୍ଦନ କଲୁ। ଏଣୁ ସମାନଙ୍କେର ପ୍ରାଣ ରକ୍ତର ଛିଟା ରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସହେି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।

ଯିରିମିୟଙ୍କ ବିଳାପ 4:14
ସହେି ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ଅନ୍ଧ ଲୋକପରି ରାସ୍ତା ରେ ବୁଲିଲେ, ସମାନେେ ରକ୍ତ ରେ ଅଶୁଚି ହାଇେଥିଲେ। ତେଣୁ କହେି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।

ଦାନିଏଲ 1:8
ମାତ୍ର ଦାନିୟେଲ ସହେି ରାଜକୀଯ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନଫୁସକାଧିପତିକୁ ନିବଦନେ କଲେ ଓ ସେ ଅନ୍ଯାନ୍ଯ ଖାଦ୍ୟ ଖାଇ ପାରିବେ କି ବୋଲି ପଚାରିଲେ, ଯାହାଫଳ ରେ ସେ ଅଶୁଚି ହବେେ ନାହିଁ।

ଦାନିଏଲ 1:8
ମାତ୍ର ଦାନିୟେଲ ସହେି ରାଜକୀଯ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନଫୁସକାଧିପତିକୁ ନିବଦନେ କଲେ ଓ ସେ ଅନ୍ଯାନ୍ଯ ଖାଦ୍ୟ ଖାଇ ପାରିବେ କି ବୋଲି ପଚାରିଲେ, ଯାହାଫଳ ରେ ସେ ଅଶୁଚି ହବେେ ନାହିଁ।

ସିଫନିୟ 3:1
ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।

ମଲାଖୀ 1:7
ସଦାପ୍ରଭୁ କହିଲେ, ତୁମ୍ଭମାନେେ ଆମ୍ଭର ୟଜ୍ଞବଦେୀ ଉପ ରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।

ମଲାଖୀ 1:7
ସଦାପ୍ରଭୁ କହିଲେ, ତୁମ୍ଭମାନେେ ଆମ୍ଭର ୟଜ୍ଞବଦେୀ ଉପ ରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்