Base Word
אֱדֹמִי
Short Definitionan Edomite, or descendants from (or inhabitants of) Edom
Long DefinitionEdomite
Derivationor (fully) אֱדוֹמִי ; patronymic from H0123; See H0726
International Phonetic Alphabetʔɛ̆.d̪oˈmɪi̯
IPA modʔĕ̞.do̞wˈmiː
Syllableʾĕdōmî
Dictioneh-doh-MEE
Diction Moday-doh-MEE
UsageEdomite
Part of speecha

ଦିତୀୟ ବିବରଣ 23:7
ତୁମ୍ଭମାନେେ ଇଦୋମୀଯ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ। କାରଣ ସମାନେେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭମାନେେ ମିଶରୀଯମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ କାରଣ ତୁମ୍ଭମାନେେ ସମାନଙ୍କେ ଦେଶ ରେ ବିଦେଶୀପରି ବାସ କରୁଥିଲ।

ପ୍ରଥମ ଶାମୁୟେଲ 21:7
ଏଠା ରେ ପବିତ୍ର ରୋଟୀ ଛଡା ଆଉ କୌଣସି ରୋଟୀ ନାହିଁ। ତେଣୁ ଯାଜକ ଦାଉଦକକ୍ସ୍ଟ ଏହି ପବିତ୍ର ରୋଟୀ ଦେଲେ। ଏହା ପବିତ୍ର ରୋଟୀସବୁକକ୍ସ୍ଟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଟବେକ୍ସ୍ଟଲ ଉପରେ ରଖିଥିଲେ। ପ୍ରେତ୍ୟକକ ଦିନ ସେ ଏହି ରୋଟୀ ସଠାେରକ୍ସ୍ଟ କାଢି ନଇେ ତଟକା ରୋଟୀ ସହେିଠା ରେ ରଖନ୍ତି।

ପ୍ରଥମ ଶାମୁୟେଲ 22:9
ଶାଉଲଙ୍କର ଦାସ ନିକଟରେ ଛିଡା ହାଇେଥିବା ଇଦୋମୀଯ ଦୋଯଗ ଉତ୍ତର ଦେଲେ, ମୁ ୟିଶୀର ପକ୍ସ୍ଟତ୍ରକକ୍ସ୍ଟ ନୋବ ରେ ଅହୀଟୂବର ପକ୍ସ୍ଟତ୍ର ଅହୀମଲେକ୍ ନିକଟକକ୍ସ୍ଟ ୟିବାର ଦେଖିଥିଲି।

ପ୍ରଥମ ଶାମୁୟେଲ 22:18
ତେଣୁ ରାଜା ଦୋଯଗକେକ୍ସ୍ଟ ଆଦେଶ ଦେଲେ, ତୁମ୍ଭେ ୟାଅ ଏବଂ ଯାଜକଗଣଙ୍କକ୍ସ୍ଟ ବଧକର। ତେଣୁ ଇଦୋମୀଯ ଦୋଯଗେ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସହେିଦିନ ସେ ଶକ୍ସ୍ଟକ୍ଲ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କକ୍ସ୍ଟ ହତ୍ଯା କଲା।

ପ୍ରଥମ ଶାମୁୟେଲ 22:22
ଦାଉଦ ଅବିଯାଥରକକ୍ସ୍ଟ କହିଲା, ଇଦୋମୀଯ ଦୋଯଗେ ସଠାେରେ ଉପସ୍ଥିତ ଥିବା ବେଳେ ମୁ ସହେିଦିନ ଜାଣିଥିଲି ଯେ, ସେ ନିଶ୍ଚଯ ଶାଉଲଙ୍କକ୍ସ୍ଟ ଜଣାଇବ, ତକ୍ସ୍ଟମ୍ଭ ପିତୃଗୃହସ୍ଥ ସମସ୍ତଙ୍କକ୍ସ୍ଟ ହତ୍ଯା କରାୟାଇଛି ଏବଂ ମୁ କବଳେ ଜଣେ ସମାନଙ୍କେର ମୃତକ୍ସ୍ଟ୍ଯର ଦାଯୀ।

ପ୍ରଥମ ରାଜାବଳୀ 11:1
ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।

ପ୍ରଥମ ରାଜାବଳୀ 11:14
ଅନନ୍ତର ସଦାପ୍ରଭୁ ଇଦୋମୀଯ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀଯ ରାଜବଂଶଜ ଥିଲେ।

ପ୍ରଥମ ରାଜାବଳୀ 11:17
ମାତ୍ର ସେତବେେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତକେ ଦାସ ସହିତ ମିଶରକୁ ପଳାଇ ୟାଇଥିଲା।

ଦିତୀୟ ବଂଶାବଳୀ 25:14
ଅମତ୍ସିଯ ଇଦୋମୀଯ ଲୋକମାନଙ୍କୁ ପରାସ୍ତ କରିବା ପରେ ଗୃହକୁ ବାହୁଡ଼ି ଆସିଲେ। ସଯେୀରର ଲୋକମାନେ ଯେଉଁ ଦବେ ପ୍ରତିମାକୁ ପୂଜା କରୁଥିଲେ, ସଗେୁଡ଼ିକୁ ସଙ୍ଗ ରେ ଆଣିଥିଲେ। ଅମତ୍ସିଯ ସହେି ଦବେ ପ୍ରତିମାକୁ ପୂଜା କରିବାକୁ ଆରମ୍ଭ କଲେ। ସେ ସହେି ଦବେତାମାନଙ୍କର ସମ୍ମୁଖ ରେ ପ୍ରଣିପାତ କଲେ ଓ ସେ ସମାନଙ୍କେର ନିକଟରେ ଧୂପ ଜ୍ବଳାଇଲେ।

ଦିତୀୟ ବଂଶାବଳୀ 28:17
ଇଦୋମୀଯମାନେ ଲୋକମାନଙ୍କୁ ଧରିଲେ ଓ ସମାନଙ୍କେୁ ବନ୍ଦୀ କରି ନଇଗେଲେ। ତେଣୁ ରାଜା ଆହସ୍, ଅଶୂରୀଯ ରାଜାଙ୍କୁ ସାହାୟ୍ଯ ମାଗିଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்