Base Word
בְּרוֹשׁ
Short Definitiona cypress (?) tree; hence, a lance or a musical instrument (as made of that wood)
Long Definitioncypress, fir, juniper, pine
Derivationof uncertain derivation
International Phonetic Alphabetbɛ̆ˈroʃ
IPA modbɛ̆ˈʁo̞wʃ
Syllablebĕrôš
Dictionbeh-ROHSH
Diction Modbeh-ROHSH
Usagefir (tree)
Part of speechn-m

ଦିତୀୟ ଶାମୁୟେଲ 6:5
ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗ ରେ ଦବଦୋରକ୍ସ୍ଟ କାଠ ରେ ତିଆରି ନାନା ପ୍ରକାର ବାଦ୍ଯୟନ୍ତ୍ର ବୀଣା ଓ ନବେଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନିଚକ୍ସ୍ଟ ଥିଲେ।

ପ୍ରଥମ ରାଜାବଳୀ 5:8
ତା'ପରେ ହୀରମ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ। ରାଜା ଶଲୋମନ ଯାହା ଆଶା କରନ୍ତି, ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦବଦୋରୁ କାଠ ଦବୋପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।

ପ୍ରଥମ ରାଜାବଳୀ 5:10
ତେଣୁ ହରୀମ ଶ ଲୋମନଙ୍କୁ ସମସ୍ତ ଏରସକାଠ ଓ ଶିଟୀମ କାଠ ଦେଲେ। ଯାହା ସେ ଦରକାର କଲେ।

ପ୍ରଥମ ରାଜାବଳୀ 6:15
ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡିକ ଏରସ କାଠର ପଟା ରେ ଆଚ୍ଛାଦିତ ହାଇେଥିଲା। ଗୋଟିଏ ବି ପଥର ଦଖାଗେଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡିକରେ ଫୁଲ ଓ ଲତାର ଛବି ଖାଦେନ କରାଗଲା।

ପ୍ରଥମ ରାଜାବଳୀ 6:34
ତତ୍ପରେ ସେ ଦବଦୋରୁ କାଠ ରେ ଦୁଇଟି କବାଟ କଲେ।

ପ୍ରଥମ ରାଜାବଳୀ 9:11
କୋଡିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗୀଲୀଲି ଦେଶସ୍ଥ କୋଡିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡିକ ଦେଲେ, କାରଣ ହୀରମ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ ରେ ଶଲୋମନଙ୍କୁ ସାହାୟ୍ଯ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦବଦୋରୁ କାଠ ଓ ସୁବର୍ଣ ଯୋଗଇ ଥିଲେ।

ଦିତୀୟ ରାଜାବଳୀ 19:23
ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ଓ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।

ଦିତୀୟ ବଂଶାବଳୀ 2:8
ଆହୁରି ମଧ୍ଯ ଲିବାନୋନ୍ରୁ ମାେ ନିକଟକୁ ଦବଦୋରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋନ୍ର କାଠଗଣ୍ଡି କାଟି ଆଣିବା ରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମାରଦୋସମାନେ, ତୁମ୍ଭର ଦାସମାନଙ୍କୁ ସାହାୟ୍ଯ କରିବେ।

ଦିତୀୟ ବଂଶାବଳୀ 3:5
ବଡ଼ କଠାେରୀର କାନ୍ଥ ରେ ଶଲୋମନ ଦବଦୋରୁ କାଠର ଆସ୍ତରଣ ଦଇେ ତା' ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥି ରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ।

ଗୀତସଂହିତା 104:17
ସହେି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି। ସାରସ ପକ୍ଷୀ ସୋନବରେ ବୃକ୍ଷରେ ବାସ କରନ୍ତି।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்