Base Word
בָּקַשׁ
Short Definitionto search out (by any method, specifically in worship or prayer); by implication, to strive after
Long Definitionto seek, require, desire, exact, request
Derivationa primitive root
International Phonetic Alphabetbɔːˈk’ɑʃ
IPA modbɑːˈkɑʃ
Syllablebāqaš
Dictionbaw-KAHSH
Diction Modba-KAHSH
Usageask, beg, beseech, desire, enquire, get, make inquisition, procure, (make) request, require, seek (for)
Part of speechv

ଆଦି ପୁସ୍ତକ 31:39
ଯେତବେେଳେ ତୁମ୍ଭର ମଷେ ଓ ଛଳେି ହିଂସ୍ର ଜନ୍ତୁମାନଙ୍କ ଦ୍ବାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦଲେି ନାହିଁ। କିନ୍ତୁ ମାରେ ନିଜର ମଷେ ବା ଛଳେି ତା' ସ୍ଥାନ ରେ ରଖିଲି। ଯଦି କିଛି ରାତି ବା ଦିନ ରେ ଚୋରୀ ହେଉଥିଲା ମାରେ ନିଜର ପଶୁ ତା' ସ୍ଥାନ ରେ ଯୋଗଇଲି।

ଆଦି ପୁସ୍ତକ 37:15
ଶିଖିମଠା ରେ ଯୋଷଫେ ଏଣେ ତଣେେ କ୍ଷେତ୍ର ମଧିଅରେ ବୁଲୁ ଥିବାର ଜଣେ ବ୍ଯକ୍ତି ଦେଖିଲେ। ସହେି ଲୋକଟି ପଚାରିଲା, ତୁମ୍ଭେ ଏଠା ରେ କଣ ଖୋଜୁଛ?

ଆଦି ପୁସ୍ତକ 37:16
ଯୋଷଫେ ଉତ୍ତର ଦଲୋ, ମୁଁ ମାରେ ଭାଇମାନଙ୍କୁ ଖୋଜୁଛି। ଦୟାକରି କହିବେ କି ସମାନେେ ପଶୁପଲଙ୍କ ସହିତ କେଉଁଠା ରେ ଅଛନ୍ତି।

ଆଦି ପୁସ୍ତକ 43:9
ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା' ପାଇଁ ଦାଯି ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫରୋଇ ନଆଣେ ତବେେ ତୁମ୍ଭେ ମାେତେ ଜୀବନ ସାରା ଦୋଷ ଦବେ।

ଆଦି ପୁସ୍ତକ 43:30
ତା'ପରେ ଯୋଷଫେ ଆଉ ଅଧିକ ସମୟ ନିଜର ଦୟା ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶିଘ୍ର ସମାନଙ୍କେ ପାଖରୁ ଆଉ ଗୋଟିଏ କଠାେରୀକୁ ଗଲେ ଏବଂ କାନ୍ଦିଲେ।

ଯାତ୍ରା ପୁସ୍ତକ 2:15
ତା'ପରେ ଫାରୋ ଜାଣିବାକୁ ପାଇଲେ ମାଶାେ ଯାହା କରିଥିଲେ। ତେଣୁ ସେ ମାଶାଙ୍କେୁ ହତ୍ଯା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମାଶାେ ଖସି ମିଦିଯନୀଯ ଦେଶକୁ ପଳାଇଲେ।

ଯାତ୍ରା ପୁସ୍ତକ 4:19
ପରମେଶ୍ବର ମିଦିଯନ ରେ ମାଶାଙ୍କେୁ କହିଲେ, ତୁମ୍ଭେ ବର୍ତ୍ତମାନ ମିଶରକୁ ନିରାପଦ ରେ ୟାଇପାର, କାରଣ ଯେଉଁମାନେ ତୁମ୍ଭକୁ ମାରିବାକୁ ଚାହୁଁଥିଲେ, ସମାନେେ ବର୍ତ୍ତମାନ ମୃତ।

ଯାତ୍ରା ପୁସ୍ତକ 4:24
ମିଶରକୁ ୟିବା ବାଟରେ, ମାଶାେ ଏକ ସ୍ଥାନ ରେ ରାତ୍ରି ୟାପନ କଲେ। ସଦାପ୍ରଭୁ ମାଶାଙ୍କେୁ ସଠାେରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ଯା କରିବା ପାଇଁ ଚେଷ୍ଟା କଲେ।

ଯାତ୍ରା ପୁସ୍ତକ 10:11
ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କବଳେ ସହେି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ୟାଇ ପାରିବେ ନାହିଁ। ଏହାପରେ ସେ ହାରୋଣ ଓ ମାଶାଙ୍କେୁ ବିଦାଯ ଦେଲେ।

ଯାତ୍ରା ପୁସ୍ତକ 33:7
ମାଶାେ ତମ୍ବୁ ନଇେ ଛାଉଣୀଠାରୁ କିଛି ଦୂର ରେ ଅଲଗା ଛାଉଣୀ ସ୍ଥାପନ କଲେ। ସେ ସହେି ତମ୍ବୁର ନାମ ସମାଗମ ତମ୍ବୁ ଦେଲେ। ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷଯ ରେ ଜାଣିବାକୁ ଚାହିଁଲେ ତାଙ୍କୁ ସହେି ସମାଗମ ତମ୍ବୁକୁ ୟିବାକୁ ପଡିଲା।

Occurences : 225

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்