Base Word
אַדִּיר
Short Definitionwide or (generally) large; figuratively, powerful
Long Definitiongreat, majestic
Derivationfrom H0142
International Phonetic Alphabetʔɑd̪̚ˈd̪ɪi̯r
IPA modʔɑˈdiːʁ
Syllableʾaddîr
Dictionad-DEER
Diction Modah-DEER
Usageexcellent, famous, gallant, glorious, goodly, lordly, mighty(-ier one), noble, principal, worthy
Part of speecha

ଯାତ୍ରା ପୁସ୍ତକ 15:10
ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କ ରେ ଉଡାଇ ଦଲେ ଓ ସମୁଦ୍ର ରେ ସମାନଙ୍କେୁ ବୁଡାଇ ଦଲେ। ସମାନେେ ସୀସା ପରି ଅଶାନ୍ତ ସମୁଦ୍ର ରେ ବୁଡିଗଲେ।

ବିଚାରକର୍ତାମାନଙ୍କ ବିବରଣ 5:13
ତା'ପରେ ବଞ୍ଚି ରହିୟାଇଥିବା ବ୍ଯକ୍ତିମାନେ ଶକ୍ତିଶାଳୀ ଲୋକମାନଙ୍କ ଉପରେ ବିଜଯୀ ହେଲେ, ସଦାପ୍ରଭୁଙ୍କର ଲୋକମାନେ ଶକ୍ତିମାନ ଲୋକମାନଙ୍କ ଉପରେ ବିଜଯୀ ହେଲେ।

ବିଚାରକର୍ତାମାନଙ୍କ ବିବରଣ 5:25
ସୀଷରା ଜଳ ମାଗିଲେ ସେ ତାଙ୍କୁ କ୍ଷୀର ଦେଲେ। ରାଜ ଉପୟକ୍ସ୍ଟକ୍ତ ପାତ୍ର ରେ ଦଧି ଆଣି ତାଙ୍କୁ ଦେଲେ।

ପ୍ରଥମ ଶାମୁୟେଲ 4:8
ହାୟ! ଏହି ବଳବାନ୍ ଦବଗେଣ ହସ୍ତରକ୍ସ୍ଟ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦବଗେଣ ପ୍ରାନ୍ତର ରେ ଭୟଙ୍କର ରୋଗ ଓ ମହାମାରୀ ଦ୍ବାରା ମିସ୍ତ୍ରୀଯମାନଙ୍କୁ ଆଘାତ କରିଥିଲେ।

ଦିତୀୟ ବଂଶାବଳୀ 23:20
ଯିହାୟୋଦାରଦା ନିଜ ସହିତ ସନୋଧ୍ଯକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ଯରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ବାର ଦଇେ ସମାନେେ ରାଜାଙ୍କ ଗୃହ ମଧିଅରେ ପ୍ରବେଶ କଲେ। ସହେି ସ୍ଥାନ ରେ ସମାନେେ ରାଜାଙ୍କୁ ସିଂହାସନ ରେ ବସାଇଲେ।

ନିହିମିୟା 3:5
ତକୋଯୀଯ ଲୋକମାନେ ମରାମତି କଲେ। ସମାନଙ୍କେ କୁଳିନ ବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମ ରେ ହସ୍ତକ୍ଷପେ କଲେ ନାହିଁ।

ନିହିମିୟା 10:29
ସମାନେେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ, ନଥୀନୀଯମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସମାନଙ୍କେୁ ଅନ୍ୟ ସ୍ଥାନ ରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସମାନେେ ପରମେଶ୍ବରଙ୍କର ବ୍ଯବସ୍ଥା ରଖିପାରିବେ। ସମାନେେ ସମାନଙ୍କେର ସ୍ତ୍ରୀଗଣ, ସମାନଙ୍କେର ପୁତ୍ରଗଣ ଓ ସମାନଙ୍କେର କନ୍ଯାଗଣ, ପ୍ରେତ୍ୟକକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସମାନେେ ସମାନଙ୍କେର ଭାତୃଗଣ, ସମାନଙ୍କେର କୁଳୀନଗଣ ଏହି ଶପଥ ନବୋ ପାଇଁ ରାଜି ଥିଲେ।

ଗୀତସଂହିତା 8:1
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ଓ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।

ଗୀତସଂହିତା 8:9
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ବିତ।

ଗୀତସଂହିତା 16:3
ସଦାପ୍ରଭୁ ୟାହାକିଛି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦଖାଇେ ଦିଅନ୍ତି ୟେ ସେ ସମାନଙ୍କେୁ ଭଲ ପାଆନ୍ତି।

Occurences : 27

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்