Base Word
בְּעוֹר
Short DefinitionBeor, the name of the father of an Edomitish king; also of that of Balaam
Long Definitionfather of Balaam
Derivationfrom H1197 (in the sense of burning); a lamp
International Phonetic Alphabetbɛ̆ˈʕor
IPA modbɛ̆ˈʕo̞wʁ
Syllablebĕʿôr
Dictionbeh-ORE
Diction Modbeh-ORE
UsageBeor
Part of speechn-pr-m

ଆଦି ପୁସ୍ତକ 36:32
ବିଯୋରର ବଲୋ ନାମକ ପୁତ୍ର ଇଦୋମ ଦେଶ ରେ ରାଜତ୍ବ କଲେ। ତାହାର ରାଜଧାନୀର ନାମ ଥିଲା ଦିନ-ହାବା।

ଗଣନା ପୁସ୍ତକ 22:5
ତହୁଁ ସେ ବିଯୋରର ପୁତ୍ର ବିଲିଯମ ନିକଟକୁ ବାର୍ତ୍ତାବହ ପଠାଇଲେ। ସହେି ସମୟରେ ବିଲିଯମ ନିଜ ସମ୍ପର୍କୀଯମାନଙ୍କର ଦେଶର ଫରାତ ନଦୀ ନିକଟସ୍ଥ ପାଥୋର ନଗର ରେ ଥିଲେ। ବାଲାକ୍ର ବାର୍ତ୍ତା ଥିଲା, ମିଶରରୁ ବହୁତ ଲୋକ ଆସିଲେ। ସମାନେେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହାଇେଛନ୍ତି।

ଗଣନା ପୁସ୍ତକ 24:3
ଆଉ ବିଲିଯମ କହିଲା,

ଗଣନା ପୁସ୍ତକ 24:15
ଏଥି ରେ ବିଲିଯମ କହିଲେ,

ଗଣନା ପୁସ୍ତକ 31:8
ସମାନେେ ଇବି, ରକେମ୍, ସୂର, ହୂର ଓ ରବୋ ଏହି ପାଞ୍ଚଜଣ ମିଦାଯନୀଯ ରାଜାଙ୍କୁ ହତ୍ଯା କଲେ। ଆଉ ମଧ୍ଯ ବିଯୋରର ପୁତ୍ର ବିଲିଯମକୁ ମଧ୍ଯ ସମାନେେ ଖଡ୍ଗ ରେ ହତ୍ଯା କଲେ।

ଦିତୀୟ ବିବରଣ 23:4
କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।

ଯିହୋଶୂୟ 13:22
ଇଶ୍ରାୟେଲ ସନ୍ତାନଗଣ ଖଣ୍ତା ରେ ଯେଉଁମାନଙ୍କୁ ହତ୍ଯା କରିଥିଲେ, ସମାନଙ୍କେ ମଧିଅରେ ଥିଲେ, ବିଯୋରର ପକ୍ସ୍ଟତ୍ର ମନ୍ତ୍ରଜ୍ଞ ବିଲିଯମକକ୍ସ୍ଟ ମଧ୍ଯ ହତ୍ଯା କରିଥିଲେ।

ଯିହୋଶୂୟ 24:9
ଏହାପରେ ସିପ୍ପୋରର ପକ୍ସ୍ଟତ୍ର ବାଲାକ୍ ଯେ କି ମାୟୋବର ରାଜା ଥିଲା ସେ ପ୍ରସ୍ତକ୍ସ୍ଟତ ହେଲା। ଇଶ୍ରାୟେଲଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ତାଙ୍କର ରାଜା ବିଯୋର ପକ୍ସ୍ଟତ୍ର ବିଲିଯମକକ୍ସ୍ଟ ପଠାଇଲେ। ସେ ତୁମ୍ଭମାନଙ୍କୁ ଶାପ ଦବୋ ପାଇଁ ବିଲିଯମକକ୍ସ୍ଟ ପଠାଇଲେ।

ପ୍ରଥମ ବଂଶାବଳୀ 1:43
ଇଶ୍ରାୟେଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା :

ମୀଖା 6:5
ହେ ଆମ୍ଭର ଲୋକମାନେ, ମାୟୋବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର। ଆଉ ବିଯୋରର ପୁତ୍ର ବିଲିଯମ୍ ତାଙ୍କୁ କି ଉତ୍ତର ଦଇେଥିଲେ, ତାକୁ ସ୍ମରଣ କର। ଶିଟୀମ୍ଠାରୁ ଗିଲ୍ଗଲ୍ ପର୍ୟ୍ଯନ୍ତ ଯାହାସବୁ ଘଟିୟାଇଛି, ତାକୁ ମଧ୍ଯ ମନେ ପକାଅ। ତାହା ହେଲେ ସଦାପ୍ରଭୁଙ୍କର ନ୍ଯାଯ କର୍ମ ବିଷଯ ରେ ତୁମ୍ଭମାନେେ ଜାଣି ପାରିବ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்