Base Word
בִּנְיָן
Short Definitionan edifice
Long Definitionstructure, building
Derivationfrom H1129
International Phonetic Alphabetbɪn̪ˈjɔːn̪
IPA modbinˈjɑːn
Syllablebinyān
Dictionbin-YAWN
Diction Modbeen-YAHN
Usagebuilding
Part of speechn-m

ଯିହିଜିକଲ 40:5
ମୁଁ ଦେଖିଲି ମନ୍ଦିରର ବାହା ରେ ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ଥିଲା। ଆଉ ସେ ପୁରୁଷଙ୍କ ହସ୍ତ ରେ ଏକ ପରିମାପକ ଦଣ୍ଡ ଥିଲା। ତାହା ଛଅହାତ ଦୀର୍ଘ, ପ୍ରେତ୍ୟକକ ହାତ ଏକହାତ ଚାରି ଅଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୁଳତା ଏକ ଦଣ୍ଡ ଓ ଉଚ୍ଚତା ଏକ ଦଣ୍ଡ ମାପିଲେ।

ଯିହିଜିକଲ 41:12
ପଶ୍ଚିମ ପାଖର ଅଗଣା ରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ର୍ଦୈଘ୍ଯ ଥିଲା। ଆଉ କାନ୍ଥର ମାଟଇେେ ପାଞ୍ଚ ହାତ ଥିଲା।

ଯିହିଜିକଲ 41:12
ପଶ୍ଚିମ ପାଖର ଅଗଣା ରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ର୍ଦୈଘ୍ଯ ଥିଲା। ଆଉ କାନ୍ଥର ମାଟଇେେ ପାଞ୍ଚ ହାତ ଥିଲା।

ଯିହିଜିକଲ 41:15
ତା'ପ ରେ ସେ ମନ୍ଦିର ସମ୍ମୁଖ ରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।

ଯିହିଜିକଲ 42:1
ତା'ପ ରେ ସେ ମାେତେ ଉତ୍ତର ଦିଗସ୍ଥ ଦ୍ବାର ଦଇେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷିଦ୍ଧାଞ୍ଚଳ ରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କଠାେରୀ ରେ ଉପସ୍ଥିତ କରାଇଲେ।

ଯିହିଜିକଲ 42:5
ଉପରିସ୍ଥ କଠାେରୀଗୁଡ଼ିକ େଛାଟ ଥିଲା। କାରଣ ପ୍ରାସାଦର ଅଧଃସ୍ଥିତ ଓ ମଧ୍ଯସ୍ଥିତ କଠାେରୀ ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ନଇେଥିଲା। କାରଣ ତାହା ତିନି ମହଲା ଥିଲା। ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁ ରେ ସ୍ତମ୍ଭ ନ ଥିଲା।

ଯିହିଜିକଲ 42:10
ପ୍ରବେଶ ପଥଟି ପ୍ରାଙ୍ଗଣ ପାଖ ରେ କାନ୍ଥର ଆରମ୍ଭ ବିନ୍ଦୁ ରେ ଥିଲା। ଦକ୍ଷିଣ ଦିଗ ରେ କଠାେରୀଗୁଡ଼ିକ ଥିଲା, ନିଷେଦ୍ଧାଞ୍ଚଳ ପାଖ ରେ ଏବଂ ଅନ୍ୟ ଗୃହର ଅନ୍ୟ ପାଖ ରେ ଥିଲା। ଏହି କଠାେରୀଗୁଡ଼ିକର ସମ୍ମୁଖ ରେ ଏଗାରଟି ପଥ ଥିଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்